Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 21, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

  • ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ...

  • କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ...

  • ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ...

  • ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ...

  • ମୁମ୍ବଇରେ ଦିନକରେ ୫୩ କରୋନା ସଂକ୍ରମିତ ...

  • ପୁଣି ଆସିଲା କରୋନା ମହାମାରୀ, ସତର୍କତା ...

  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

  • ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପାଳିତ ପୁଅକୁ ବାହା ହୋଇଗଲେ ୫୩ ବର୍ଷୀୟା ମା’

ପାଳିତ ପୁଅକୁ ବାହା ହୋଇଗଲେ ୫୩ ବର୍ଷୀୟା ମା’

2023-11-01 18:45:52
15090
Share:
Facebook
Twitter
E-Mail
WhatsApp
Telegram
ପାଳିତ ପୁଅକୁ ବାହା ହୋଇଗଲେ ୫୩ ବର୍ଷୀୟା ମା’

ମା’ ଓ ପୁଅର ସମ୍ପର୍କ ପବିତ୍ର । ଜନ୍ମ କଲା ମା’ହେଉ କି ପାଳିତ ମା’ ନଜରରେ ପୁଅ ପାଇଁ ସ୍ନେହ ଭଲପାଇବା ଥାଏ । ହେଲେ ଏମିତି ଜଣେ ମା’ ଅଛନ୍ତି ଯିଏ ପୁଅକୁ ଭଲ ପାଇ ବିବାହ କରିଛନ୍ତି । ଏ କଥା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ଜଣେ ଋଷୀୟ ମହିଳା ତାଙ୍କର ୩୧ ବର୍ଷର ପାଳିତ ପୁଅକୁ ବିବାହ କରିଛନ୍ତି । ଯେଉଁ ଘଟଣାକୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ରୁଷିଆର ସଙ୍ଗୀତକାର ଆଶ୍ଲୁ ଚିଜହେଭସ୍କାୟା ମିଙ୍ଗାଲିମ୍ ଏକ ଅନାଥ ଆଶ୍ରମରେ ଡାନିଏଲ ଚିଜହେଭସ୍କାଏ ନାମକ ଜଣେ ଅନାଥ ଶିଶୁ ସଙ୍ଗୀତ ଶିଖାଉଥିଲେ । ସେବେଠୁ ସେ ଡାନିଏଲଙ୍କୁ ଖୁବ ପସନ୍ଦ କରୁଥିଲେ ଆଉ ଭଲ ପାଉଥିଲେ । ତେବେ ଡାନିଏଲଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା, ସେତେବେଳେ ଏହି ୫୩ ବର୍ଷୀୟା ମହିଳା ତାଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ । ଏହା ପରେ ଡାନିଏଲଙ୍କୁ ଘରକୁ ଆଣିବାରୁ ଦୁହିଁଙ୍କ ମଧ୍ୟରେ ଭଲପାଇବା ବହୁତ ବଢି ଯାଇଥିଲା । ଦୁହେଁ ଦୁହିଁଙ୍କୁ ଧୀରେ ଧୀରେ ପ୍ରେମ କରିବା ଆରମ୍ଭ କରିଦେଇଥିଲେ । ଶେଷରେ ପୁଅ ମାଆକୁ ବିବାହ କରିନେଇଛି ।

ସେହିପରି ଡାନିଏଲଙ୍କ ବ୍ୟତୀତ ଆଶ୍ଲୁ ଆଉ ୫ ଜଣ ଶିଶୁଙ୍କୁ ମଧ୍ୟ ଅନାଥଶ୍ରମରୁ ଆଣିଥିଲେ । ତେବେ ଆଶ୍ଲୁ ଏବଂ ଡାନିଏଲଙ୍କ ବିବାହ ପରେ ଅନାଥାଶ୍ରମ ଆଶ୍ଲୁଙ୍କ ପାଖରୁ ଉକ୍ତ ୫ଜଣଙ୍କୁ ନେଇଯାଇଥିବା ଜଣାପଡ଼ିଛି ।

ଏ ଘଟଣାକୁ ନେଇ ଅନାଥ ଆଶ୍ରମ ପକ୍ଷରୁ କୌଣସି ବିବୃତ୍ତି ମିଳିନାହିଁ । ଯେହେତୁ ଏହା ସମାଜକୁ ଏକ ବିପରୀତ ବାର୍ତ୍ତା ଦେଉଛି ତେଣୁ ଆଶ୍ରମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟ ପିଲାମାନଙ୍କୁ ସେମାନଙ୍କ ସଙ୍ଗତିରୁ କାଢିବା ପାଇଁ ଫେରାଇ ନିଆଯାଇଛି ।

Powered by Froala Editor

Tags marriage

Related articles Odisha News Lens 4.1

  • ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍
    ଦେଶ-ଦେଶାନ୍ତର

    ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

    15277
    May 20, 2025
  • ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ଗିରଫ
    ଦେଶ-ଦେଶାନ୍ତର

    ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ଗିରଫ

    14882
    May 19, 2025
  • ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ଭାରତୀୟ ବାୟୁସେନା
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ଭାରତୀୟ ବାୟୁସେନା

    13410
    May 20, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ
    ବିଶେଷ

    ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13855
    May 20, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି
    ବିଶେଷ

    ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15538
    May 20, 2025
  • କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ
    ଦେଶ-ଦେଶାନ୍ତର

    କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ

    14483
    May 20, 2025
  • ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ଏଭଳି ରୋଚକ କଥା କହିଲେ ମନୋଜ ମୁକୁନ୍ଦ ନରଭଣେ
    ଦେଶ-ଦେଶାନ୍ତର

    ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ଏଭଳି ରୋଚକ କଥା କହିଲେ ମନୋଜ ମୁକୁନ୍ଦ ନରଭଣେ

    14409
    May 20, 2025
  • ମୁମ୍ବଇରେ ଦିନକରେ ୫୩ କରୋନା ସଂକ୍ରମିତ ଚିହ୍ନଟ
    ଦେଶ-ଦେଶାନ୍ତର

    ମୁମ୍ବଇରେ ଦିନକରେ ୫୩ କରୋନା ସଂକ୍ରମିତ ଚିହ୍ନଟ

    14889
    May 20, 2025
  • ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ
    ଦେଶ-ଦେଶାନ୍ତର

    ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ

    14511
    May 20, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ

    14483
    May 20, 2025
  • ବିଶେଷ

    ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15538
    May 20, 2025
  • ଦେଶ-ଦେଶାନ୍ତର

    ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ

    14511
    May 20, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16608
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16899
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15444
    Apr 03, 2021

ବିଶେଷ

  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13855
    May 20, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15538
    May 20, 2025
  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15532
    May 19, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14923
    May 19, 2025
  • ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....

    14524
    May 18, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16271
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13985
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14778
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15304
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣି ଆସିଲା କରୋନା ମହାମାରୀ, ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

    14212
    May 20, 2025
  • ମୁମ୍ବଇରେ ଦିନକରେ ୫୩ କରୋନା ସଂକ୍ରମିତ ଚିହ୍ନଟ

    14889
    May 20, 2025
  • ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ

    14511
    May 20, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In