ରାଜ୍ୟରେ ୧୦୯୮୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୦୯୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୧୪୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୪୮୩୩ ଜଣ ଚିହ୍ନଟ ହୋଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୩୯, ବାଲେଶ୍ୱରରେ ୩୦୩, ବରଗଡ଼ରେ ୪୩୧, ଭଦ୍ରକରେ ୨୩୧, ବଲାଙ୍ଗୀରରେ ୪୨୬, ବୌଦ୍ଧରେ ୧୮୦, କଟକରେ ୮୮୫, ଦେବଗଡ଼ରେ ୧୨୭, ଢେଙ୍କାନାଳରେ ୧୮୯, ଗଜପତିରେ ୧୧୧, ଗଞ୍ଜାମରେ ୧୭୭, ଜଗତସିଂହପୁରରେ ୨୩୨, ଯାଜପୁରରେ ୩୪୯, ଝାରସୁଗୁଡ଼ାରେ ୩୮୦, କଳାହାଣ୍ଡିରେ ୩୭୦, କନ୍ଧମାଳରେ ୧୩୪, କେନ୍ଦ୍ରାପଡ଼ାରେ ୧୪୧, କେନ୍ଦୁଝରରେ ୨୫୩, ଖୋର୍ଦ୍ଧାରେ ୧୫୩୯, କୋରାପୁଟରେ ୧୯୫, ମାଲକାନାଗିରିରେ ୭୧, ମୟୂରଭଞ୍ଜରେ ୨୩୯, ନବରଙ୍ଗପୁରରେ ୩୩୫, ନୟାଗଡ଼ରେ ୧୯୨, ନୂଆପଡ଼ାରେ ୩୭୮, ପୁରୀରେ ୩୯୮, ରାୟଗଡ଼ାରେ ୨୧୨, ସମ୍ବଲପୁରରେ ୪୫୪, ସୋନପୁରରେ ୨୧୫, ସୁନ୍ଦରଗଡ଼ରେ ୯୬୪ ଓ ରାଜ୍ୟ ପୁଲରେ ୩୩୨ ଜଣ ଚିହ୍ନଟ ହୋଇଛନ୍ତି ।
Powered by Froala Editor