Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 24, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ ...

  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ ...

  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

  • ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ...

  • ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ...

  • ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ...

  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ...

  • ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ...

ବାଣିଜ୍ୟ
Home ›› ବାଣିଜ୍ୟ ››ହ୍ୱାଇଟ୍‍ହ୍ୟାଟ ଜୁନିୟର ପିଲାଙ୍କୁ ମୋବାଇଲ ଆପ୍‍ ତିଆରି ପାଇଁ ପ୍ରେରଣା ଦେବାକୁ ସିଆରୱାଇ ସହିତ ହାତ ମିଳାଇଲା

ହ୍ୱାଇଟ୍‍ହ୍ୟାଟ ଜୁନିୟର ପିଲାଙ୍କୁ ମୋବାଇଲ ଆପ୍‍ ତିଆରି ପାଇଁ ପ୍ରେରଣା ଦେବାକୁ ସିଆରୱାଇ ସହିତ ହାତ ମିଳାଇଲା

2021-06-16 10:43:07
28649
Share:
Facebook
Twitter
E-Mail
WhatsApp
Telegram
ହ୍ୱାଇଟ୍‍ହ୍ୟାଟ ଜୁନିୟର ପିଲାଙ୍କୁ ମୋବାଇଲ ଆପ୍‍ ତିଆରି ପାଇଁ ପ୍ରେରଣା ଦେବାକୁ ସିଆରୱାଇ ସହିତ ହାତ ମିଳାଇଲା

ଭୁବନେଶ୍ୱର : କୋଡିଂ ଓ ଗଣିତ ବିଷୟରେ ଅନ୍‍ଲାଇନ କ୍ଲାସ ଯୋଗାଇ ଦେଉଥିବା ଏକ ଅଗ୍ରଣୀ ଏଡ୍‍ଟେକ କମ୍ପାନୀ ହ୍ୱାଇଟ୍‍ହ୍ୟାଟ ଜୁନିୟର ସମାଜ ଉପରେ ପ୍ରଭାବ ପକାଇବାକୁ ଲକ୍ଷ୍ୟ ରଖୁଥିବା ମୋବାଇଲ ଆପ୍ଲିକେସନ ସୃଷ୍ଟି କରିବା ଦିଗରେ ପିଲାମାନଙ୍କୁ ପ୍ରେରିତ କରିବାକୁ ଅଗ୍ରଣୀ ଅଣ ସରକାରୀ ସଂଗଠନ ସିଆରୱାଇ (ଚାଇଲ୍ଡ ରାଇଟସ୍‍ ଆଣ୍ଡ ୟୁ) ସହିତ ହାତ ମିଳାଇଛି ।

ଏହି ନୂଆ ସହଭାଗିତାର ଅଂଶସ୍ୱରୂପ ସମାଜରେ ସକାରାତ୍ମକ ପ୍ରଭାବ ପକାଇବା ପ୍ରୟାସକୁ ଆଗେଇ ନେବାଭଳି ମୋବାଇଲ ଆପ୍‍ ପ୍ରସ୍ତୁତ କରୁଥିବା ଅଂଶଗ୍ରହଣକାରୀ ହ୍ୱାଇଟ୍‍ହ୍ୟାଟ ଜୁନିୟର ଛାତ୍ରଛାତ୍ରୀଙ୍କୁ ସିଆରୱାଇ ସ୍ୱୀକୃତି/ ପ୍ରମାଣପତ୍ର ପ୍ରଦାନ କରିବ ।

ହ୍ୱାଇଟ୍‍ହ୍ୟାଟ ଜୁନିୟରର ପାଠ୍ୟକ୍ରମ ପିଲାମାନଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ବାସ୍ତବ ଦୁନିଆର ସମସ୍ୟାଗୁଡିକ ସମ୍ପର୍କରେ ଗଠନ ମୂଳକ ଭାବେ ଚିନ୍ତା କରିବା ଏବଂ ତାହାର ସମାଧାନ ନିର୍ଣ୍ଣୟ ନିମନ୍ତେ ଉଦ୍ୟମ କରିବାକୁ ଉତ୍ସାହିତ କରୁଛି । ସଂପ୍ରତି କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ପ୍ରକଳ୍ପ ପିଲାଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଚିନ୍ତାଧାରା ଉପରେ ଆଧାରିତ । ଗତ ଦୁଇବର୍ଷ ମଧ୍ୟରେ ହ୍ୱାଇଟ୍‍ହ୍ୟାଟ ଜୁନିୟର ଛାତ୍ରଛାତ୍ରୀମାନେ ସାମାଜିକ ପ୍ରଭାବ ପକାଉଥିବା ବିଷୟବସ୍ତୁକୁ କେନ୍ଦ୍ରକରି ଶତାଧିକ ମୋବାଇଲ ଆପ୍‍ ପ୍ରସ୍ତୁତ କରିଛନ୍ତି । ଏଥିମଧ୍ୟରେ ଖାଦ୍ୟ ଦାନ, ରକ୍ତ/ଅଙ୍ଗ ଦାନ, ବୟସ୍କଙ୍କ ଯତ୍ନ, ଶିକ୍ଷା, ଶାରୀରିକ/ମାନସିକ ଭିନ୍ନକ୍ଷମ ଲୋଙ୍କୁ ସହାୟତା, ଜରୁରୀ କାଳୀନ ଯତ୍ନ, ପିଲାଙ୍କୁ ସହାୟତା ଏବଂ କୋଭିଡ ସହାୟତା ଆପ୍‍ ଆଦି ଅନ୍ତର୍ଭୁକ୍ତ । 

