Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 23, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଚୁମ୍ବନ ବିବାଦ : ତିରୁମାଲା ମନ୍ଦିରରେ କ୍ରିତିଙ୍କୁ ଚୁମ୍ବନ ଦେଲେ ନିର୍ଦ୍ଦେଶକ

ଚୁମ୍ବନ ବିବାଦ : ତିରୁମାଲା ମନ୍ଦିରରେ କ୍ରିତିଙ୍କୁ ଚୁମ୍ବନ ଦେଲେ ନିର୍ଦ୍ଦେଶକ

2023-06-07 18:12:57
16303
Share:
Facebook
Twitter
E-Mail
WhatsApp
Telegram
ଚୁମ୍ବନ ବିବାଦ : ତିରୁମାଲା ମନ୍ଦିରରେ କ୍ରିତିଙ୍କୁ ଚୁମ୍ବନ ଦେଲେ ନିର୍ଦ୍ଦେଶକ

ଆଦିପୁରୁଷ ଫିଲ୍ମର କଳାକାରଙ୍କ ଲୁକକୁ ନେଇ ବିବାଦ ହୋଇଥିବା ବେଳେ ଏବେ ନିର୍ଦ୍ଦେଶକ ଓମ୍ ରାଉତଙ୍କ ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି। ମନ୍ଦିରରେ ଅଭିନେତ୍ରୀଙ୍କ କ୍ରିତି ସାନୋନଙ୍କୁ ଚୁମ୍ବନ ଦେଇ ଓମ୍ ବିବାଦୀୟ ‌ହୋଇପଡ଼ିଛନ୍ତି। ତିରୁମାଳା ମନ୍ଦିର ପ୍ରାଙ୍ଗଣରେ ନିର୍ଦ୍ଦେଶକ ଓମ୍ ରାୱତ କ୍ରିତିଙ୍କୁ ଆଲିଙ୍ଗନ କରିଛନ୍ତି ଓ କିସ୍ କରିଛନ୍ତି । ତେବେ ମନ୍ଦିର ମଧ୍ୟରେ ଏପରି ଆକ୍ସ୍ସନକୁ ନେଇ ପ୍ରଶ୍ନ ଉଠିଛି ।

ଆନ୍ଧ୍ର ପ୍ରଦେଶର ବିଜେପି ରାଜ୍ୟ ସଚିବ ରମେଶ ନାଇଡୁ ଏହାର ନିନ୍ଦା କରିଛନ୍ତି । ସେ କହିଛନ୍ତି ମନ୍ଦିର ଭଳି ପବିତ୍ର ସ୍ଥାନରେ ଏପରି ଆଚରଣ କରିବା କେତେ ଶୋଭନୀୟ । ତିରୁମାଳାରେ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ସାମ୍ନାରେ କିସ୍ କରିବା ଓ ଆଲିଙ୍ଗନ କରିବା ନିହାତି ଅପମାନଜନକ । ଏହାକୁ କେବେ ବି ବରଦାସ୍ତ କରାଯିବ ନାହିଁ ।

ସୂଚନା ମୁତାବକ, ତିରୁପତିରେ ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଇଭେଣ୍ଟ ପୂର୍ବରୁ ଫିଲ୍ମର ପୂରା ଟିମ୍ ତିରୁମାଲାସ୍ଥିତ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୟରେ ମନ୍ଦିର ପରିସରରେ ଓମ୍ ରାଉତ୍ କ୍ରିତିଙ୍କ ଗାଲକୁ ଚୁମ୍ବନ ଦେଇ ତାଙ୍କୁ ଆଲିଙ୍ଗନ କରିଥିଲେ। ସେ ଏଭଳି କରୁଥିବାର ଭିଡିଓ ଭାଇରାଲ ହେବା ପରେଲେ‌ାକେ ଏହାକୁ ପସନ୍ଦ କରୁନଥିବା ଦେଖାଯାଇଛି। 

