Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 23, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଗ୍ରହାଣୁର କକ୍ଷପଥ ବଦଳାଇବାରେ ନାସା ସଫଳ

ଗ୍ରହାଣୁର କକ୍ଷପଥ ବଦଳାଇବାରେ ନାସା ସଫଳ

2022-10-13 09:29:50
15126
Share:
Facebook
Twitter
E-Mail
WhatsApp
Telegram
ଗ୍ରହାଣୁର କକ୍ଷପଥ ବଦଳାଇବାରେ ନାସା ସଫଳ

ୱାସିଂଟନ୍: ଗତମାସରେ ଜାଣିଶୁଣି ଗୋଟିଏ ଗ୍ରହାଣୁରେ ଧକ୍କା ଖାଇଥିବା ‘ନାସା’ର ମହାକାଶଯାନ ଉକ୍ତ ଗ୍ରହାଣୁର ପ୍ରାକୃତିକ କକ୍ଷପଥରୁ ଠେଲି ବାହାର କରିବାରେ ସଫଳ ହୋଇଥିବା କଥା  ‘ନାସା’ ମୁଖ୍ୟ ଘୋଷଣା କରିଛନ୍ତି। କୌଣସି ମହାଜାଗତିକ ବସ୍ତୁର ଗତି ଓଲଟାଇବାରେ ଏହା ପ୍ରଥମ ମାନବୀୟ ସଫଳତା ବୋଲି ମଧ୍ୟ ସେ କହିଛନ୍ତି।  ‘ନାସା’ର ମୁଖ୍ୟ ବିଲ୍‌ ନେଲ୍‌ସନ୍‌ କହିଛନ୍ତି, ଏହା ଆମ ଗ୍ରହର ପ୍ରତିରକ୍ଷା କ୍ଷେତ୍ରରେ ଯେତିକି ମହତ୍ତ୍ବପୂର୍ଣ୍ଣ ମାନବତା ପାଇଁ ମଧ୍ୟ ସେତିକି ମହତ୍ତ୍ବପୂର୍ଣ୍ଣ। ସେପ୍ଟେମ୍ବର ୨୬ ତାରିଖ ଦିନ ମହାକାଶଯାନ ‘ଡାର୍ଟ’ର ପରୀକ୍ଷାମୂଳକ ଆତ୍ମଘାତୀ ନିକ୍ଷେପଣ ତା’ର ମୁଖ୍ୟ ଲକ୍ଷ୍ୟ ହାସଲ କରିଛି। ତା’ର ଲକ୍ଷ୍ୟ ଥିଲା ପ୍ରଚଣ୍ଡ ଗତିଶକ୍ତି ମାଧ୍ୟମରେ ଗୋଟାଏ ଗ୍ରହାଣୁର ଦିଗ ପରିବର୍ତ୍ତନ କରିବା। ୩୩୦ ନିୟୁତ ଡଲାର୍‌ ବ୍ୟୟରେ ଦୀର୍ଘ ୭ ବର୍ଷ ଧରି ନିର୍ମାଣ ହୋଇଥିବା ‘ପ୍ରଫ୍‌-ଅଫ୍‌-କନ୍‌ସେପ୍ଟ୍‌’ ‘ଡାର୍ଟ ମିସନ୍‌’ର ସଫଳତା ଭବିଷ୍ୟତରେ ପୃଥିବୀକୁ ଗ୍ରହାଣୁ ଧକ୍କାରୁ ରକ୍ଷା କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ମହାକାଶଯାନ ‘ଡାର୍ଟ’ର ମହାଜାଗତିକ ଲକ୍ଷ୍ୟ ଥିଲା ଫୁଟ୍‌ବଲ୍‌ ଷ୍ଟାଡିୟମ୍‌ ଆକାରର ‘ଡାଇମୋଫୋସ୍‌’ ନାମକ ଗୋଟାଏ ଡିମ୍ବାକୃତି ଗ୍ରହାଣୁ। ଏହି ଗ୍ରହାଣୁଟି ପ୍ରତି ୧୧ ଘଣ୍ଟା ୫୫ ମିନିଟ୍‌ରେ ତା’ଠାରୁ ୫ଗୁଣ ବଡ଼ ‘ଡିଡାଇମସ୍’ ନାମରେ ଆଉ ଏକ ଗ୍ରହାଣୁକୁ ପରିକ୍ରମା କରୁଛି। ଘଣ୍ଟାପ୍ରତି ୨୨,୫୩୧ କିଲୋମିଟର୍‌ ବେଗରେ ମହାକାଶଯାନ ‘ଡାର୍ଟ’ ତାକୁ ଧକ୍କା ଦେଇ ତା’ର କକ୍ଷପଥ ପରିବର୍ତ୍ତନ କରିବାରେ ସଫଳ ହୋଇଛି। ଫଳରେ ତା’ର ପରିକ୍ରମଣ ସମୟ ଅନ୍ୟୂନ ୧୦ ମିନିଟ୍‌ ହ୍ରାସ ପାଇଛି ବୋଲି ‘ନାସା’ କହିଛି।

Powered by Froala Editor

Tags Nasa

Related articles Odisha News Lens 4.1

  • ସାରା ରାତି ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ
    ଦେଶ-ଦେଶାନ୍ତର

