Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 04, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଛାଡ଼ପତ୍ର ଚର୍ଚ୍ଚାରେ ଏହି ଦୁଇ ଯୋଡି, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମର୍ମନ୍ତୁଦ ସିରିଜ ଦୁର୍ଘଟଣା‌ : ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

ମର୍ମନ୍ତୁଦ ସିରିଜ ଦୁର୍ଘଟଣା‌ : ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

2023-01-03 17:34:56
15952
Share:
Facebook
Twitter
E-Mail
WhatsApp
Telegram
ମର୍ମନ୍ତୁଦ ସିରିଜ ଦୁର୍ଘଟଣା‌ : ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

ତାମିଲ୍‌ନାଡୁର ଭିପୁର ଅଞ୍ଚଳରେ ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା‌ ଘଟିଯାଇଛି। ଏହି ସଡ଼କ ଦୁର୍ଘଟଣା‌ରେ ୨ ଜଣ ଶିଶୁ ଓ ଜଣେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏକ କାର୍‌ରେ ଅନେକ ଗାଡ଼ି ପିଟି ହେବା ପରେ ଏହି ଦୁର୍ଘଟଣା ଘଟିଥିଲା। ୫ଟି ଗାଡ଼ି ଏହି ଦୁର୍ଘଟଣାର ସାମ୍ନା କରିଥିବା ସୂତ୍ରରୁ ଜାଣିବାକୁ ମିଳିଛି। ଗାଡ଼ିଗୁଡ଼ିକ ମଧ୍ୟରେ ୨ଟି ଟ୍ରକ୍‌ ଓ ୨ଟି ବେସରକାରୀ ବସ୍‌ ରହିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଆଜି ସକାଳୁ ଚିତ୍ରା-ଚେନ୍ନାଇ ଜାତୀୟ ରାଜପଥରେ ଦୁଇଟି ଟ୍ରକ୍‌, ଦୁଇଟି ବସ୍ ଓ କାର୍ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଆସି ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତାହାତମା‌ନଙ୍କୁ ଗାଡ଼ି ଭିତରୁ ବାହାରକୁ ବାହର କରିଥିଲେ। ୫ ଜଣଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି। ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜୁଛି।

Powered by Froala Editor

Tags accident

Related articles Odisha News Lens 4.1

  •  କୋରାପୁଟ କଫି ସଂସଦ କମ୍ପ୍ଲେକ୍ସ କ୍ୟାଣ୍ଟିନରେ ସାମିଲ ହେବାକୁ ବାଚସ୍ପତିଙ୍କୁ ସୁଜିତ ...
    ଦେଶ-ଦେଶାନ୍ତର

    କୋରାପୁଟ କଫି ସଂସଦ କମ୍ପ୍ଲେକ୍ସ କ୍ୟାଣ୍ଟିନରେ ସାମିଲ ହେବାକୁ ବାଚସ୍ପତିଙ୍କୁ ସୁଜିତ ...

    13816
    Jul 03, 2025
  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା
    ବିଶେଷ

    ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା

    14035
    Jul 02, 2025
  • ନିରୋଗ ରହିବାର ଉପାୟ ଜାଣନ୍ତୁ.....
    ବିଶେଷ

    ନିରୋଗ ରହିବାର ଉପାୟ ଜାଣନ୍ତୁ.....

    14287
    Jul 02, 2025
  • ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୁଅନ୍ତି କୋଟିପତି
    ବିଶେଷ

    ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୁଅନ୍ତି କୋଟିପତି

    15659
    Jul 03, 2025
  • ଛାଡ଼ପତ୍ର ଚର୍ଚ୍ଚାରେ ଏହି ଦୁଇ ଯୋଡି, ଜାଣନ୍ତୁ କିଏ ?
    ଦେଶ-ଦେଶାନ୍ତର

    ଛାଡ଼ପତ୍ର ଚର୍ଚ୍ଚାରେ ଏହି ଦୁଇ ଯୋଡି, ଜାଣନ୍ତୁ କିଏ ?

    14057
    Jul 04, 2025
  • ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ
    ବିଶେଷ

    ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ

    14103
    Jul 03, 2025
  • ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
    ଦେଶ-ଦେଶାନ୍ତର

    ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ

    14278
    Jul 03, 2025
  • ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି
    ଦେଶ-ଦେଶାନ୍ତର

    ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି

    14454
    Jul 04, 2025
  • ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଏହି ଉପହାର ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଏହି ଉପହାର ଦେଲେ ମୋଦୀ

    13874
    Jul 04, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ

    14103
    Jul 03, 2025
  • ଦେଶ-ଦେଶାନ୍ତର

    ଛାଡ଼ପତ୍ର ଚର୍ଚ୍ଚାରେ ଏହି ଦୁଇ ଯୋଡି, ଜାଣନ୍ତୁ କିଏ ?

    14057
    Jul 04, 2025
  • ବିଶେଷ

    ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୁଅନ୍ତି କୋଟିପତି

    15659
    Jul 03, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16604
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16719
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17035
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15523
    Apr 03, 2021

ବିଶେଷ

  • ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ

    14103
    Jul 03, 2025
  • ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୁଅନ୍ତି କୋଟିପତି

    15659
    Jul 03, 2025
  • ନିରୋଗ ରହିବାର ଉପାୟ ଜାଣନ୍ତୁ.....

    14287
    Jul 02, 2025
  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା

    14035
    Jul 02, 2025
  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    15581
    Jun 30, 2025

ବାଣିଜ୍ୟ

ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

ପୁରୀ, ୧ ଜୁଲାଇ ୨୦୨୫: ବହୁ ବର୍ଷ ଧରି ଭାରତର ୧ ନମ୍ବର ପ୍ୟାକେଜଡ୍ ଅଟ୍ଟା ବ୍ରାଣ୍ଡ୍ ଆଶୀର୍ବାଦ ରଥ ଯାତ୍ରା ଉତ୍ସବର ଏକ ଆକାଂକ୍ଷିତ ଅଂଶ ହୋଇ ରହିଆସିଛି । ଚଳିତ ବର୍ଷ ମଧ୍ୟ ଆଶୀର୍ବାଦ ସର୍ବାଧୁନିକ ଯୁଗର ପ୍ରଯୁକ୍ତିବିଦ୍ୟା ସହିତ ବହୁ ପୁରାତନ ପରମ୍ପରାକୁ ସଂଯୋଗ କରୁଥିବା ଆଧ୍ୟାତ୍ମିକ ଦୃଷ୍ଟିରୁ ଅନ୍ତର୍ବିଶିଷ୍ଟକାରୀ ...

  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14040
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15566
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15545
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15014
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କୋରାପୁଟ କଫି ସଂସଦ କମ୍ପ୍ଲେକ୍ସ କ୍ୟାଣ୍ଟିନରେ ସାମିଲ ହେବାକୁ ବାଚସ୍ପତିଙ୍କୁ ସୁଜିତ କୁମାରଙ୍କ ଅନୁରୋଧ

    13816
    Jul 03, 2025
  • ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ

    14103
    Jul 03, 2025
  • ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୁଅନ୍ତି କୋଟିପତି

    15659
    Jul 03, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In