Powered by Froala Editor

Tags adipurush

Related articles Odisha News Lens 4.1

  • କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ
    ଦେଶ-ଦେଶାନ୍ତର

    କାଲିଫର୍ନିଆରେ ବିମାନ ଦୁର୍ଘଟଣା, ଜଳିଗଲେ ସମସ୍ତ ଯାତ୍ରୀ

    15551
    May 22, 2025
  • କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା : ଶାଢ଼ି ଓ ସିନ୍ଦୂରରେ ମନ କିଣିନେଲେ
    ମନୋରଞ୍ଜନ

    କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା : ଶାଢ଼ି ଓ ସିନ୍ଦୂରରେ ମନ କିଣିନେଲେ

    14822
    May 22, 2025
  • ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇଲେ ଟ୍ରମ୍ପ

    14738
    May 23, 2025
  • ଉତ୍ତରପ୍ରଦେଶରେ ଝଡ଼ବର୍ଷା ତାଣ୍ଡବ, ୫୧ ମୃତ
    ଦେଶ-ଦେଶାନ୍ତର

    ଉତ୍ତରପ୍ରଦେଶରେ ଝଡ଼ବର୍ଷା ତାଣ୍ଡବ, ୫୧ ମୃତ

    13447
    May 23, 2025
  • ଜୁଆଣି ପାଣି ପିଇଲେ କ
    ବିଶେଷ

    ଜୁଆଣି ପାଣି ପିଇଲେ କ"ଣ ଲାଭ ମିଳିଥାଏ ଜାଣନ୍ତୁ......

    15018
    May 23, 2025
  • ଭାରତକୁ ଏମିତି ଧମକ ଦେଲା ପାକିସ୍ତାନ
    ଦେଶ-ଦେଶାନ୍ତର

    ଭାରତକୁ ଏମିତି ଧମକ ଦେଲା ପାକିସ୍ତାନ

    15192
    May 23, 2025
  • ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା
    ବିଶେଷ

    ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା

    13742
    May 23, 2025
  • ୬୦ ମିନିଟରେ ଜିନିଷ ପହଞ୍ଚାଇବ ଆମାଜନ
    ଦେଶ-ଦେଶାନ୍ତର

    ୬୦ ମିନିଟରେ ଜିନିଷ ପହଞ୍ଚାଇବ ଆମାଜନ

    15696
    May 22, 2025
  • ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ
    ମନୋରଞ୍ଜନ

    ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ

    14696
    May 22, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇଲେ ଟ୍ରମ୍ପ

    14738
    May 23, 2025
  • ମନୋରଞ୍ଜନ

    ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ

    14696
    May 22, 2025
  • ଦେଶ-ଦେଶାନ୍ତର

    ଭାରତକୁ ଏମିତି ଧମକ ଦେଲା ପାକିସ୍ତାନ

    15192
    May 23, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16614
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16906
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15449
    Apr 03, 2021

ବିଶେଷ

  • ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା

    13742
    May 23, 2025
  • ଜୁଆଣି ପାଣି ପିଇଲେ କ"ଣ ଲାଭ ମିଳିଥାଏ ଜାଣନ୍ତୁ......

    15018
    May 23, 2025
  • ପତଳା ହେବାର ଉପାୟ ଜାଣନ୍ତୁ....

    14918
    May 22, 2025
  • ଏହି ଦିଗକୁ ମୁଣ୍ଡ କରି ଶୋଇଲେ ହୋଇଥାଏ ଆରାମଦାୟକ ନିଦ

    14350
    May 22, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    15037
    May 21, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16275
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13991
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14785
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15309
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଉତ୍ତରପ୍ରଦେଶରେ ଝଡ଼ବର୍ଷା ତାଣ୍ଡବ, ୫୧ ମୃତ

    13447
    May 23, 2025
  • ୧୨ ବର୍ଷ ସାନ ଅଭିନେତ୍ରୀଙ୍କ ହାତ ଧରିବେ ବିଶାଲ

    14696
    May 22, 2025
  • ଜୁଆଣି ପାଣି ପିଇଲେ କ"ଣ ଲାଭ ମିଳିଥାଏ ଜାଣନ୍ତୁ......

    15018
    May 23, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In