Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 28, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହୃଦଘାତରେ ଅଭିନେତ୍ରୀ ଶେଫାଳିଙ୍କ ମୃତ୍ୟୁ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଅନେକଙ୍କୁ ଏନ୍‌କାଉଣ୍ଟର କରିଥିଲେ, ଏବେ ସେ ଜେଲ୍‌ରେ, ଜାଣନ୍ତୁ କିଏ ଓ କାହିଁକି ଗିରଫ ହେଲେ...

ଅନେକଙ୍କୁ ଏନ୍‌କାଉଣ୍ଟର କରିଥିଲେ, ଏବେ ସେ ଜେଲ୍‌ରେ, ଜାଣନ୍ତୁ କିଏ ଓ କାହିଁକି ଗିରଫ ହେଲେ...

2021-06-17 20:31:27
14508
Share:
Facebook
Twitter
E-Mail
WhatsApp
Telegram
ଅନେକଙ୍କୁ ଏନ୍‌କାଉଣ୍ଟର କରିଥିଲେ, ଏବେ ସେ ଜେଲ୍‌ରେ, ଜାଣନ୍ତୁ କିଏ ଓ କାହିଁକି ଗିରଫ ହେଲେ...

ମୁମ୍ବାଇ: ଦିନେ ତାଙ୍କୁ ଦେଖିବା ମାତ୍ରେ ଅପରାଧୀମାନେ ଥରହର ହେଉଥିଲେ । ଛାତିରେ  ଛନକା ପଶି ଯାଉଥିଲା । କେତେ ବଡ଼ ବଡ଼ ଦୁର୍ବୃତ୍ତଙ୍କୁ ସେ ଏନ୍‌କାଉଣ୍ଟର କରିଥିଲେ । ହେଲେ ଏବେ ସେ ଜେଲ୍‌ର ଚାରି କାନ୍ଥ ଭିତରେ । ଏହି ବ୍ୟକ୍ତି ଜଣଙ୍କ ହେଲେ ପୂର୍ବତନ ଏନ୍‌କାଉଣ୍ଟ ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ବିସ୍ଫୋରକ ଠାବ ହେବା ଓ ବ୍ୟବସାୟୀ ମନସୁଖ ହିରାନୀଙ୍କ ହତ୍ୟା ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ତାଙ୍କୁ ଗିରଫ କରିଛି । ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ବୟାନ ଓ ତଦନ୍ତ ବେଳେ ମିଳିଥିବା ତଥ୍ୟକୁ ଆଧାର କରି ଏନଆଇଏ ପ୍ରଦୀପଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ଫେବୃଆରୀ ମାସରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣାରେ ଏନଆଇଏ ପ୍ରଦୀପଙ୍କୁ ଦୁଇ ଥର ଜେରା କରିସାରିଥିଲା । ଏହି ଘଟଣାରେ ପୂର୍ବରୁ ଗିରଫ ହୋଇଥିବା ସଚିନ ବାଜେଙ୍କ ଘନିଷ୍ଠ ସହଯୋଗୀ ହେଉଛନ୍ତି ପ୍ରଦୀପ । ତେଣୁ ତାଙ୍କର ମଧ୍ୟ ବିସ୍ଫୋରକ ଠାବ ଓ ମନସୁଖଙ୍କ ହତ୍ୟା ମାମଲାରେ ହାତ ଥିବା ପ୍ରଥମ ଦିନରୁ ଏନଆଇଏ ସନ୍ଦେହ କରିଥିଲା । ସବୁ ପ୍ରମାଣ ଯୋଗାଡ଼ କରି ପ୍ରଦୀପଙ୍କୁ ଶେଷରେ ଗିରଫ କରାଯାଇଛି ।

୧୯୮୩ରେ ପ୍ରଦୀପ ସବ ଇନସପେକ୍ଟର ଭାବେ ମୁମ୍ବାଇ ପୁଲିସ୍‌ରେ ଯୋଗଦେଇଥିଲେ । ସେ ପ୍ରାୟ ୧୧୩ଟି ଏନକାଉଣ୍ଟରରେ ସାମିଲ ହୋଇଥିଲେ । ୨୦୧୯ରେ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଏହାପରେ ସେ ରାଜନୀତିରେ ପାଦ ଥାପିଥିଲେ । ଯୋଗ ଦେଇଥିଲେ ଶିବସେନାରେ । ଶିବସେନାରୁ ଟିକେଟ୍ ନେଇ ସେ ନାଲା ସୁପାରା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ହେଲେ ନିର୍ବାଚନରେ ପରାସ୍ତ ହୋଇଥିଲେ ।

