Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, March 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ ...

  • ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ...

  • ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ...

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ...

  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ...

  • କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

  • ଦୁଇ ଦିନରେ ଦୁଇ ଘରୁ ଚୋରି

  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ବହୁଦିନ ପରେ ଫେରୁଛନ୍ତି କମଲ : ପ୍ରେକ୍ଷାଳୟକୁ ଆସିବ ‘ଇଣ୍ଡିଆନ-୨’

ବହୁଦିନ ପରେ ଫେରୁଛନ୍ତି କମଲ : ପ୍ରେକ୍ଷାଳୟକୁ ଆସିବ ‘ଇଣ୍ଡିଆନ-୨’

2024-04-15 06:37:08
15578
Share:
Facebook
Twitter
E-Mail
WhatsApp
Telegram
ବହୁଦିନ ପରେ ଫେରୁଛନ୍ତି କମଲ : ପ୍ରେକ୍ଷାଳୟକୁ ଆସିବ ‘ଇଣ୍ଡିଆନ-୨’

ଦୀର୍ଘ ଦିନ ପରେ ପରଦାକୁ ଫେରୁଛନ୍ତି ସାଉଥ ସୁପରଷ୍ଟାର କମଲ ହାସନ । ରାଜନୀତିରୁ ଏବେ ଦୂରେଇ ରହି ଅଭିନୟକୁ ଫୋକସ କରିଛନ୍ତି । ଖୁବଶୀଘ୍ର ତାଙ୍କର ‘ଇଣ୍ଡିଆନ-୨’ ରୂପେଲି ପରଦାକୁ ଆସିବ । ନିର୍ମାତା ସୋସିଆଲ ମିଡିଆରେ 'ଇଣ୍ଡିଆନ୍ ୨'ର ପୋଷ୍ଟର ରିଲିଜ୍ କରିଛନ୍ତି ଯାହା ନିଆଁ ପରି ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି। 

ତେବେ ୧୯୯୬ରେ ମୁକ୍ତିଲାଭ କରିଥିବା କମଲ ହାସନଙ୍କ ଫିଲ୍ମ 'ଇଣ୍ଡିଆନ'ର ସିକ୍ୱେଲ ହେଉଛି' ଇଣ୍ଡିଆନ ୨'। କମଲ ହାସନଙ୍କ ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ 'ଇଣ୍ଡିଆନ' ଅନ୍ୟତମ। ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । 

ତାମିଲ ନୂଆ ବର୍ଷ 'ପୁଥଣ୍ଡୁ' ଅବସରରେ ' ଇଣ୍ଡିଆନ ୨' ପୋଷ୍ଟର ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁନ୍ ମାସରେ ପ୍ରେକ୍ଷାଳୟକୁ ଆସିବ। ପୋଷ୍ଟରରେ କମଲ ହାସନଙ୍କୁ ଏକ ଦମଦାର ଦୃଶ୍ୟରେ ଦେଖିବାକୁ ମିଳୁଛି। ଗୋଟିଏ ଲୁକ୍‌ରେ ସେ ଧଳା ସୁଟ୍ ପିନ୍ଧିଥିବା ବେଳେ ଅନ୍ୟ ଲୁକ୍‌ରେ ତାଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ୍‌ ଫୌଜର ୟୁନିଫର୍ମରେ ଦେଖିବାକୁ ମିଳୁଛି। 'ଇଣ୍ଡିଆନ୍ ୨'ରେ କମଲ ହାସନ ପୁଣି ଥରେ କମାଣ୍ଡର ଭାବରେ ନଜର ଆସିବେ । 

ଲାୟକା ପ୍ରଡକ୍ସନ୍ସ ଏହାର ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଫିଲ୍ମ 'ଇଣ୍ଡିଆନ୍ ୨'ର ନୂଆ ପୋଷ୍ଟରର ଝଲକ ଦେଖାଇଛି ଯେଉଁଥିରେ ବିଭିନ୍ନ ଭାଷାରେ ଚଳଚ୍ଚିତ୍ରର ଟାଇଟଲ୍ ମଧ୍ୟ ଉଲ୍ଲେଖ କରାଯାଇଛି। କମଲ ହାସନଙ୍କ ଫିଲ୍ମ ତାମିଲ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ 'ଇଣ୍ଡିଆନ୍ ୨' ନାମରେ ମୁକ୍ତିଲାଭ କରିବ। ଏଥିସହିତ ହିନ୍ଦୀ ଏବଂ ତେଲୁଗୁ ସଂସ୍କରଣରେ ଚଳଚ୍ଚିତ୍ରର ନାମ 'ହିନ୍ଦୁସ୍ତାନୀ ୨' ଏବଂ 'ଭାରତୀୟୁଡୁ ୨' ହେବ।

Powered by Froala Editor

Tags indian-2

Related articles Odisha News Lens 4.1

  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା
    ଦେଶ-ଦେଶାନ୍ତର

    ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

    15144
    Mar 20, 2026
  • କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ
    ଦେଶ-ଦେଶାନ୍ତର

    କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

    13760
    Mar 20, 2026
  • ଦୁଇ ଦିନରେ ଦୁଇ ଘରୁ ଚୋରି
    ଜିଲ୍ଲା ପରିକ୍ରମା

    ଦୁଇ ଦିନରେ ଦୁଇ ଘରୁ ଚୋରି

    13708
    Mar 20, 2026
  • ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ଆମେରିକାର ବିମାନବାହୀ ଜାହାଜ
    ଦେଶ-ଦେଶାନ୍ତର

    ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ଆମେରିକାର ବିମାନବାହୀ ଜାହାଜ

    15083
    Mar 20, 2026
  •  ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା
    ବିଶେଷ

    ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14375
    Mar 20, 2026
  • ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍‌କାଉଛି: ସାଉଦି ଆରବ
    ଦେଶ-ଦେଶାନ୍ତର

    ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍‌କାଉଛି: ସାଉଦି ଆରବ

    14385
    Mar 20, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା
    ବାଣିଜ୍ୟ

    ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13336
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ
    ବିଶେଷ

    ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15094
    Mar 19, 2026
  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ

    14926
    Mar 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13336
    Mar 20, 2026
  • ବିଶେଷ

    ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15094
    Mar 19, 2026
  • ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ

    14926
    Mar 20, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17379
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17442
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17790
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16261
    Apr 03, 2021

ବିଶେଷ

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14375
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15094
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15190
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14126
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14024
    Mar 15, 2026

ବାଣିଜ୍ୟ

୨୭୮୦ ଟଙ୍କା ଶସ୍ତା ହେଲା ସୁନା

ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟାରେ ଶସ୍ତା ହୋଇଛି ସୁନା-ରୂପା । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୨୭୮୦ ଟଙ୍କା କିମି ୧ ଲକ୍ଷ ୫୪ ହଜାର ୬୪୦ ଟଙ୍କା ହୋଇଛି । ଅନ୍ୟପଟେ ରୂପା ଦର ମଧ୍ୟ କମିଛି । ଭୁବନେଶ୍ୱରରେ ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୬୫ ହଜାର ଟଙ୍କା ରହିଛି । ବୁଧବ ...

  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14255
    Mar 05, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15689
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15153
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14999
    Feb 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13336
    Mar 20, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14375
    Mar 20, 2026
  • ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ

    13981
    Mar 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In