ବିଜେଡିରୁ ବହିଷ୍କୃତ ହେଲେ ଏହି ନେତା
ଭୁବନେଶ୍ୱର: ବିଜୁ ଜନତା ଦଳରୁ ବହିଷ୍କୃତ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଶାନ୍ତୁନୁ କୁମାର ସେଠୀ । ଦଳ ବିରୋଧି କାର୍ୟ୍ୟ ପାଇଁ ବହିଷ୍କୃତ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦଳର ସାଧରଣ ସଂପାଦକ ମାନସ ରଞ୍ଜନ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି ।
Powered by Froala Editor