Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ...

  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ...

  • ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ...

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ...

  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ...

  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ...

  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ...

  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ...

  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ...

ବାଣିଜ୍ୟ
Home ›› ବାଣିଜ୍ୟ ››ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ ପ୍ଲେ-ଲିଷ୍ଟ୍ ସହ ଆରମ୍ଭ ହେଲା ଜିଓସାୱନ ଟିଭି

ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ ପ୍ଲେ-ଲିଷ୍ଟ୍ ସହ ଆରମ୍ଭ ହେଲା ଜିଓସାୱନ ଟିଭି

2021-06-08 04:45:20
22767
Share:
Facebook
Twitter
E-Mail
WhatsApp
Telegram
ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ ପ୍ଲେ-ଲିଷ୍ଟ୍ ସହ ଆରମ୍ଭ ହେଲା ଜିଓସାୱନ ଟିଭି

ଭୁବନେଶ୍ୱର : ସଂଗୀତ ଓ ଅଡିଓ ମନୋରଂଜନ କ୍ଷେତ୍ରରେ ଦକ୍ଷିଣ ଏସିଆର ସର୍ବବୃହତ ପ୍ରସାରଣ ପ୍ଲାଟଫର୍ମ ଜିଓସାୱନ ତାହାର ନୂଆ ଭିଡିଓ ଉତ୍ପାଦ- ଜିଓସାୱନ ଟିଭି ଉନ୍ମୋଚନ କରିଛି । ଏହି ଅନନ୍ୟ ଭିଡିଓ ବୈଶିଷ୍ଟ୍ୟ ଅଭିଜ୍ଞ ଶୈଳୀରେ ପ୍ରସ୍ତୁତି ଏବଂ ଉପଭୋକ୍ତାଙ୍କ ପସନ୍ଦର ବ୍ୟବହାର ମଧ୍ୟରେ ରହୁଥିବା ତାରତମ୍ୟ ଦୂର କରିବା ଲକ୍ଷ୍ୟ ରଖିଛି । ଏହି ପ୍ଲାଟଫର୍ମରେ ଭିଡିଓ ଉତ୍ପାଦଗୁଡିକରେ ଜିଓସ୍ୱାୱନ ଟିଭି ନବୀନତମ ସଂଯୋଗ ହୋଇଛି ।

ଜିଓସାୱନଟିଭି ସହିତ ଏହି ପ୍ଲାଟଫର୍ମ ଏହାର ପରିବ୍ୟାପ୍ତ ଲୋକପ୍ରିୟ ଅଡିଓ ସେବା ସହିତ ସଂଗୀତ ପାଇଁ ଏକ ନୂଆ ଟେଲିଭିଜନ ଅନୁଭୂତି ସୃଷ୍ଟି କରୁଛି । ଏହି ବୈଶିଷ୍ଟ୍ୟ ବ୍ୟବହାରକାରୀଙ୍କୁ ସର୍ବୋଚ୍ଚ ଗୁଣମାନର ପ୍ରସାରଣ ପ୍ରଯୁକ୍ତି ସହିତ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାରର ମନୋରଂଜନ ପ୍ରଦାନ କରିବ ।

