Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 17, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଆମ ଆଦମି ପାର୍ଟିର ୧୩ କାଉନସିଲରଙ୍କ ...

ଅପରାଧ
Home ›› ଅପରାଧ ››ଟ୍ରେଡିଂ ଆପ୍ ରେ ୧୫ ଲକ୍ଷ ଟଙ୍କା ଗାଏବ

ଟ୍ରେଡିଂ ଆପ୍ ରେ ୧୫ ଲକ୍ଷ ଟଙ୍କା ଗାଏବ

2023-04-15 18:16:48
16891
Share:
Facebook
Twitter
E-Mail
WhatsApp
Telegram
ଟ୍ରେଡିଂ ଆପ୍ ରେ ୧୫ ଲକ୍ଷ ଟଙ୍କା ଗାଏବ

ଟ୍ରେଡିଂ ଆପ୍‌ରେ କୋଟି କୋଟି ଟଙ୍କା ଲାଭ ପାଇବେ ବୋଲି ପ୍ରଥମେ ଲୋଭ ଦେଖାଇଲେ । ଜଣେ ଝିଅର କଥାରେ ଫସିଗଲେ ଇଞ୍ଜିନିୟରିଂ ଛାତ୍ର । ତେବେ ଲାଭ ଦେବ କ’ଣ ଠକି ନେଲେ ୧୫ ଲକ୍ଷ ଟଙ୍କା । ୪ ଘଣ୍ଟାରେ ୬ ଗୁଣ ଲୋଭରେ ୧୫ ଲକ୍ଷ ଟଙ୍କା ଗାଏବ ହୋଇଗଲା । ଏପରି ଠକେଇର ଶିକାର ହେବା ପରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଇଞ୍ଜିନିୟରିଂ ଛାତ୍ର । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଆରମ୍ଭ ହୋଇଛି ତଦନ୍ତ ।

ଫେସବୁକ ଓ ଟ୍ରେଲିଗ୍ରାମର ଜରିଆରେ ଲିଙ୍କ ପଠାଉଥିଲେ ଠକ । ଲିଙ୍କରେ କ୍ଳିକ କରି ଟଙ୍କା ଇନଭେଷ୍ଟ କରିବାରୁ କହୁଥିଲେ । ବିଶ୍ବାସ ଜନ୍ମେଇବା ପାଇଁ ଠକ ପ୍ରଥମେ ଦୁଇଗଣା ଟଙ୍କା ଦେଇଥିଲା । ପରେ ଅଧିକ ଟଙ୍କା ଲଗାଇବାକୁ ଲୋଭ ଦେଖାଇଥିଲା । ଜାଲରେ ଫଶିଗଲା ପରେ ଠକ ଲୁଟି ନେଇଥିଲା ୧୫ ଲକ୍ଷ ଟଙ୍କା । 

Powered by Froala Editor

Tags trading

Related articles Odisha News Lens 4.1

  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା
    ବିଶେଷ

    ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13746
    May 16, 2025
  • ତୁର୍କୀକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଆମେରିକା
    ଦେଶ-ଦେଶାନ୍ତର

    ତୁର୍କୀକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଆମେରିକା

    14609
    May 16, 2025
  • କାଶ୍ମୀର ପ୍ରସଙ୍ଗରେ ଏହା କହିଲେ ଅସଉଦ୍ଦିନ ଓଓ୍ବେସୀ
    ଦେଶ-ଦେଶାନ୍ତର

    କାଶ୍ମୀର ପ୍ରସଙ୍ଗରେ ଏହା କହିଲେ ଅସଉଦ୍ଦିନ ଓଓ୍ବେସୀ

    15113
    May 17, 2025
  • ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ...
    ଦେଶ-ଦେଶାନ୍ତର

    ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ...

    15376
    May 16, 2025
  • ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ: ରାଜନାଥ ସିଂହ
    ଦେଶ-ଦେଶାନ୍ତର

    ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ: ରାଜନାଥ ସିଂହ

    13699
    May 16, 2025
  • ଗୁପ୍ତଚର କାର୍ଯ୍ୟ କରୁଥିଲେ ମହିଳା ୟୁଟ୍ୟୁବର,  ହେଲେ ଗିରଫ
    ଦେଶ-ଦେଶାନ୍ତର

    ଗୁପ୍ତଚର କାର୍ଯ୍ୟ କରୁଥିଲେ ମହିଳା ୟୁଟ୍ୟୁବର, ହେଲେ ଗିରଫ

    14686
    May 17, 2025
  • ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି
    ଦେଶ-ଦେଶାନ୍ତର

    ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି

    14306
    May 16, 2025
  • ୪୮ ଘଣ୍ଟାରେ ୬ ଆତଙ୍କବାଦୀ ନିପାତ
    ଦେଶ-ଦେଶାନ୍ତର

    ୪୮ ଘଣ୍ଟାରେ ୬ ଆତଙ୍କବାଦୀ ନିପାତ

    14085
    May 16, 2025
  • ଆମ ଆଦମି ପାର୍ଟିର ୧୩ କାଉନସିଲରଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ଆମ ଆଦମି ପାର୍ଟିର ୧୩ କାଉନସିଲରଙ୍କ ଇସ୍ତଫା

    14962
    May 17, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କାଶ୍ମୀର ପ୍ରସଙ୍ଗରେ ଏହା କହିଲେ ଅସଉଦ୍ଦିନ ଓଓ୍ବେସୀ

    15113
    May 17, 2025
  • ଦେଶ-ଦେଶାନ୍ତର

    ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ: ରାଜନାଥ ସିଂହ

    13699
    May 16, 2025
  • ଦେଶ-ଦେଶାନ୍ତର

    ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ହୋଇଛି ଉଲ୍ଲେଖ

    15376
    May 16, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16604
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16893
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15441
    Apr 03, 2021

ବିଶେଷ

  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13746
    May 16, 2025
  • ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ

    14956
    May 16, 2025
  • ଖରାଦିନେ ସତେଜ ରଖିବ ଏସବୁ ଡ୍ରିଙ୍କ୍ସ

    15511
    May 15, 2025
  • ଶରୀରରୁ ଝାଳ ବୋହିବା ପଛରେ ଥାଏ ଅନେକ କାରଣ ଜାଣନ୍ତୁ......

    15336
    May 15, 2025
  • ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହା.....

    15445
    May 14, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16268
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13981
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14775
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15301
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୪୮ ଘଣ୍ଟାରେ ୬ ଆତଙ୍କବାଦୀ ନିପାତ

    14085
    May 16, 2025
  • ଆମ ଆଦମି ପାର୍ଟିର ୧୩ କାଉନସିଲରଙ୍କ ଇସ୍ତଫା

    14962
    May 17, 2025
  • ତୁର୍କୀକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଆମେରିକା

    14609
    May 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In