Powered by Froala Editor

Tags ENCOUNTER SPECIALIST PRADEEP SHARMA ARREST

Related articles Odisha News Lens 4.1

  • ହୃଦଘାତରେ ଅଭିନେତ୍ରୀ ଶେଫାଳିଙ୍କ ମୃତ୍ୟୁ
    ମନୋରଞ୍ଜନ

    ହୃଦଘାତରେ ଅଭିନେତ୍ରୀ ଶେଫାଳିଙ୍କ ମୃତ୍ୟୁ

    14475
    Jun 28, 2025
  • ଆଇପିଏସ ପରାଗ ଜୈନ ର’ ନୂଆ ମୁଖ୍ୟ ନିଯୁକ୍ତ
    ଦେଶ-ଦେଶାନ୍ତର

    ଆଇପିଏସ ପରାଗ ଜୈନ ର’ ନୂଆ ମୁଖ୍ୟ ନିଯୁକ୍ତ

    14056
    Jun 28, 2025
  •  ବର୍ଷା: ଆଶ୍ୱସ୍ତି ପାଇଲେ ଦିଲ୍ଲୀବାସୀ
    ଦେଶ-ଦେଶାନ୍ତର

    ବର୍ଷା: ଆଶ୍ୱସ୍ତି ପାଇଲେ ଦିଲ୍ଲୀବାସୀ

    15211
    Jun 28, 2025
  • ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ
    ବିଶେଷ

    ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ

    15257
    Jun 28, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ...
    ବାଣିଜ୍ୟ

    ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ...

    13568
    Jun 28, 2025
  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା
    ବିଶେଷ

    ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15519
    Jun 28, 2025
  • ନାବାଳିକା ୟୁଟ୍ୟୁବରଙ୍କୁ ନିଶା ଦେଇ ଦୁଷ୍କର୍ମ
    ଦେଶ-ଦେଶାନ୍ତର

    ନାବାଳିକା ୟୁଟ୍ୟୁବରଙ୍କୁ ନିଶା ଦେଇ ଦୁଷ୍କର୍ମ

    15175
    Jun 28, 2025
  • ବିସ୍ଫୋରଣରେ ୧୩ ପାକ୍‌ ଯବାନଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ବିସ୍ଫୋରଣରେ ୧୩ ପାକ୍‌ ଯବାନଙ୍କ ମୃତ୍ୟୁ

    14904
    Jun 28, 2025
  • ଝିଅ ପରେ ପୁତ୍ର ସନ୍ତାନର ଜନନୀ ହେଲେ ଇଲିଆନା
    ମନୋରଞ୍ଜନ

    ଝିଅ ପରେ ପୁତ୍ର ସନ୍ତାନର ଜନନୀ ହେଲେ ଇଲିଆନା

    13507
    Jun 28, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ

    15257
    Jun 28, 2025
  • ଦେଶ-ଦେଶାନ୍ତର

    ବିସ୍ଫୋରଣରେ ୧୩ ପାକ୍‌ ଯବାନଙ୍କ ମୃତ୍ୟୁ

    14904
    Jun 28, 2025
  • ଦେଶ-ଦେଶାନ୍ତର

    ନାବାଳିକା ୟୁଟ୍ୟୁବରଙ୍କୁ ନିଶା ଦେଇ ଦୁଷ୍କର୍ମ

    15175
    Jun 28, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16594
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16713
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17026
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15513
    Apr 03, 2021

ବିଶେଷ

  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15519
    Jun 28, 2025
  • ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ

    15257
    Jun 28, 2025
  • ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ

    14258
    Jun 26, 2025
  • ୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?

    15991
    Jun 26, 2025
  • ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14937
    Jun 25, 2025

ବାଣିଜ୍ୟ

ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

ହଜାର ହଜାର ସଂଖ୍ୟାରେ ସନ୍‌ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଚଳିତ ବର୍ଷ ଐଶ୍ୱରୀୟ ଯାତ୍ରାରେ ଭକ୍ତମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି

ପୁରୀ: ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟ ...

  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15554
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15536
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15004
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14825
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    13568
    Jun 28, 2025
  • ବର୍ଷା: ଆଶ୍ୱସ୍ତି ପାଇଲେ ଦିଲ୍ଲୀବାସୀ

    15211
    Jun 28, 2025
  • ଶୁଭାଂଶୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

    13332
    Jun 28, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In