ଗୋରୁ ବୋଝେଇ କଣ୍ଟେନର ଜବତ
ଖୋର୍ଦ୍ଧା: ଖୋର୍ଦ୍ଧା ଦୀକ୍ଷିତି ପଡା ଅଞ୍ଚଳରୁ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଛି । ଗୋରୁ ବୋଝେଇ ଟ୍ରକ ଜବତ ସହ ଜଣକୁ ଗିରଫ କରିଛି ଟାଙ୍ଗୀ ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ କୁହୁଡି ପୋଲିସ ଗୋରୁ ବୋଝେଇ ଟ୍ରକକୁ ଜବତ କରିବା ସହ ସେଥିରେ ଥିବା ଗୋରୁଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।
ବାରମ୍ୱାର ବେଆଇନଭାବରେ ଗୋଚାଲାଣ ହେଉଥିବାବେଳେ ଏହାକୁ ରୋକିବା ପାଇଁ ବଡ ଧରଣର କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ହୋଇପଡୁଛି।
Powered by Froala Editor