Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 07, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୩୪ ଲକ୍ଷ ଟଙ୍କାର ରିଅଲ୍ ଇଷ୍ଟେଟ ଠକେଇରେ ...

  • ବିଚ୍ ରାସ୍ତାରେ ବୁଲିଲା ସିଂହୀ, ମହିଳା ଓ ...

  • ଶାଶୂକୁ ବିଧା ଗୋଇଠା ମାରିଲେ ଇଞ୍ଜିନିୟର ...

  • ବାଦଲ ଫଟା ବର୍ଷା: କେଦାରନାଥ ଯାତ୍ରା ବନ୍ଦ

  • ଇସ୍ରାଏଲ ମୋତେ ହତ୍ୟା କରିବାକୁ ଉଦ୍ୟମ ...

  • ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

  • ଶରୀରକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ....

  • ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳା ...

  • ୧୧ ଝିଅଙ୍କ ବିବାହ ପାଇଁ ଇଣ୍ଟରଭିୟୁ ଦେଲେ ...

  • ମରାଠି ଭାଷା ପ୍ରସଙ୍ଗକୁ ନେଇ ୨୦ ବର୍ଷ ପ‌ରେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଲୋକମାନଙ୍କୁ ଲୋକାଲ ଜିନିଷ କିଣିବାକୁ ଅନୁରୋଧ କଲେ ମୋଦୀ

ଲୋକମାନଙ୍କୁ ଲୋକାଲ ଜିନିଷ କିଣିବାକୁ ଅନୁରୋଧ କଲେ ମୋଦୀ

2023-10-29 10:55:17
15151
Share:
Facebook
Twitter
E-Mail
WhatsApp
Telegram
ଲୋକମାନଙ୍କୁ ଲୋକାଲ ଜିନିଷ କିଣିବାକୁ ଅନୁରୋଧ କଲେ ମୋଦୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ୟ୍ୟକ୍ରମ ‘ମନ୍ କି ବାତ’ର ୧୦୬ ତମ ଏପସୋଡ ମାଧ୍ୟମରେ ଲୋକମାନଙ୍କୁ ଲୋକାଲ ଜିନିଷ  କିଣିବାକୁ ଅନୁରୋଧ କରିଛନ୍ତି । ଏହି କ୍ରମରେ ସେ କହିଛନ୍ତି କି ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଏକ ରାଷ୍ଟ୍ରବ୍ୟାପୀ ବଡ ସଂଗଠନ ଲଂଚ ହେବାକୁ ଯାଉଛି । ଏହି ସଂଗଠନର ନାମ ରହିଛି ମେରା ଯୁବା ଭାରତ । ଏହି ସଂଗଠନ ଦେଶର ଯୁବକମାନଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟ କରିବାର ସୁଯୋଗ ପ୍ରଦାନ କରିବ ।

କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି କି ନଭେମ୍ବର ୧୫ ତାରିଖରେ ସାରା ଦେଶରେ ଜନଜାତୀୟ ଗୌରବ ଦିବସର ଆୟୋଜନ କରାଯିବ । ଏହିଦିନ ବିର୍ଷା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ।

ସେ କହିଛନ୍ତି, ଅକ୍ଟୋବର ୩୧ ହେଉଛି ସର୍‌ଦାର୍‌ ସାହେବଙ୍କ ଜନ୍ମବାର୍ଷିକୀ। ଦେଶ ଏହାକୁ ‘ଏକତା ଦିବସ’ ଭାବେ ପାଳନ କରେ। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ‘ଏକତା ପାଇଁ ଦୌଡ଼’ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି  । ଆପଣମାନେ ମଧ୍ୟ ଅକ୍ଟୋବର ୩୧ରେ ‘ଏକତା ପାଇଁ ଦୌଡ଼’ କାର୍ୟ୍ୟକ୍ରମ ଆୟୋଜନ କରନ୍ତୁ।

