Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 31, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ...

  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ...

  • ଓଡ଼ିଶା ବିଜେପିର ଚାପରେ ଗେରୁଆ ହୋଇଗଲା ...

  • ୧୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ ସହ ...

  • ଆସାମରେ ବନ୍ୟାସ୍ଥିତି ଭୟଙ୍କର: ...

  • ବନ୍ଦେ ମାତରମ୍’ର ଅପମାନ କଲେ କଠୋର ...

  • ଆଇଆଇଟି ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ଛାତ୍ର

  • ମୀନାକ୍ଷୀ ମନ୍ଦିରର ୬୦ କୋଟିର ଜମି ହଡ଼ପ

  • ୭ ହଜାର କଲେଜ୍ ଛାତ୍ରଛାତ୍ରୀ HIV ପଜିଟିଭ୍

  • ସରକାରୀ ସ୍କୁଲରେ ପୁଅର ନାଁ ଲେଖାଇଲେ ...

ରାଜ୍ୟ
Home ›› ରାଜ୍ୟ ››ବାଲେଶ୍ବରରେ ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ

ବାଲେଶ୍ବରରେ ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ

2023-10-20 09:02:50
14390
Share:
Facebook
Twitter
E-Mail
WhatsApp
Telegram
ବାଲେଶ୍ବରରେ ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ

ବାଲେଶ୍ବର: ଜିଲ୍ଲା ଭିତରେ ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ । ବାଲେଶ୍ବରରୁ ଜଳେଶ୍ବର, ଭୋଗରାଇ, ବାଲିଆପାଳ, ନୀଳଗିରି, ସୋର, ଖଇରାକୁ ଚାଲିଛି ବସ୍‌ । ଭୁବନେଶ୍ବରକୁ ମଧ୍ୟ ଗୋଟିଏ ବସ୍‌ ଚଳାଚଳ କରିଛି । ରାଜ୍ୟ ସଂଘର ନିଷ୍ପତ୍ତିକୁ ବିରୋଧକରି ବାଲେଶ୍ବର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ଆଜି ସକାଳୁ ଜିଲ୍ଲାର ସମସ୍ତ ସ୍ଥାନକୁ ବସ୍‌ ଚଳାଇଛନ୍ତି । ଫଳରେ ଯାତ୍ରୀସେବା ସ୍ବାଭାବିକ ରହିଛି ।

ବାଲେଶ୍ବର ବସ୍‌ଷ୍ଟାଣ୍ଡରୁ ଭୂବନେଶ୍ବରକୁ ଗୋଟିଏ ବସ୍‌ ଯାତ୍ରୀ ମାନଙ୍କୁ ନେଇ ବାହାରିଥିବାବେଳେ, ବାଲିଆପାଳ, ଜଳେଶ୍ବର, ଭୋଗରାଇ, ଚନ୍ଦନେଶ୍ବର, ବସ୍ତା, ନୀଳଗିରି, ସୋର, ଖଇରା ପ୍ରଭୃତି ସ୍ଥାନକୁ ବସ୍‌ ଚଳାଚଳ କରିଛି । ବସ୍‌ ଧର୍ମଘଟ ନେଇ ରାଜ୍ୟ ସଂଘର ନିଷ୍ପତ୍ତି ପରେ ବାଲେଶ୍ବର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ଏହାକୁ ବିରୋଧ କରିଥିଲା । ପାର୍ବଣ ଋତୁ ଥିବାରୁ ଲକ୍ଷ୍ମୀପୂଜା ପରେ ମଧ୍ୟ ସରକାରଙ୍କ ସହିତ ସମସ୍ୟା ନେଇ ଆଲୋଚନା କରାଯାଇ ପାରିବ । ଯାତ୍ରୀ ମାନଙ୍କୁ ସମସ୍ୟାରେ ନପକାଇ ବସ୍‌ସେବା ସ୍ବାଭାବିକ ରଖିବାକୁ ସଂଘ ଗତକାଲି ଘୋଷଣା କରିଥିଲା । ଏହି ଘୋଷଣା ଅନୁସାରେ ଆଜି ସକାଳ ଠାରୁ ବସ୍‌ ଚଳାଚଳ ସ୍ବାଭାବିକ ରହିଛି ।

Powered by Froala Editor

Tags Bus

Related articles Odisha News Lens 4.1

  • ୧୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ ସହ ଆପତ୍ତିଜନକ ପୋଷ୍ଟ ହଟାଇବାକୁ ଆବେଦନ କଲେ ...
    ଦେଶ-ଦେଶାନ୍ତର

    ୧୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ ସହ ଆପତ୍ତିଜନକ ପୋଷ୍ଟ ହଟାଇବାକୁ ଆବେଦନ କଲେ ...

