ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼

ଗଞ୍ଜାମ: ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଟମାଟୋ ମାଡ଼ କରାଯାଇଛି । ଗଞ୍ଜାମ ବେଲଗୁଣ୍ଠା ସଭାରେ ଜଣେ ଯୁବକ ତାଙ୍କ ଉପରକୁ ଟମାଟୋ ମାଡ଼ କରିଥିବା ଜଣାଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ହଠାତ ଜଣେ ଯୁବକ ପାଣ୍ଡିଆନ ଉପରକୁ ଟମାଟୋ ମାଡ଼ କରିଥିଲେ । ତେବେ ସେଠାରେ ଥିବା ବିଜେଡି କର୍ମୀମାନେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ନିର୍ଦ୍ଧୁମ ମାଡ଼ ମାରିଥିବା ଜଣାଯାଇଛି ।
Powered by Froala Editor