Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Friday, December 01, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନେଦରଲ୍ୟାଣ୍ଡର ଝିଅ ଉତ୍ତର ପ୍ରଦେଶ ବୋହୂ

  • ମଣିପୁରୀ ରୀତିନୀତି ସହ ଲିନ୍‌ଙ୍କୁ ...

  • ପ୍ଲାଟଫର୍ମକୁ ପାସ୍‌ କରୁଥିଲେ, ...

  • ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ...

  • ଟ୍ରେନ୍ ରୋକି ପଳାଇଲେ ଡ୍ରାଇଭର, କହିଲେ ‘ମୋ ...

  • ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର

  • ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ...

  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ

  • ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ...

  • ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କେନ୍ଦ୍ର ସରକାର ‘ସଂଗଠିତ ପାଣ୍ଠି’ରେ ଜମା ହେବ ସାହାରା ଟଙ୍କା

କେନ୍ଦ୍ର ସରକାର ‘ସଂଗଠିତ ପାଣ୍ଠି’ରେ ଜମା ହେବ ସାହାରା ଟଙ୍କା

2023-11-21 14:52:26
14576
Share:
Facebook
Twitter
E-Mail
WhatsApp
Telegram
କେନ୍ଦ୍ର ସରକାର ‘ସଂଗଠିତ ପାଣ୍ଠି’ରେ ଜମା ହେବ ସାହାରା ଟଙ୍କା

ନୂଆଦିଲ୍ଲୀ: ସାହାରା ଗ୍ରୁପ୍‌ର ମୁଖ୍ୟ ସୁବ୍ରତ ରାୟଙ୍କ ଦେହାନ୍ତ ପରେ ସାହାରା-ସେବି ଖାତାରେ ପଡ଼ିରହିଥିବା ୨୫,୧୬୩ କୋଟି ଟଙ୍କା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେହି ଟଙ୍କାକୁ କେନ୍ଦ୍ର ସରକାର ‘ସଂଗଠିତ ପାଣ୍ଠି’ରେ ଜମା କରିବା ଉପରେ ବିଚାର କରୁଛନ୍ତି। ଏନେଇ କ’ଣ ଆଇନଗତ ବ୍ୟବସ୍ଥା ରହିଛି ତାହା ଜାଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ନିବେଶକଙ୍କୁ ଟଙ୍କା ଫେରସ୍ତ ବ୍ୟବସ୍ଥା ୧୧ ବର୍ଷ ପୂ‌ର୍ବରୁ ଆରମ୍ଭ ହୋଇ ସୁଦ୍ଧା ଅଳ୍ପ କିଛି ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଅବଶିଷ୍ଟ ଟଙ୍କା ସେବି-ସାହାରା ଖାତାରେ ପଡ଼ିରହିଛି।

ସେବି ପକ୍ଷରୁ ବାରମ୍ବାର ବିଜ୍ଞାପନ ଜରିଆରେ ନିବେଶକମାନଙ୍କୁ ସୂଚିତ କରାଯିବା ସତ୍ତ୍ବେ ବିଶେଷ ଦାବି ଆସୁନାହିଁ। ଏହି ମାମଲାର ବିଚାର ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଯଦି ଏକାଧିକ ଉଦ୍ୟମ କରିବା ପରେ ମଧ୍ୟ ନିବେଶକମାନଙ୍କୁ ସବୁ ଟଙ୍କା ଫେରସ୍ତ କରାଯାଇପାରିବ ନାହିଁ ତେବେ ସେହି ଟଙ୍କାକୁ ଭାରତ ସରକାରଙ୍କୁ ହସ୍ତାନ୍ତର କରାଯିବ। ତାହାକୁ ନଜରରେ ରଖି ଏବେ ସାହାରା ପାଣ୍ଠିକୁ ଭାରତ ସରକାରଙ୍କ ସଂଗଠିତ ପାଣ୍ଠିରେ ଜମା କରିବା ବିକଳ୍ପ ଉପରେ ବିଚାର କରାଯାଉଛି। ତେବେ ଏହି ଟଙ୍କାକୁ ଅଲଗା ଭାବେ ରଖାଯିବ।

ଦରକାର ପଡ଼ିଲେ ସେଥିରୁ ଟଙ୍କା ବାହାର କରି ନିବେଶକଙ୍କୁ ଫେରସ୍ତ କରାଯିବ। ବଳକା ଟଙ୍କାକୁ ଗରିବଙ୍କ କଲ୍ୟାଣ, କଲ୍ୟାଣମୂଳକ କାଯ୍ୟକ୍ରମ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଲାଗି ବ୍ୟବହାର କରାଯିବ। ଗତ ୧୧ ବର୍ଷ ଭିତରେ ସାହାରା ଜମାକାରୀଙ୍କ ୧୭,୫୨୬ ଆବେଦନ ବାବଦରେ ୧୩୮ କୋଟି ଟଙ୍କା ଫେରସ୍ତ କରାଯାଇଛି। 

