Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 22, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଖାଲି ପଡିଥିବା ଶିକ୍ଷକ ପବଦୀ ପୂରଣ ପାଇଁ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଜନ୍‌ଙ୍କ ସହ ୧୦୦%ରେ ଏଣ୍ଟ୍ରି କରିବେ ଶେହନାଜ

ଜନ୍‌ଙ୍କ ସହ ୧୦୦%ରେ ଏଣ୍ଟ୍ରି କରିବେ ଶେହନାଜ

2022-08-30 20:12:42
16310
Share:
Facebook
Twitter
E-Mail
WhatsApp
Telegram
ଜନ୍‌ଙ୍କ ସହ ୧୦୦%ରେ ଏଣ୍ଟ୍ରି କରିବେ ଶେହନାଜ

ସଲମାନ ଖାନ୍‌ ନୁହେଁ, ଜନ୍‌ ଅବ୍ରାହମଙ୍କ ସହ ଶେହନାଜ ଗିଲ୍‌ ନିଜର ବଲିଉଡ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି। ଶେହନାଜ ସଲମାନଙ୍କ ଅପ୍‌କମିଂ ଫିଲ୍ମ ‘ଭାଇଜାନ’ରେ ନଜର ଆସିବେ, ଏକଥା ସମସ୍ତେ ଜାଣନ୍ତି। ଏହା ତାଙ୍କର ଡେବ୍ୟୁ ଫିଲ୍ମ ହେବ । କିନ୍ତୁ ଜନ୍‌ଙ୍କ ସହ ସେ ବଲିଉଡରେ ଏଣ୍ଟ୍ରି କରିବେ ବୋଲି କୁହାଯାଉଛି।

ଶେହନାଜଙ୍କ ଆସିବାକୁ ଯାଉଥିବା ଫିଲ୍ମର ନାଁ ‘100%’। ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେହନାଜ ଫିଲ୍ମର ଟିଜର ଶେଆର କରିଛନ୍ତି। ୨୦% କମେଡି, ୨୦% ରୋମାନ୍ସ, ୨୦% ମ୍ୟୁଜିକ, ୨୦% କନ୍‌ଫ୍ୟୁଜନ, ୨୦% ଆକ୍ସନକୁ ମିଶାଇ ଆମେ ପୂରା ୧୦୦% ବୋଲି ଟିଜରରେ ଲେଖା ହୋଇଥିବା ଦେଖିବାକୁ ମିଳିଛି।

ଫିଲ୍ମରେ ଶେହନାଜଙ୍କ ବ୍ୟତୀତ ଜନ୍‌ ଅବ୍ରାହମ, ନୋରା ଫତେହି ଓ ରିତେଶ ଦେଶମୁଖ ଲିଡ୍‌ ରୋଲରେ ଅଛନ୍ତି। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସାଜିଦ ଖାନ୍‌।

Powered by Froala Editor

Tags SEHNAZ

Related articles Odisha News Lens 4.1

  • ପତଳା ହେବାର ଉପାୟ ଜାଣନ୍ତୁ....
    ବିଶେଷ

    ପତଳା ହେବାର ଉପାୟ ଜାଣନ୍ତୁ....

    14666
    May 22, 2025
  •  ଖାଲି ପଡିଥିବା ଶିକ୍ଷକ ପବଦୀ ପୂରଣ ପାଇଁ ଖୁବଶୀଘ୍ର ହେବ ପରୀକ୍ଷା
    ଦେଶ-ଦେଶାନ୍ତର

    ଖାଲି ପଡିଥିବା ଶିକ୍ଷକ ପବଦୀ ପୂରଣ ପାଇଁ ଖୁବଶୀଘ୍ର ହେବ ପରୀକ୍ଷା

    13310
    May 22, 2025
  • ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିହତ

    15536
    May 22, 2025
  • ଚିକିତ୍ସାରେ ବଡ଼ ସଫଳତା : ଡାକ୍ତର ଦାବି କଲେ, ୯ ଦିନରେ ଭଲ କରିବୁ ରକ୍ତ କର୍କଟ
    ଦେଶ-ଦେଶାନ୍ତର

    ଚିକିତ୍ସାରେ ବଡ଼ ସଫଳତା : ଡାକ୍ତର ଦାବି କଲେ, ୯ ଦିନରେ ଭଲ କରିବୁ ରକ୍ତ କର୍କଟ

    14389
    May 21, 2025
  • କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ...
    ଦେଶ-ଦେଶାନ୍ତର

    କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ...