ପ୍ରଧାନମନ୍ତ୍ରୀ କହିଲେ, ସମଗ୍ର ଦେଶରେ ମହୋତ୍ସବ ଲାଗିଥିବା ବେଁଳେ ‘ମନ୍‌ କୀ ବାତ୍‌’ର ଏହି ସଂସ୍କରଣ ପ୍ରସାରିତ ହେଉଛି। ଆଗାମୀ ପର୍ବପର୍ବାଣି ନିମନ୍ତେ ସମସ୍ତଙ୍କୁ ଅଭିନନ୍ଦନ। ପର୍ବପର୍ବାଣି ସମୟରେ ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ଉପରେ ପ୍ରାଧାନ୍ୟ ଦେଇ ‘ଆତ୍ମନିର୍ଭର ଭାରତ’ର ଅଭିଳାଷ ସାକାର କରନ୍ତୁ। ସ୍ଥାନୀୟ ସାମଗ୍ରୀ କିଣିବା ଲାଗି ପର୍ୟ୍ୟଟକମାନଙ୍କୁ ଉତ୍ସାହିତ କରୁଛି। ବନ୍ଧୁଗଣ, ଆଜି ମୁଁ ଗୋଟାଏ ଅନୁରୋଧ ଅତ୍ୟନ୍ତ ଗରୁତ୍ବସହକାରେ ପୁନଃରାବୃତ୍ତି କରୁଛି। ବୁଲାବୁଲି କରିବାକୁ ଯାଆନ୍ତୁ କି, ତୀର୍ଥ କରି ଯାଆନ୍ତୁ, ସ୍ଥାନୀୟ କାରିଗରଙ୍କଦ୍ବାରା ଉତ୍ପାଦିତ ସାମଗ୍ରୀ ଖରିଦ କରନ୍ତୁ।

Powered by Froala Editor

Tags Man ki bat

Related articles Odisha News Lens 4.1

  • ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳା ଛାଡୁନାହାନ୍ତି ପୂର୍ବତନ ସିଜେଆଇ
    ଦେଶ-ଦେଶାନ୍ତର

    ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳା ଛାଡୁନାହାନ୍ତି ପୂର୍ବତନ ସିଜେଆଇ

    14922
    Jul 06, 2025
  • ମରାଠି ଭାଷା ପ୍ରସଙ୍ଗକୁ ନେଇ ୨୦ ବର୍ଷ ପ‌ରେ ଦୁଇ ଭାଇ ଏକାଠି
    ଦେଶ-ଦେଶାନ୍ତର

    ମରାଠି ଭାଷା ପ୍ରସଙ୍ଗକୁ ନେଇ ୨୦ ବର୍ଷ ପ‌ରେ ଦୁଇ ଭାଇ ଏକାଠି

    15793
    Jul 06, 2025
  • ଶରୀରକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ....
    ବିଶେଷ

    ଶରୀରକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ....

