Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 05, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କଳିରେ ଦ୍ୱାପର ଯୁଗର ଚିତ୍ର : ବେକେ ପାଣିରେ ...

  • ଚାଲିଗଲେ କନ୍ନୁରର ଦ୍ୱିତୀୟ ଭଗବାନ

  • ପୁଅକୁ ଏୟାରପୋର୍ଟରେ ଛାଡ଼ି ଛୁଟି ...

  • ସପ୍ତାହକୁ ଦୁଇ ଥର ଖାଆନ୍ତୁ ମାଛ, ହେବନି ...

  • ପ୍ରବଳ ବର୍ଷା: ପ୍ରୟାଗରାଜରେ ପାଣି ଭିତରେ ...

  • ଶିବୁ ସୋରେନଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି ...

  • ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

  • କମିଲା ୩୫ ଅତ୍ୟାବଶକୀୟ ଔଷଧର ମୂଲ୍ୟ

  • କେନାଲରେ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ୧୧ ...

  • ପ୍ରଜ୍ଜ୍ବଳଙ୍କୁ ଆଜୀବନ କାରାଦଣ୍ଡ ସହିତ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››୪ ମାସ ହେଲାଣି ସୁଶାନ୍ତଙ୍କ ଫ୍ଲାଟ୍‌ରେ ରହୁଛନ୍ତି ଅଦା

୪ ମାସ ହେଲାଣି ସୁଶାନ୍ତଙ୍କ ଫ୍ଲାଟ୍‌ରେ ରହୁଛନ୍ତି ଅଦା

2024-06-04 19:51:59
15981
Share:
Facebook
Twitter
E-Mail
WhatsApp
Telegram
୪ ମାସ ହେଲାଣି ସୁଶାନ୍ତଙ୍କ ଫ୍ଲାଟ୍‌ରେ ରହୁଛନ୍ତି ଅଦା

ଅଦା ଶର୍ମା ସୁଶାନ୍ତ ସିଂହ ରାଜପୁତଙ୍କ ଘରକୁ ସିଫ୍ଟ ହୋଇ ସାରିଛନ୍ତି। ହେଲେ ସେ ଅନେକ ଦିନ ଯାଏ ଏ କଥାକୁ ଲୋକଙ୍କ ସାମନାକୁ ଆସିବାକୁ ଦେଇ ନଥିଲେ। ଏବେ ଖବର ମିଳିଛି ଯେ ଅଦା ଚାରି ମାସ ପୂର୍ବରୁ ସୁଶାନ୍ତଙ୍କ ଫ୍ଲାଟରେ ରହିବା ଆରମ୍ଭ କଲେଣି। ଅଦା ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି। ସୁଶାନ୍ତଙ୍କ ନିଧନ ଯେଉଁ ଆପାର୍ଟମେଣ୍ଟରେ ହୋଇଥିଲା, ତାହା ଦୀର୍ଘ ଦିନ ଧରି ଖାଲି ଥିଲା। ଲୋକେ ଅନେକ ପ୍ରକାରର ଅନ୍ଧବିଶ୍ୱାସ ପ୍ରଚାର କରୁଥିଲେ, ହେଲେ ଅଦା କହିଛନ୍ତି କି ତାଙ୍କୁ ସେଠାକୁ ଯାଇ ପଜିଟିଭ୍ ଫିଲ୍ ହେଲା।

ତେବେ ଏହା ମଧ୍ୟ ସୂଚନା ମିଳିଛି ଯେ, ୩ବର୍ଷ ପାଇଁ ସେ ଏହି ଘରକୁ ଲିଜରେ ନେଇଛନ୍ତି।
ଜାତୀୟ ଗଣମାଧ୍ୟମ ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଅଦା ତାଙ୍କ ନିଷ୍ପତ୍ତି ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, “ମୁଁ ଚାରିମାସ ପୂର୍ବରୁ ଫ୍ଲାଟରେ ରହିବା ଆରମ୍ଭ କଲାଣି। କିନ୍ତୁ ମୁଁ ବସ୍ତର ଏବଂ ଦି କେରଳ ଷ୍ଟୋରୀର ଓଟିଟି ରିଲିଜ୍ ଏବଂ ମୋର ଅନେକ ପ୍ରୋଜେକ୍ଟର ପ୍ରଚାରରେ ବ୍ୟସ୍ତ ଥିବାରୁ ଜଣାଇ ପାରିନଥିଲି। ଫିଲ୍ମର ପ୍ରଚାର ପରେ ମୁଁ ମଥୁରାର ହାତୀ ଅଭୟାରଣ୍ୟରେ କିଛି ସମୟ ବିତାଇଥିଲି। ଏବେ ମୁଁ କିଛି ସମୟ ନିଜ ପାଇଁ କାଢ଼ି ଫ୍ଲାଟକୁ ଆସିଛି।”

