Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 28, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ›› ୨୩ ଲକ୍ଷ ଆକାଉଣ୍ଟ୍‌ ନିଷିଦ୍ଧ କଲା ଏକ୍ସ

୨୩ ଲକ୍ଷ ଆକାଉଣ୍ଟ୍‌ ନିଷିଦ୍ଧ କଲା ଏକ୍ସ

2023-08-14 11:25:47
14460
Share:
Facebook
Twitter
E-Mail
WhatsApp
Telegram
 ୨୩ ଲକ୍ଷ ଆକାଉଣ୍ଟ୍‌ ନିଷିଦ୍ଧ କଲା ଏକ୍ସ

ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ସୋସିଆଲ ମିଡିଆ ସଂସ୍ଥା ‘ଏକ୍ସ’ (ପୂର୍ବ ନାମ ଟ୍ବିଟର) ଜୁଲାଇରେ ୨୩ ଲକ୍ଷ ଆକାଉଣ୍ଟ୍‌ ନିଷିଦ୍ଧ କରିଛି। ନଗ୍ନତା ଓ ଶିଶୁ ସମ୍ପର୍କିତ ‌ଯୌନ ବିଷୟବସ୍ତୁ ପୋଷ୍ଟ୍‌ କରିଥିବା ଆକାଉଣ୍ଟ୍‌ଗୁଡ଼ିକୁ ବନ୍ଦ କରାଯାଇଛି। ଦେଶରେ ଆତଙ୍କବାଦର ପ୍ରସାର କରୁଥିବା ଅଭିଯୋଗରେ ୧୭୭୨ ଆକାଉଣ୍ଟ୍‌କୁ ଏକ୍ସରୁ ହଟାଇ ଦିଆଯାଇଛି। ଆଇଟି ନିୟମ ୨୦୨୧କୁ ପାଳନ କରି କଂପାନି ପ୍ରତି ମାସରେ ଆକାଉଣ୍ଟ୍‌ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଜାରି କରୁଛି।

ଜୁଲାଇରେ କଂପାନି ବ୍ୟବହାରକାରୀଙ୍କଠାରୁ ୩୩୪୦ ଅଭିଯୋଗ ହାସଲ କରିଥିଲା। କଂପାନି ପକ୍ଷରୁ ୪୯ ଅଭିଯୋଗର ସମୀକ୍ଷା କରାଯାଇଥିଲା। ସେଥିରୁ ଗୋଟିଏ ଆକାଉଣ୍ଟ୍‌ ଉପରୁ ନିଷେଧାଦେଶ ପ୍ରତ୍ୟାହାର କରାଯାଇଥିଲା। କଂପାନି ପାଖରେ ବ୍ୟବହାରକାରୀମାନଙ୍କ ଯେଉଁ ଅଭିଯୋଗ ପହଞ୍ଚିଥିଲା ସେଥିରୁ ୧୭୮୩ଟି ନିର୍ଯ୍ୟାତନା ସମ୍ପର୍କିତ ହୋଇଥିବା ବେଳେ ୫୪ଟି ଘୃଣା, ୪୮ଟି ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନ ଏବଂ ୪୬ ଶିଶୁ ଯୌନ ଉତ୍ପୀଡ଼ନ ସମ୍ପର୍କିତ ଥିଲା। 

Powered by Froala Editor

Tags X

Related articles Odisha News Lens 4.1

  •  ବର୍ଷା: ଆଶ୍ୱସ୍ତି ପାଇଲେ ଦିଲ୍ଲୀବାସୀ
    ଦେଶ-ଦେଶାନ୍ତର

    ବର୍ଷା: ଆଶ୍ୱସ୍ତି ପାଇଲେ ଦିଲ୍ଲୀବାସୀ

    15187
    Jun 28, 2025
  • ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ
    ବିଶେଷ

    ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ

    15231
    Jun 28, 2025
  • ବିସ୍ଫୋରଣରେ ୧୩ ପାକ୍‌ ଯବାନଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ବିସ୍ଫୋରଣରେ ୧୩ ପାକ୍‌ ଯବାନଙ୍କ ମୃତ୍ୟୁ