    ସାରା ରାତି ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ

    14007
    Jun 21, 2025
  • ସରିଗଲା ଇଣ୍ଡିଗୋ ଇନ୍ଧନ, ବେଙ୍ଗାଲୁରୁର ଜରୁରୀ ଅବତରଣ
    ଦେଶ-ଦେଶାନ୍ତର

    ସରିଗଲା ଇଣ୍ଡିଗୋ ଇନ୍ଧନ, ବେଙ୍ଗାଲୁରୁର ଜରୁରୀ ଅବତରଣ

    15220
    Jun 21, 2025
  • ‘ମନ୍ନତ’ରେ ପଶିଲା ବିଏମ୍‌ସି
    ମନୋରଞ୍ଜନ

    ‘ମନ୍ନତ’ରେ ପଶିଲା ବିଏମ୍‌ସି

    15572
    Jun 21, 2025
  • ବୋହୂକୁ  ୧୦ ଫୁଟ୍‌ ଗାତ କରି ପୋତି ଦେଲେ
    ଅପରାଧ

    ବୋହୂକୁ ୧୦ ଫୁଟ୍‌ ଗାତ କରି ପୋତି ଦେଲେ

    13999
    Jun 21, 2025
  • ଅଲଗା ହେଲେ ଅକ୍ଷରାଙ୍କ ଅନସ୍କ୍ରିନ୍ ବାପା-ମାଆ
    ମନୋରଞ୍ଜନ

    ଅଲଗା ହେଲେ ଅକ୍ଷରାଙ୍କ ଅନସ୍କ୍ରିନ୍ ବାପା-ମାଆ

    15115
    Jun 22, 2025
  • ଡିଏନଏରୁ ସ୍ପଷ୍ଟ, ବିମାନ ଦୁର୍ଘଟଣାରେ ଫିଲ୍ମ ନିର୍ମାତା ମହେଶଙ୍କ ମୃତ୍ୟୁ
    ମନୋରଞ୍ଜନ

    ଡିଏନଏରୁ ସ୍ପଷ୍ଟ, ବିମାନ ଦୁର୍ଘଟଣାରେ ଫିଲ୍ମ ନିର୍ମାତା ମହେଶଙ୍କ ମୃତ୍ୟୁ

    14370
    Jun 22, 2025
  • ୩ କ୍ରୁ ମେମ୍ବରଙ୍କୁ ବହିଷ୍କାର ପାଇଁ DGCAର ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ୩ କ୍ରୁ ମେମ୍ବରଙ୍କୁ ବହିଷ୍କାର ପାଇଁ DGCAର ନିର୍ଦ୍ଦେଶ

    14854
    Jun 21, 2025
  • ବାଂଲାଦେଶ, ଚୀନ ଓ ପାକିସ୍ତାନ ପକ୍ଷରୁ ତ୍ରିପକ୍ଷୀୟ ବୈଠକ
    ଦେଶ-ଦେଶାନ୍ତର

    ବାଂଲାଦେଶ, ଚୀନ ଓ ପାକିସ୍ତାନ ପକ୍ଷରୁ ତ୍ରିପକ୍ଷୀୟ ବୈଠକ

    14478
    Jun 21, 2025
  • ସପ୍ତାହକରେ ରେକର୍ଡ ରୋଜଗାର, ୭କୋଟି ପାର କଲା ‘ବୋଉ ବୁଟୁ ଭୂତ’
    ମନୋରଞ୍ଜନ

    ସପ୍ତାହକରେ ରେକର୍ଡ ରୋଜଗାର, ୭କୋଟି ପାର କଲା ‘ବୋଉ ବୁଟୁ ଭୂତ’

    13885
    Jun 22, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15645
    Jun 22, 2025
  • ଅପରାଧ

    ବୋହୂକୁ ୧୦ ଫୁଟ୍‌ ଗାତ କରି ପୋତି ଦେଲେ

    13999
    Jun 21, 2025
  • ମନୋରଞ୍ଜନ

    ସପ୍ତାହକରେ ରେକର୍ଡ ରୋଜଗାର, ୭କୋଟି ପାର କଲା ‘ବୋଉ ବୁଟୁ ଭୂତ’

    13885
    Jun 22, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16705
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17009
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15503
    Apr 03, 2021

ବିଶେଷ

  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15645
    Jun 22, 2025
  • ଆଶ୍ଚର୍ଯ୍ୟ: ଲିଟର ପିଛା ଗୋଲାପ ତେଲର ଦାମ୍ ୧୩ ଲକ୍ଷ ଟଙ୍କା

    14264
    Jun 21, 2025
  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14756
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15639
    Jun 19, 2025
  • ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ

    14637
    Jun 18, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14978
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14818
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14819
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13790
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସରିଗଲା ଇଣ୍ଡିଗୋ ଇନ୍ଧନ, ବେଙ୍ଗାଲୁରୁର ଜରୁରୀ ଅବତରଣ

    15220
    Jun 21, 2025
  • ସପ୍ତାହକରେ ରେକର୍ଡ ରୋଜଗାର, ୭କୋଟି ପାର କଲା ‘ବୋଉ ବୁଟୁ ଭୂତ’

    13885
    Jun 22, 2025
  • ଅଲଗା ହେଲେ ଅକ୍ଷରାଙ୍କ ଅନସ୍କ୍ରିନ୍ ବାପା-ମାଆ

    15115
    Jun 22, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In