ଅଦା କହିଛନ୍ତି କି ସେ ନୂଆ ଘରକୁ ମେକଓଭର କରାଇଛନ୍ତି। ସେ ନିଜର ପୂରା ଘରକୁ ଧଳା ରଙ୍ଗରେ ପେଣ୍ଟ କରାଇଛନ୍ତି ଏବଂ ପ୍ରଥମ ଫ୍ଲୋରରେ ମନ୍ଦିର ତିଆରି କରିଛନ୍ତି। ଟପ୍ ଫ୍ଲୋରର ଏକ ରୁମ୍କୁ ମ୍ୟୁଜିକ୍ ରୁମ୍ରେ ପରିବର୍ତ୍ତନ କରିଛନ୍ତି। ରୁମ୍ ଏକ କୋଠରୀକୁ ଡ୍ୟାନ୍ସ ଷ୍ଟୁଡ଼ିଓ ମଧ୍ୟ କରିଛନ୍ତି। ଟେରେସକୁ ଗାର୍ଡେନରେ ପରିଣତ କରିଛନ୍ତି , ଯେଉଁଥିରେ ସେ ନିଜର ପୁରୁଣା ଘରର ସବୁ ପ୍ଲାଣ୍ଟସକୁ ବି ନେଇ ଆସିଛନ୍ତି।

ସେ ଆହୁରି କହିଛନ୍ତି ଯେ, ‘ମୁଁ ସାରା ଜୀବନ ପାଲି ହିଲରେ ଗୋଟିଏ ଘରେ ରହିଆସିଛି। ପ୍ରଥମ ଥର ପାଇଁ ମୁଁ ସେଠାରୁ ବାହାରି ଅନ୍ୟ ଏକ ଘରେ ରହିବାକୁ ଆସିଛି। ଏହି ଘର ମୋତେ ସକରାତ୍ମକ ଅନୁଭବ ଦେଇଥିବାରୁ ମୁଁ ଏଠାକୁ ରହିବାକୁ ଆସିଲି। ମୋ ସହିତ ମୋ ମା' ଓ ଜେଜେ ମା' ରହୁଛନ୍ତି।’

Powered by Froala Editor

Tags ada

Related articles Odisha News Lens 4.1

  • କମିଲା ୩୫ ଅତ୍ୟାବଶକୀୟ ଔଷଧର ମୂଲ୍ୟ
    ଦେଶ-ଦେଶାନ୍ତର

    କମିଲା ୩୫ ଅତ୍ୟାବଶକୀୟ ଔଷଧର ମୂଲ୍ୟ

    14319
    Aug 03, 2025
  • ପୁଅକୁ ଏୟାରପୋର୍ଟରେ ଛାଡ଼ି ଛୁଟି କଟାଇବାକୁ ପଳାଇଲେ ବାପା, ମା’
    ଦେଶ-ଦେଶାନ୍ତର

    ପୁଅକୁ ଏୟାରପୋର୍ଟରେ ଛାଡ଼ି ଛୁଟି କଟାଇବାକୁ ପଳାଇଲେ ବାପା, ମା’