Powered by Froala Editor

Tags Sahara india

Related articles Odisha News Lens 3.2

  • ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ଝିଅ
    ଦେଶ-ଦେଶାନ୍ତର

    ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ଝିଅ

    15012
    Nov 30, 2023
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ
    ଦେଶ-ଦେଶାନ୍ତର

    କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ

    15071
    Nov 30, 2023
  • ପ୍ଲାଟଫର୍ମକୁ ପାସ୍‌ କରୁଥିଲେ, ଦ୍ରୁତଗତିରେ ମାଡିଆସିଲା ମେଟ୍ରୋ ଟ୍ରେନ୍
    ଦେଶ-ଦେଶାନ୍ତର

    ପ୍ଲାଟଫର୍ମକୁ ପାସ୍‌ କରୁଥିଲେ, ଦ୍ରୁତଗତିରେ ମାଡିଆସିଲା ମେଟ୍ରୋ ଟ୍ରେନ୍

    14439
    Dec 01, 2023
  • ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର
    ଦେଶ-ଦେଶାନ୍ତର

    ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର

    14933
    Dec 01, 2023
  • ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ଆସିଲା ଆଟାକ୍‌
    ଦେଶ-ଦେଶାନ୍ତର

    ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ଆସିଲା ଆଟାକ୍‌

    15115
    Dec 01, 2023
  •  ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ମାଗଣାରେ କରିହେବ ଅପଡେଟ
    ଦେଶ-ଦେଶାନ୍ତର

    ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ମାଗଣାରେ କରିହେବ ଅପଡେଟ

    14488
    Nov 30, 2023
  • ଟ୍ରେନ୍ ରୋକି ପଳାଇଲେ ଡ୍ରାଇଭର, କହିଲେ ‘ମୋ ଡ୍ୟୁଟି ସରିଯାଇଛି’
    ଦେଶ-ଦେଶାନ୍ତର

    ଟ୍ରେନ୍ ରୋକି ପଳାଇଲେ ଡ୍ରାଇଭର, କହିଲେ ‘ମୋ ଡ୍ୟୁଟି ସରିଯାଇଛି’

    13756
    Dec 01, 2023
  • ମଣିପୁରୀ ରୀତିନୀତି ସହ ଲିନ୍‌ଙ୍କୁ ଜୀବନସାଥୀ ବାଛିଲେ ରଣଦୀପ
    ମନୋରଞ୍ଜନ

    ମଣିପୁରୀ ରୀତିନୀତି ସହ ଲିନ୍‌ଙ୍କୁ ଜୀବନସାଥୀ ବାଛିଲେ ରଣଦୀପ

    13558
    Dec 01, 2023
  • ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଯୋଗାଇ ଦିଆଯିବ ୧୫ ହଜାର ଡ୍ରୋନ୍‌‌
    ଦେଶ-ଦେଶାନ୍ତର

    ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଯୋଗାଇ ଦିଆଯିବ ୧୫ ହଜାର ଡ୍ରୋନ୍‌‌

    13611
    Nov 30, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର

    14933
    Dec 01, 2023
  • ଦେଶ-ଦେଶାନ୍ତର

    ପ୍ଲାଟଫର୍ମକୁ ପାସ୍‌ କରୁଥିଲେ, ଦ୍ରୁତଗତିରେ ମାଡିଆସିଲା ମେଟ୍ରୋ ଟ୍ରେନ୍

    14439
    Dec 01, 2023
  • ଦେଶ-ଦେଶାନ୍ତର

    ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ଆସିଲା ଆଟାକ୍‌

    15115
    Dec 01, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15332
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15681
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14360
    Apr 03, 2021

ବିଶେଷ

  • ଜୀବନରେ ଅମଙ୍ଗଳ ଦୂର କରିଥାନ୍ତି ଗଣେଶ

    14138
    Nov 30, 2023
  • ଡାଏଟରେ ସାମିଲ କରନ୍ତୁ ଭେଣ୍ତି, ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ

    15449
    Nov 30, 2023
  • ଶରୀରର ଏହି ଅଙ୍ଗ ଡେଇଁବା ଦ୍ୱାରା ମିଳିଥାଏ ଶୁଭ ସଙ୍କେତ

    14589
    Nov 29, 2023
  • କ୍ଷୀର ଗୁଡରେ ରହିଛି ଆଶ୍ଚର୍ଯ୍ୟଜନକ ଲାଭ

    15207
    Nov 29, 2023
  • କେଶକୁ ଧଳା କରିବାରେ ରୋକିବ ଏହି ୮ଟି ସୁପରଫୁଡ

    15884
    Nov 28, 2023

ବାଣିଜ୍ୟ

ଖୁଦ୍ରାସ୍ଫୀତି ୪.୮୭% ଖସିଲା, ୪ ମାସରେ ସର୍ବନିମ୍ନ

ଅକ୍ଟୋବର ୨୦୨୩ ରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଖୁଚୁରା ମୁଦ୍ରାସ୍ଫୀତି। ଅକ୍ଟୋବର ମାସରେ ଖୁଦ୍ରାସ୍ଫୀତି ୪.୮୭% ରହିଛି। ଏହା ୪ ମାସ ମଧ୍ୟରେ ସର୍ବନିମ୍ନ। ଖାଦ୍ୟ ସାମଗ୍ରୀର ଦାମ ହ୍ରାସ ପାଇବା ଯୋଗୁ ମୁଦ୍ରାସ୍ଫୀତି ହାରରେ ସୁଧାର ଆସିଥିବା ସରକାର କହିଛନ୍ତି।

ଜୁଲାଇ ୨୦୨୩ ପରେ କ୍ରମାଗତ ତୃତୀୟ ମାସ ପାଇଁ ଖୁ ...

  • ଜିଓ ପକ୍ଷରୁ 'ଜିଓଫୋନ୍ ପ୍ରାଇମା' ଶୁଭାରମ୍ଭ

    13757
    Nov 09, 2023
  • ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

    14615
    Sep 28, 2023
  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15104
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14530
    Aug 28, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ମାଗଣାରେ କରିହେବ ଅପଡେଟ

    14488
    Nov 30, 2023
  • ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର

    14933
    Dec 01, 2023
  • ମଣିପୁରୀ ରୀତିନୀତି ସହ ଲିନ୍‌ଙ୍କୁ ଜୀବନସାଥୀ ବାଛିଲେ ରଣଦୀପ

    13558
    Dec 01, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In