    14878
    Jun 28, 2025
  • ଆଇନ ଛାତ୍ରୀଙ୍କୁ କଲେଜ ପରିସରରେ ଦୁଷ୍କର୍ମ, ୩ ଗିରଫ
    ଦେଶ-ଦେଶାନ୍ତର

    ଆଇନ ଛାତ୍ରୀଙ୍କୁ କଲେଜ ପରିସରରେ ଦୁଷ୍କର୍ମ, ୩ ଗିରଫ

    14225
    Jun 27, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ...
    ବାଣିଜ୍ୟ

    ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ...

    13545
    Jun 28, 2025
  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା
    ବିଶେଷ

    ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15493
    Jun 28, 2025
  • ଆମେରିକାକୁ ଚେତାବନୀ ଦେଲେ ଖାମେନି, କହିଲେ ଏହା
    ଦେଶ-ଦେଶାନ୍ତର

    ଆମେରିକାକୁ ଚେତାବନୀ ଦେଲେ ଖାମେନି, କହିଲେ ଏହା

    13576
    Jun 27, 2025
  • ନାବାଳିକା ୟୁଟ୍ୟୁବରଙ୍କୁ ନିଶା ଦେଇ ଦୁଷ୍କର୍ମ
    ଦେଶ-ଦେଶାନ୍ତର

    ନାବାଳିକା ୟୁଟ୍ୟୁବରଙ୍କୁ ନିଶା ଦେଇ ଦୁଷ୍କର୍ମ

    15149
    Jun 28, 2025
  • ବଡ଼ ଆଶ୍ୱସ୍ତି : ଆଶାରାମଙ୍କ ଅସ୍ଥାୟୀ ଜାମିନ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି
    ଦେଶ-ଦେଶାନ୍ତର

    ବଡ଼ ଆଶ୍ୱସ୍ତି : ଆଶାରାମଙ୍କ ଅସ୍ଥାୟୀ ଜାମିନ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି

    14598
    Jun 27, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିସ୍ଫୋରଣରେ ୧୩ ପାକ୍‌ ଯବାନଙ୍କ ମୃତ୍ୟୁ

    14878
    Jun 28, 2025
  • ବାଣିଜ୍ୟ

    ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    13545
    Jun 28, 2025
  • ଦେଶ-ଦେଶାନ୍ତର

    ବର୍ଷା: ଆଶ୍ୱସ୍ତି ପାଇଲେ ଦିଲ୍ଲୀବାସୀ

    15187
    Jun 28, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16594
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16713
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17026
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15513
    Apr 03, 2021

ବିଶେଷ

  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15493
    Jun 28, 2025
  • ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ

    15231
    Jun 28, 2025
  • ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ

    14233
    Jun 26, 2025
  • ୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?

    15967
    Jun 26, 2025
  • ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14935
    Jun 25, 2025

ବାଣିଜ୍ୟ

ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

ହଜାର ହଜାର ସଂଖ୍ୟାରେ ସନ୍‌ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଚଳିତ ବର୍ଷ ଐଶ୍ୱରୀୟ ଯାତ୍ରାରେ ଭକ୍ତମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି

ପୁରୀ: ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟ ...

  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15553
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15536
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15004
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14825
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବର୍ଷା: ଆଶ୍ୱସ୍ତି ପାଇଲେ ଦିଲ୍ଲୀବାସୀ

    15187
    Jun 28, 2025
  • ଆମେରିକାକୁ ଚେତାବନୀ ଦେଲେ ଖାମେନି, କହିଲେ ଏହା

    13576
    Jun 27, 2025
  • ବଡ଼ ଆଶ୍ୱସ୍ତି : ଆଶାରାମଙ୍କ ଅସ୍ଥାୟୀ ଜାମିନ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି

    14598
    Jun 27, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In