    15448
    Aug 04, 2025
  • ପ୍ରବଳ ବର୍ଷା: ପ୍ରୟାଗରାଜରେ ପାଣି ଭିତରେ ବୁଡି ରହିଛି ଅନେକ ଘର
    ଦେଶ-ଦେଶାନ୍ତର

    ପ୍ରବଳ ବର୍ଷା: ପ୍ରୟାଗରାଜରେ ପାଣି ଭିତରେ ବୁଡି ରହିଛି ଅନେକ ଘର

    14456
    Aug 04, 2025
  • ଶିବୁ ସୋରେନଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ
    ଦେଶ-ଦେଶାନ୍ତର

    ଶିବୁ ସୋରେନଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

    14584
    Aug 04, 2025
  • ସପ୍ତାହକୁ ଦୁଇ ଥର ଖାଆନ୍ତୁ ମାଛ, ହେବନି ହାର୍ଟଆଟାକ
    ବିଶେଷ

    ସପ୍ତାହକୁ ଦୁଇ ଥର ଖାଆନ୍ତୁ ମାଛ, ହେବନି ହାର୍ଟଆଟାକ

    14111
    Aug 04, 2025
  • କେନାଲରେ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ୧୧ ଜଣଙ୍କର ମୃତ୍ୟୁ
    ଦେଶ-ଦେଶାନ୍ତର

    କେନାଲରେ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ୧୧ ଜଣଙ୍କର ମୃତ୍ୟୁ

    15525
    Aug 03, 2025
  • ଚାଲିଗଲେ କନ୍ନୁରର ଦ୍ୱିତୀୟ ଭଗବାନ
    ଦେଶ-ଦେଶାନ୍ତର

    ଚାଲିଗଲେ କନ୍ନୁରର ଦ୍ୱିତୀୟ ଭଗବାନ

    14754
    Aug 04, 2025
  • ପ୍ରଜ୍ଜ୍ବଳଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ଲକ୍ଷ ଜରିମାନା
    ଦେଶ-ଦେଶାନ୍ତର

    ପ୍ରଜ୍ଜ୍ବଳଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ଲକ୍ଷ ଜରିମାନା

    14026
    Aug 03, 2025
  • ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
    ଦେଶ-ଦେଶାନ୍ତର

    ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

    13825
    Aug 04, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶିବୁ ସୋରେନଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

    14584
    Aug 04, 2025
  • ଦେଶ-ଦେଶାନ୍ତର

    କଳିରେ ଦ୍ୱାପର ଯୁଗର ଚିତ୍ର : ବେକେ ପାଣିରେ ପୁଅକୁ ଟେକି ଟେକି ନେଲା ବାପା

    14964
    Aug 04, 2025
  • ଦେଶ-ଦେଶାନ୍ତର

    କେନାଲରେ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ୧୧ ଜଣଙ୍କର ମୃତ୍ୟୁ

    15525
    Aug 03, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16653
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16763
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17091
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15569
    Apr 03, 2021

ବିଶେଷ

  • ସପ୍ତାହକୁ ଦୁଇ ଥର ଖାଆନ୍ତୁ ମାଛ, ହେବନି ହାର୍ଟଆଟାକ

    14111
    Aug 04, 2025
  • ପନିପରିବାଗୁଡ଼ିକୁ କେଉଁ ପଦ୍ଧତିରେ ଖାଇବା ଭଲ ଜାଣନ୍ତୁ....

    15375
    Aug 02, 2025
  • ବହୁ ଉପାଦେୟ ମେଥିପାଣି

    15408
    Aug 02, 2025
  • ଏମିତି କଲେ ଘରୁ ଦୂରେଇ ଯିବେ ଝିଟିପିଟି

    14884
    Jul 31, 2025
  • ଉପକାରୀ ଗୁଣରେ ଭରପୁର ଭିଟାମିନ୍‌-ଇ’

    14781
    Jul 31, 2025

ବାଣିଜ୍ୟ

ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

ନୂଆଦିଲ୍ଲୀ: ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନି ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ଭାବରେ ଶ୍ରୀ କେ ଜେ ପଟେଲଙ୍କ ନାମ ଘୋଷଣା କରିଛନ୍ତି । ଶ୍ରୀ ପଟେଲ ଡାଇରେକ୍ଟର, ଟେକ୍‌ନିକାଲ, ଇଫ୍&z ...

  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14259
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14721
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14814
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14158
    Jul 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କଳିରେ ଦ୍ୱାପର ଯୁଗର ଚିତ୍ର : ବେକେ ପାଣିରେ ପୁଅକୁ ଟେକି ଟେକି ନେଲା ବାପା

    14964
    Aug 04, 2025
  • ଶିବୁ ସୋରେନଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

    14584
    Aug 04, 2025
  • କମିଲା ୩୫ ଅତ୍ୟାବଶକୀୟ ଔଷଧର ମୂଲ୍ୟ

    14319
    Aug 03, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In