ଅଭିଜ୍ଞମାନଙ୍କ ଦ୍ୱାରା ନିଖୁଣ ଭାବରେ ପ୍ରସ୍ତୁତି ଏବଂ ସହଜ ବ୍ୟବହାରର ସମ୍ମିଶ୍ରଣ ଦ୍ୱାରା ବ୍ୟବହାରକାରୀମାନେ ସଂପ୍ରତି ହୋମପେଜ୍‌ରେ ଏକ ନୂଆ ଟାବ୍‌ରେ ସଂଗୀତ ଟିଭି ଚାନେଲ ଏବଂ ସଂଗୀତ ଭିଡିଓ ପ୍ଲେ ତାଲିକାର ସୁଯୋଗ ନେବାକୁ ସମର୍ଥ ହେବେ, ଯାହା ସେମାନେ ଦେଖିବାକୁ ପସନ୍ଦ କରୁଥିବା ତାଲିକାରୁ ବାଛିବାକୁ ଅନୁମତି ପ୍ରଦାନ କରିବ । ଆନାଲୋଗ ଚାନେଲଗୁଡିକ ସଦୃଶ ଟିଭି ଚାନେଲଗୁଡିକ ଗୋଟିଏ ପରେ ଗୋଟିଏ ଭିଡିଓ ପ୍ଲେ ସୁପାରିଶ କରିଥିବେ, ଅନ୍ୟପକ୍ଷରେ ଭିଡିଓ ପ୍ଲେ ତାଲିକାଗୁଡିକ ଭାବ, ଶୈଳୀ ଏବଂ କଳାକାଳଙ୍କ ଦ୍ୱାରା ପ୍ରସ୍ତୁତ ପ୍ଲେ ତାଲିକା ଆଧାରିତ ହେବ ।
ନୂଆକରି ପ୍ରଚଳନ କରାଯାଇଥିବା ସଂଗତ ଟିଭି ଚାନେଲ ଏବଂ ସଂଗୀତ ଭିତିକ ଭିଡିଓ ପ୍ଲେ ତାଲିକା ଜରିଆରେ ଜିଓସାୱନ ବ୍ୟବହାରକାରୀଙ୍କୁ ଜଣେ କଳାକାର,ସମୟ ଅଥବା ଭାବ ଆଧାରିତ ପସନ୍ଦରୁ ବାଛିବା ଏବଂ ତାହାର ସୁଯୋଗ ନେବାକୁ ଅନୁମତି ପ୍ରଦାନ ଜରିଆରେ ସେମାନଙ୍କୁ ଭିନ୍ନ ଅନୁଭୂତି ପ୍ରଦାନ କରୁଛି ।

ନୂଆ ବୈଶିଷ୍ଟ୍ର ବ୍ୟବହାରକାରୀଙ୍କୁ ଅତି ସହଜରେ ସେମାନେ ଦେଖିବାକୁ ଚାହୁଁଥିବା ଭିଡିଓଗୁଡିକ ମଧ୍ୟରେ ଗୋଟିଏରୁ ଅନ୍ୟକୁ ପରିବର୍ତନ କରିବା ଏବଂ ପୂର୍ବରୁ କ୍ୟୁ (ଧାଡି) କରିଥିବା ଅଡିଓ ଟ୍ରାକ୍‌ଗୁଡିକୁ ଯିବାକୁ ସମର୍ଥ କରାଇବ । ସଂପୂର୍ଣ୍ଣ ଇନ୍‌-ଆପ୍ ଭିଡିଓ ଅନୁଭୂତି ପାଇବାକୁ ଜିଓସାୱନ ବ୍ୟବହାରକାରୀମାନେ ସଂପ୍ରତି ଭୂଲମ୍ବରୁ ଭୂସମାନ୍ତର ମୋଡ୍‌କୁ ପରିବର୍ତନ କରିପାରିବେ ।


ଏହାର ଶୁଭାରମ୍ଭ ପାଇଁ ଜିଓସାୱନ ଟିଭି ଲୋକପ୍ରିୟ କଳାକାର, ଭାବ, ଶୈଳୀ ଏବଂ ସଂଗୀତର ଯୁଗ ଆଦିକୁ ସାମିଲ କରିବ । ନୂଆ ଉତ୍ପାଦ ପ୍ରଚଳନକୁ ସମର୍ଥନ କରିବା ପାଇଁ ଏକ ଅଭିଯାନ କରାଯାଉଛି ଯେଉଁଥିରେ ବାଦଶାହ, ଜଷ୍ଟିନ ବାଇବର, ଦୁଆ ଲିପା, କେ-ପପ୍ ସେନ୍‌ସେସନ୍ ବିଟିଏସ ଏବଂ ଆକୁଲଙ୍କ ସମେତ ଅନେକ କଳାକାରଙ୍କ ମ୍ୟୁଜିକ ଭିଡିଓ ପ୍ରଦର୍ଶନ କରାଯାଉଛି । ଏହି ପ୍ରଚଳନକୁ ବିବିଧ ସାମାଜିକ ଗଣମାଧ୍ୟମ, ଡିଜିଟାଲ ତଥା ଇନଷ୍ଟାଗ୍ରାମ ଜରିଆରେ ଏକ ଭିଆର ଅନୁଭୂତି ଆଦି ଜରିଆରେ ଅଧିକ ପରିବର୍ଦ୍ଧିତ କରାଯିବ ।