    13993
    Jul 30, 2026
  • ଆଇଆଇଟି ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ଛାତ୍ର
    ଦେଶ-ଦେଶାନ୍ତର

    ଆଇଆଇଟି ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ଛାତ୍ର

    13952
    Jul 30, 2026
  • ଆସାମରେ ବନ୍ୟାସ୍ଥିତି ଭୟଙ୍କର: ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି
    ଦେଶ-ଦେଶାନ୍ତର

    ଆସାମରେ ବନ୍ୟାସ୍ଥିତି ଭୟଙ୍କର: ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି

    15250
    Jul 30, 2026
  • ବନ୍ଦେ ମାତରମ୍’ର ଅପମାନ କଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା
    ଦେଶ-ଦେଶାନ୍ତର

    ବନ୍ଦେ ମାତରମ୍’ର ଅପମାନ କଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା

    14902
    Jul 30, 2026
  • ୭ ହଜାର କଲେଜ୍ ଛାତ୍ରଛାତ୍ରୀ HIV ପଜିଟିଭ୍
    ଦେଶ-ଦେଶାନ୍ତର

    ୭ ହଜାର କଲେଜ୍ ଛାତ୍ରଛାତ୍ରୀ HIV ପଜିଟିଭ୍

    14481
    Jul 30, 2026
  • ଓଡ଼ିଶା ବିଜେପିର ଚାପରେ ଗେରୁଆ ହୋଇଗଲା ଭାରତୀୟ ହକିର ଜର୍ସି। ନବୀନ କଲେ କଡ଼ା ...
    ରାଜନୀତି

    ଓଡ଼ିଶା ବିଜେପିର ଚାପରେ ଗେରୁଆ ହୋଇଗଲା ଭାରତୀୟ ହକିର ଜର୍ସି। ନବୀନ କଲେ କଡ଼ା ...

    15217
    Jul 31, 2026
  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା
    ଦେଶ-ଦେଶାନ୍ତର

    ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା

    13975
    Jul 31, 2026
  • ସରକାରୀ ସ୍କୁଲରେ ପୁଅର ନାଁ ଲେଖାଇଲେ ଜିଲ୍ଲାପାଳ
    ଦେଶ-ଦେଶାନ୍ତର

    ସରକାରୀ ସ୍କୁଲରେ ପୁଅର ନାଁ ଲେଖାଇଲେ ଜିଲ୍ଲାପାଳ

    14554
    Jul 30, 2026
  • ମୀନାକ୍ଷୀ ମନ୍ଦିରର ୬୦ କୋଟିର ଜମି ହଡ଼ପ
    ଦେଶ-ଦେଶାନ୍ତର

    ମୀନାକ୍ଷୀ ମନ୍ଦିରର ୬୦ କୋଟିର ଜମି ହଡ଼ପ

    15237
    Jul 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ଓଡ଼ିଶା ବିଜେପିର ଚାପରେ ଗେରୁଆ ହୋଇଗଲା ଭାରତୀୟ ହକିର ଜର୍ସି। ନବୀନ କଲେ କଡ଼ା ସମାଲୋଚନା।

    15217
    Jul 31, 2026
  • ଦେଶ-ଦେଶାନ୍ତର

    ଆଇଆଇଟି ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ଛାତ୍ର

    13952
    Jul 30, 2026
  • ଦେଶ-ଦେଶାନ୍ତର

    ବନ୍ଦେ ମାତରମ୍’ର ଅପମାନ କଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା

    14902
    Jul 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17007
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17612
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17665
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18063
    Sep 06, 2023

ବିଶେଷ

  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14311
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15935
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15823
    Jul 25, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    15477
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    16134
    Jul 21, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

ଭୁବନେଶ୍ୱର, ୨୮/୦୭/୨୦୨୬ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ଏହାର ସହାୟତା ପଦକ୍ଷେପକୁ ବ୍ୟାପକ କରିଛି, ଯାହା ସମାବେଶୀ ...

  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15025
    Jul 28, 2026
  • ଫିକା ପଡିବ ସୁନାର ଚମକ

    14128
    Jul 27, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

    15760
    Jul 23, 2026
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15939
    Jul 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା

    13975
    Jul 31, 2026
  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ

    15367
    Jul 31, 2026
  • ଆସାମରେ ବନ୍ୟାସ୍ଥିତି ଭୟଙ୍କର: ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି

    15250
    Jul 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In