Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ...

  • ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ‘ଟ୍ରମ୍ପ ...

  • ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଲା ...

  • ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ...

  • ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ...

  • ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ...

  • ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ...

  • ବିଜୁଳି ବିଲ୍ ଭରିବାକୁ ଭିକ ମାଗୁଛି ରୋବଟ

  • ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ...

  • ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବାପା, ମା, ସ୍ତ୍ରୀ ଓ ୩ ଶିଶୁଙ୍କୁ ବିଷ ଦେଇ ଝୁଲି ପଡ଼ିଲେ ପର୍ଣ୍ଣିଚର ବ୍ୟବସାୟୀ

ବାପା, ମା, ସ୍ତ୍ରୀ ଓ ୩ ଶିଶୁଙ୍କୁ ବିଷ ଦେଇ ଝୁଲି ପଡ଼ିଲେ ପର୍ଣ୍ଣିଚର ବ୍ୟବସାୟୀ

2023-10-28 19:28:46
15558
Share:
Facebook
Twitter
E-Mail
WhatsApp
Telegram
ବାପା, ମା, ସ୍ତ୍ରୀ ଓ ୩ ଶିଶୁଙ୍କୁ ବିଷ ଦେଇ ଝୁଲି ପଡ଼ିଲେ ପର୍ଣ୍ଣିଚର ବ୍ୟବସାୟୀ

ଗୁଜରାଟର ସୁରଟ ଅଞ୍ଚଳରୁ ଅତ୍ୟନ୍ତ ବିଚଳିତ କରିବା ଭଳି ଖବର ଆସିଛି । ଋଣ ଭାରରେ ପରିବାରର ତିନି ଶିଶୁ ସମେତ ସାତ ଜଣ ଆତ୍ମହତ୍ୟା କରିଛନ୍ତି । ଜଣେ ବ୍ୟକ୍ତି ପ୍ରଥମେ ନିଜ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ନିଜେ ମଧ୍ୟ ବେକରେ ଦୌଡ଼ି ବାନ୍ଧି ଝୁଲି ପଡ଼ିଛନ୍ତି। ଗୋଟିଏ ଘର ଭିତରୁ ୭ ଜଣଙ୍କ ମୃତଦେହ ମିଳିବା ପରେ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

ପୋଲିସ ସୂଚନା ଅନୁଯାୟୀ ୩୭ ବର୍ଷୀୟ ମନୀଷ ସୋଲାଙ୍କୀ ପ୍ରଥମେ ତାଙ୍କ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ସେ ନିଜେ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି। ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ କବାଟ ଭାଙ୍ଗି ମୃତଦେହ ଗୁଡ଼ିକ ଜବତ କରିଥିଲା।

ପୁଲିସର କହିବା କଥା ଯେ ମନୀଷଙ୍କର ବଡ଼ଧରଣର ଫର୍ଣ୍ଣିଚର ବ୍ୟବସାୟ ରହିଥିଲା। କିନ୍ତୁ ବ୍ୟବସାୟ ଠିକ ଭାବେ ହେଉ ନଥିବାରୁ ବେଶ କିଛି ମାସ ହେଲା ମନୀଷ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ତାଙ୍କ ପାଖରେ ୩୫ ଜଣ କାଠ ମିସ୍ତ୍ରୀ ଓ ଶ୍ରମିକମାନେ ମଧ୍ୟ କାମ କରୁଥିଲେ। କିଛି ବଡ଼ ଡିଲ ମନୀଷଙ୍କ ହାତରେ ଲାଗିଥିଲେ ମଧ୍ୟ ସେ ଆର୍ଥିକ ସଙ୍କଟ ଯୋଗୁ ସେଗୁଡ଼ିକ ପୂରଣ କରି ପାରୁ ନଥିବା ଜଣାପଡ଼ିଛି।


ସମ୍ଭବତଃ ଏହାକୁ ନେଇ ମାନସିକ ଚାପରେ ଥିବା ମନୀଷ ଓ ତାଙ୍କ ପରିବାରର ସଦସ୍ୟମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମନୀଷଙ୍କ ବ୍ୟତୀତ ତାଙ୍କ ବାପା କାନୁ ଭାଇ ସୋଲାଙ୍କି, ମା’ ଶୋଭା, ପତ୍ନୀ ରିତା ଓ ୩ ପିଲା ଦିଶା, କାବ୍ୟା ଓ କୁଶଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଦୁଇ ଝିଅଙ୍କ ବୟସ ଯଥାକ୍ରମେ ୧୦ ଓ ୧୩ ହୋଇଥିବା ବେଳେ ପୁଅର ବୟସ ମଧ୍ୟ ୬ ବର୍ଷ ଥିଲା ବୋଲି ପୁଲିସ୍‌ କହିଛି। 

Powered by Froala Editor

Tags suicide

Related articles Odisha News Lens 4.1

  • ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ପର୍ବତ ଢାଲରୁ ପ୍ରବାହିତ ହେଉଛି ବହୁ ପରିମାଣରେ ...
    ଦେଶ-ଦେଶାନ୍ତର

    ସିକ୍କିମର ରିମ୍ବି ଅଞ୍ଚଳରେ ଭୂସ୍ଖଳନ, ପର୍ବତ ଢାଲରୁ ପ୍ରବାହିତ ହେଉଛି ବହୁ ପରିମାଣରେ ...

