ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ
ପୋର୍ଟବ୍ଲେୟାର: ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ । ଶୁକ୍ରବାର ଆଣ୍ଡାମନ ନିକୋବର ଦ୍ୱୀପପୁଞ୍ଜ କାମ୍ପବେଲ ବେରେ ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ଏହାର ରିକ୍ଟର ସ୍କେଲ୍ରେ ତିବ୍ରତା ୬.୧ ରେକର୍ଡ଼ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଏହି ଚସୂଚନା ଦିଅଯାଇଛି। ଗତକାଲି ରାତି ୨ଟା ୩୦ ସମୟରେ କାମ୍ପବେଲ ବେ ୪ନ୩୧ କିମି ଦଳରରରେ ଏହି ଭୂମିକମ୍ପ ହୋଇଥିଲା। ଭୂମିର ୭୫ କିମି ଗଭୀର ତଳେ ଏହାର ଉତ୍ପତି ହୋଇଥିବା ଜଣାପଡ଼ ଛି। ଏହାଦ୍ୱାରା କୌଣସି ଧନ ଜୀବନ କ୍ଷତି ହୋଇନଥିବା ଜଣାପଡ଼ିଛି।
Powered by Froala Editor