    13856
    May 21, 2025
  • ଦୁର୍ଦ୍ଧାନ୍ତ ମାଓନେତା ବାସବରାଜ ମୃତ, ମୁଣ୍ଡରେ ଥିଲା ଦେଢ଼ କୋଟିର ପୁରସ୍କାର
    ଦେଶ-ଦେଶାନ୍ତର

    ଦୁର୍ଦ୍ଧାନ୍ତ ମାଓନେତା ବାସବରାଜ ମୃତ, ମୁଣ୍ଡରେ ଥିଲା ଦେଢ଼ କୋଟିର ପୁରସ୍କାର

    13647
    May 21, 2025
  • ପହଲଗାଓଁର ଛାତିଥରା ଘଟଣାକୁ ଆଜି ପୁରିଲା ମାସେ
    ଦେଶ-ଦେଶାନ୍ତର

    ପହଲଗାଓଁର ଛାତିଥରା ଘଟଣାକୁ ଆଜି ପୁରିଲା ମାସେ

    15453
    May 22, 2025
  • ବିଜୁଳି ଖସିଲା,  ଶ୍ରୀନଗରରେ ଜରୁରି ଅବତରଣ କଲା ଇଣ୍ଡିଗୋ
    ଦେଶ-ଦେଶାନ୍ତର

    ବିଜୁଳି ଖସିଲା, ଶ୍ରୀନଗରରେ ଜରୁରି ଅବତରଣ କଲା ଇଣ୍ଡିଗୋ

    14413
    May 21, 2025
  • କାନ୍ସ ଫେଷ୍ଟିଭାଲରେ ମୋଦୀ !
    ମନୋରଞ୍ଜନ

    କାନ୍ସ ଫେଷ୍ଟିଭାଲରେ ମୋଦୀ !

    14270
    May 21, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ପତଳା ହେବାର ଉପାୟ ଜାଣନ୍ତୁ....

    14666
    May 22, 2025
  • ଦେଶ-ଦେଶାନ୍ତର

    ଚିକିତ୍ସାରେ ବଡ଼ ସଫଳତା : ଡାକ୍ତର ଦାବି କଲେ, ୯ ଦିନରେ ଭଲ କରିବୁ ରକ୍ତ କର୍କଟ

    14389
    May 21, 2025
  • ଦେଶ-ଦେଶାନ୍ତର

    ପହଲଗାଓଁର ଛାତିଥରା ଘଟଣାକୁ ଆଜି ପୁରିଲା ମାସେ

    15453
    May 22, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16611
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16902
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15446
    Apr 03, 2021

ବିଶେଷ

  • ପତଳା ହେବାର ଉପାୟ ଜାଣନ୍ତୁ....

    14666
    May 22, 2025
  • ଦିଗକୁ ମୁଣ୍ଡ କରି ଶୋଇଲେ ମିଳିଥାଏ ଆରାମଦାୟକ ନିଦ

    14098
    May 22, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14883
    May 21, 2025
  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14470
    May 21, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    14202
    May 20, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16273
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13988
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14781
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15307
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗୁଳି ବିନିମୟ: ଦୁଇ ଆତଙ୍କବାଦୀ ନିହତ

    15536
    May 22, 2025
  • ଦିଗକୁ ମୁଣ୍ଡ କରି ଶୋଇଲେ ମିଳିଥାଏ ଆରାମଦାୟକ ନିଦ

    14098
    May 22, 2025
  • ଚିକିତ୍ସାରେ ବଡ଼ ସଫଳତା : ଡାକ୍ତର ଦାବି କଲେ, ୯ ଦିନରେ ଭଲ କରିବୁ ରକ୍ତ କର୍କଟ

    14389
    May 21, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In