    13638
    Sep 25, 2026
  •  ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ପଶ୍ଚିମବଙ୍ଗରେ ବ୍ୟୟ କରିଛି ବିଜେପି
    ଦେଶ-ଦେଶାନ୍ତର

    ବିଧାନସଭା ନିର୍ବାଚନ: ୨୮୬.୯୯ କୋଟି ଟଙ୍କା ପଶ୍ଚିମବଙ୍ଗରେ ବ୍ୟୟ କରିଛି ବିଜେପି

    14868
    Sep 25, 2026
  • ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି ?
    ଦେଶ-ଦେଶାନ୍ତର

    ୧୧ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି ?

    14507
    Sep 26, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ ...
    ବାଣିଜ୍ୟ

    ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ ...

    13722
    Sep 26, 2026
  • ବିଜୁଳି ବିଲ୍ ଭରିବାକୁ ଭିକ ମାଗୁଛି ରୋବଟ
    ଦେଶ-ଦେଶାନ୍ତର

    ବିଜୁଳି ବିଲ୍ ଭରିବାକୁ ଭିକ ମାଗୁଛି ରୋବଟ

    14316
    Sep 26, 2026
  • ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ଅନନ୍ୟ ମିଶ୍ରଣ, ୯ ବର୍ଷରେ ୪ ହଜାର ପାଣିନି ...
    ଦେଶ-ଦେଶାନ୍ତର

    ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ଅନନ୍ୟ ମିଶ୍ରଣ, ୯ ବର୍ଷରେ ୪ ହଜାର ପାଣିନି ...

    15138
    Sep 26, 2026
  • ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ‘ଟ୍ରମ୍ପ ଷ୍ଟ୍ରେଟ’ ନାମ ରଖିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ‘ଟ୍ରମ୍ପ ଷ୍ଟ୍ରେଟ’ ନାମ ରଖିଲେ ଟ୍ରମ୍ପ

    14901
    Sep 26, 2026
  • ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ମିଳିଲାନି ସହମତି
    ଦେଶ-ଦେଶାନ୍ତର

    ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ମିଳିଲାନି ସହମତି

    13730
    Sep 26, 2026
  • ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ଛାରଖାର
    ଦେଶ-ଦେଶାନ୍ତର

    ସିକ୍କିମରେ ଭୂସ୍ଖଳନ, ୩୦ରୁ ଅଧିକ ଘର ଛାରଖାର

    15633
    Sep 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    13722
    Sep 26, 2026
  • ଦେଶ-ଦେଶାନ୍ତର

    ବିଜୁଳି ବିଲ୍ ଭରିବାକୁ ଭିକ ମାଗୁଛି ରୋବଟ

    14316
    Sep 26, 2026
  • ଦେଶ-ଦେଶାନ୍ତର

    ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ଅନନ୍ୟ ମିଶ୍ରଣ, ୯ ବର୍ଷରେ ୪ ହଜାର ପାଣିନି ସୂତ୍ର ମୁଖସ୍ଥ

    15138
    Sep 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17128
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17816
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17786
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18198
    Sep 06, 2023

ବିଶେଷ

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15639
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15201
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14578
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14816
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16446
    Sep 09, 2026

ବାଣିଜ୍ୟ

ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

ନୂଆଦିଲ୍ଲୀ: ଆକ୍ସନ ଗ୍ରୁପ୍‌ର ଏକ ଅଂଶ ତଥା କାଷ୍ଠ ଭିତ୍ତିକ ପାନେଲ୍‌ ଉତ୍ପାଦଗୁଡିକର ଏକ ଅଗ୍ରଣୀ ଉତ୍ପାଦନକାରୀ ଆକ୍ସନ ଟେସା ୨୪ ସେପ୍ଟେମ୍ବର ୨୦୨୬ ଦିନ ଭାରତର ୫୦ରୁ ଅଧିକ ସ୍ଥାନରେ ଜାତୀୟ ବଢେଇ ଦିବସ ପ ...

  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15934
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14423
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15618
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15383
    Sep 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ଅନନ୍ୟ ମିଶ୍ରଣ, ୯ ବର୍ଷରେ ୪ ହଜାର ପାଣିନି ସୂତ୍ର ମୁଖସ୍ଥ

    15138
    Sep 26, 2026
  • ୫ ଦିନିଆ ବ୍ୟାଙ୍କ କାର୍ଯ୍ୟ ଦିବସକୁ ମିଳିଲାନି ସହମତି

    13730
    Sep 26, 2026
  • ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ମାମଲା: ଟଙ୍କା ନେଇ ଜାଲ ପ୍ରମାଣପତ୍ର ଦେଇ ଏମବିବିଏସ ନାମ ଲେଖାରେ ସହଯୋଗ କରୁଥିଲା ଏହି ଗାଙ୍ଗ୍

    13480
    Sep 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In