ଏ ସମ୍ପର୍କରେ ପ୍ରକାଶ କରି ହ୍ୱାଇଟ୍‍ହ୍ୟାଟ ଜୁନିୟରର ପ୍ରତିଷ୍ଠାତା ଏବଂ ସିଇଓ କରନ ବଜାଜ କହିଛନ୍ତି, “ଅବହେଳିତଙ୍କୁ ସହାୟତା କରିବା ଅଥବା ସମାଜ ପ୍ରତି ଅବଦାନ ରଖିବା ଦିଗରେ ସହାୟତା କରିବା ଲକ୍ଷ୍ୟନେଇ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରିବାକୁ ଚାହୁଥିବା ଛାତ୍ରଛାତ୍ରୀଙ୍କ ନିକଟରୁ ପ୍ରତି ମାସରେ ଶତାଧିକ ପ୍ରସ୍ତାବ ଆସୁଛି । ପିଲାମାନଙ୍କ ମଧ୍ୟରେ ଏହି ଅଣ ଲାଭଜନକ ବିଶ୍ୱ ଦୃଷ୍ଟିଭଙ୍ଗୀ ବେଶ ଉତ୍ସାହପ୍ରଦ ହୋଇଛି ଏବଂ ଏହାକୁ ଅଧିକ ସୁଦୃଢ କରିବାକୁ ସିଆରୱାଇ ସହିତ ସହଭାଗିତା କରି ଆମେ ଆନନ୍ଦିତ ।” 

ସିଆରୱାଇର ରିଜିଓନାଲ ଡାଇରେକ୍ଟର-ପଶ୍ଚିମ, କ୍ରିଏନ୍‍ ରାବାଡି କହିଛନ୍ତି, “ଏହି ମହତ ଉଦ୍ଦେଶ୍ୟ ପାଇଁ ହ୍ୱାଇଟ୍‍ହ୍ୟାଟ ଜୁନିୟର ସହିତ ସହଭାଗିତା କରିବା ନେଇ ଆମେ ଉଲ୍ଲସିତ ଅନୁଭବ କରୁଛୁ । ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ପିଲାଙ୍କ ସମ୍ପର୍କରେ ଆମ ଯୁବପିଢି ଯେଭଳି ଟିକିନିଖ୍‍ô ଭାବରେ ପରିଚିତ ହୋଇପାରିବେ ଏବଂ ସେମାନଙ୍କ ମଧ୍ୟରେ ଯେଭଳି ଅଧିକ ସହାନୁଭୂତିଶୀଳ ମନୋଭାବ ସୃଷ୍ଟି କରାଯାଇପାରିବ, ତାହା ସୁନିଶ୍ଚିତ କରାଯିବା ହେଉଛି ଏକ ଉନ୍ନତ ଆଗାମୀ କାଲି ପାଇଁ ସମାଧାନ ପନ୍ଥା ନିରୂପଣର ପ୍ରଥମ ପ୍ରୟାସ ।”


Powered by Froala Editor

Tags white hat jr ,

Related articles Odisha News Lens 4.1

  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?
    ବିଶେଷ

    ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13854
    Jun 24, 2025
  • ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ
    ମନୋରଞ୍ଜନ

    ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ

    13790
    Jun 24, 2025
  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ
    ଦେଶ-ଦେଶାନ୍ତର

    ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

    13484
    Jun 24, 2025
  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ
    ଦେଶ-ଦେଶାନ୍ତର

    ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

    14657
    Jun 23, 2025
  • ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...
    ଜିଲ୍ଲା ପରିକ୍ରମା

    ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...

    13852
    Jun 24, 2025
  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...
    ଦେଶ-ଦେଶାନ୍ତର

    ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...

    14048
    Jun 24, 2025
  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...
    ଦେଶ-ଦେଶାନ୍ତର

    ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...

    15394
    Jun 23, 2025
  • ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ବିବାଦୀୟ ବୟାନ, ଏବେ ମାମଲା ରୁଜୁ
    ମନୋରଞ୍ଜନ

    ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ବିବାଦୀୟ ବୟାନ, ଏବେ ମାମଲା ରୁଜୁ

    14833
    Jun 24, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ
    ବିଶେଷ

    ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14833
    Jun 24, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...

    13852
    Jun 24, 2025
  • ଦେଶ-ଦେଶାନ୍ତର

    ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ଶୁକ୍ଳା

    14048
    Jun 24, 2025
  • ମନୋରଞ୍ଜନ

    ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ

    13790
    Jun 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16707
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17013
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15508
    Apr 03, 2021

ବିଶେଷ

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14833
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13854
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15757
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    15083
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15954
    Jun 22, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14998
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14821
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14823
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13793
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ବାପା

    15394
    Jun 23, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14833
    Jun 24, 2025
  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

    14657
    Jun 23, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In