ଏହା ପୂର୍ବରୁ ବ୍ରାଣ୍ଡ୍ ତାହାର ପ୍ରଥମ ଭିଡିଓ ପ୍ରଚଳନ କରିଥିଲା ଯେଉଁଥିରେ ବଛାବଛା ଟ୍ରାକ ସହିତ ଏକତ୍ର ଯିବାପାଇଁ କ୍ଷୁଦ୍ର- ୧୫ ସେକେଣ୍ଡ ଲୁପିଙ୍ଗ ଭିଜୁଆଲଗୁଡିକ ସ୍ଥାନ ପାଇଥିଲା ଏବଂ ତାହା ଭାରତୀୟ କଳାକାରମାନଙ୍କୁ ଏକ ସମୃଦ୍ଧ ଗତିଶୀଳ ସଂସ୍କୃତି ପ୍ରଦାନ କରିବା ସହିତ ସମର୍ଥକମାନଙ୍କୁ ଆଉ ଏକ ଟଚ୍‌ପଏଂଟ ପ୍ରଦାନ କରିଥିଲା । ୨୦୨୦ ଜୁନ୍ ଶେଷଭାଗରେ ପ୍ରଚଳନ କରାଯିବା ଦିନଠାରୁ ଏହି କ୍ଷୁଦ୍ର ଭିଡିଓଗୁଡିକ ୨୦୦ ନିୟୁତରୁ ଅଧିକ ଦେଖାଯାଇସାରିଛି । କଳାକାର ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ସୃଷ୍ଟ ଭିଡିଓ ବିଷୟବସ୍ତୁ ଆପ୍‌କୁ ଆଣିବା ସକାଶେ ଜିଓସାୱନ ଅଗଷ୍ଟରେ ଟ୍ରିଲର ସହିତ ସହଭାଗିତା କରିଥିଲା ।

ଜିଓସାୱନ ପ୍ରୋ ବ୍ୟବହାରକାରୀମାନେ ଆପ୍‌ରେ ବିଶାଳ ଭିଡିଓ ଲାଇବ୍ରେରୀକୁ ବିଜ୍ଞାପନ ରହିତ ଭାବରେ ଅସୀମିତ ଉପଭୋଗ କରିପାରିବେ ଏବଂ ଫ୍ରିମିୟମ ବ୍ୟବହାରକାରୀମାନେ ମାସକୁ ସର୍ବାଧିକ ତିନୋଟି ଭିଡିଓ ଦେଖିପାରିବେ ।

Powered by Froala Editor

Tags reliance jio , jio saavn

Related articles Odisha News Lens 4.1

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା
    ବିଶେଷ

    ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14288
    Oct 18, 2026
  •  ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ
    ଦେଶ-ଦେଶାନ୍ତର

    ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    13862
    Oct 18, 2026
  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର
    ଦେଶ-ଦେଶାନ୍ତର

    ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13856
    Oct 17, 2026
  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ
    ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15626
    Oct 17, 2026
  •  ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ
    ଦେଶ-ଦେଶାନ୍ତର

    ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ

    15040
    Oct 18, 2026
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ
    ଦେଶ-ଦେଶାନ୍ତର

    ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14341
    Oct 17, 2026
  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ

    14035
    Oct 17, 2026
  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ

    14950
    Oct 17, 2026
  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    15062
    Oct 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14341
    Oct 17, 2026
  • ଦେଶ-ଦେଶାନ୍ତର

    ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    13862
    Oct 18, 2026
  • ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15626
    Oct 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17193
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17888
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17833
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18257
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14288
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15320
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14694
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14793
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15795
    Sep 29, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14622
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13988
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15105
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15815
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    13862
    Oct 18, 2026
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14341
    Oct 17, 2026
  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13856
    Oct 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In