    14802
    Jul 07, 2025
  • ୧୧ ଝିଅଙ୍କ ବିବାହ ପାଇଁ ଇଣ୍ଟରଭିୟୁ ଦେଲେ ୧୯୦୦ ଯୁବକ
    ଦେଶ-ଦେଶାନ୍ତର

    ୧୧ ଝିଅଙ୍କ ବିବାହ ପାଇଁ ଇଣ୍ଟରଭିୟୁ ଦେଲେ ୧୯୦୦ ଯୁବକ

    13539
    Jul 06, 2025
  • ବିଚ୍ ରାସ୍ତାରେ ବୁଲିଲା ସିଂହୀ, ମହିଳା ଓ ଦୁଇ ଶିଶୁଙ୍କୁ କଲା ଆକ୍ରମଣ
    ଦେଶ-ଦେଶାନ୍ତର

    ବିଚ୍ ରାସ୍ତାରେ ବୁଲିଲା ସିଂହୀ, ମହିଳା ଓ ଦୁଇ ଶିଶୁଙ୍କୁ କଲା ଆକ୍ରମଣ

    15037
    Jul 07, 2025
  • ଇସ୍ରାଏଲ ମୋତେ ହତ୍ୟା କରିବାକୁ ଉଦ୍ୟମ କରିଥିଲା, କିନ୍ତୁ ବିଫଳ ହୋଇଥିଲା: ମାସୁଦ
    ଦେଶ-ଦେଶାନ୍ତର

    ଇସ୍ରାଏଲ ମୋତେ ହତ୍ୟା କରିବାକୁ ଉଦ୍ୟମ କରିଥିଲା, କିନ୍ତୁ ବିଫଳ ହୋଇଥିଲା: ମାସୁଦ

    14875
    Jul 07, 2025
  • ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ
    ବିଶେଷ

    ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

    14076
    Jul 07, 2025
  • ୩୪ ଲକ୍ଷ ଟଙ୍କାର ରିଅଲ୍ ଇଷ୍ଟେଟ ଠକେଇରେ ମହେଶ ବାବୁଙ୍କୁ ନୋଟିସ୍
    ମନୋରଞ୍ଜନ

    ୩୪ ଲକ୍ଷ ଟଙ୍କାର ରିଅଲ୍ ଇଷ୍ଟେଟ ଠକେଇରେ ମହେଶ ବାବୁଙ୍କୁ ନୋଟିସ୍

    15139
    Jul 07, 2025
  • ବାଦଲ ଫଟା ବର୍ଷା: କେଦାରନାଥ ଯାତ୍ରା ବନ୍ଦ
    ଦେଶ-ଦେଶାନ୍ତର

    ବାଦଲ ଫଟା ବର୍ଷା: କେଦାରନାଥ ଯାତ୍ରା ବନ୍ଦ

    13924
    Jul 07, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଚ୍ ରାସ୍ତାରେ ବୁଲିଲା ସିଂହୀ, ମହିଳା ଓ ଦୁଇ ଶିଶୁଙ୍କୁ କଲା ଆକ୍ରମଣ

    15037
    Jul 07, 2025
  • ମନୋରଞ୍ଜନ

    ୩୪ ଲକ୍ଷ ଟଙ୍କାର ରିଅଲ୍ ଇଷ୍ଟେଟ ଠକେଇରେ ମହେଶ ବାବୁଙ୍କୁ ନୋଟିସ୍

    15139
    Jul 07, 2025
  • ଦେଶ-ଦେଶାନ୍ତର

    ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳା ଛାଡୁନାହାନ୍ତି ପୂର୍ବତନ ସିଜେଆଇ

    14922
    Jul 06, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16609
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16726
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17039
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15528
    Apr 03, 2021

ବିଶେଷ

  • ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

    14076
    Jul 07, 2025
  • ଶରୀରକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ....

    14802
    Jul 07, 2025
  • ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ୩ ଭିଟାମିନ୍‍

    15394
    Jul 06, 2025
  • ସୌନ୍ଦର୍ଯ୍ୟ ତ୍ଵଚା ପାଇଁ ଗୁଆ ଘିଅ

    15511
    Jul 06, 2025
  • ମେଦବହୁଳତା ଉତ୍ପନ୍ନ କରେ ନାନାପ୍ରକାର ସ୍ବାସ୍ଥ୍ୟ ସମସ୍ୟା

    15357
    Jul 05, 2025

ବାଣିଜ୍ୟ

ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

ବ୍ରାଣ୍ଡ୍‌ ଆୟୋଡିନ ସମ୍ପର୍କରେ ସମଗ୍ର ପୁରୀ, ଭୁବନେଶ୍ୱର, କୋଣାର୍କ ଏବଂ କଟକରେ ସଚେତନତା ସୃଷ୍ଟି କରିବାକୁ ପଥପ୍ରାନ୍ତ ନାଟକର ସୁଯୋଗ ନେଉଛି 

ଭୁବନେଶ୍ୱର: ପୁରୀରେ ‘ଜୟ ଜଗନ୍ନାଥ& ...

  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16403
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14047
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15571
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15550
    Jun 20, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମରାଠି ଭାଷା ପ୍ରସଙ୍ଗକୁ ନେଇ ୨୦ ବର୍ଷ ପ‌ରେ ଦୁଇ ଭାଇ ଏକାଠି

    15793
    Jul 06, 2025
  • ୧୧ ଝିଅଙ୍କ ବିବାହ ପାଇଁ ଇଣ୍ଟରଭିୟୁ ଦେଲେ ୧୯୦୦ ଯୁବକ

    13539
    Jul 06, 2025
  • ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳା ଛାଡୁନାହାନ୍ତି ପୂର୍ବତନ ସିଜେଆଇ

    14922
    Jul 06, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In