Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Monday, August 08, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ...

  • ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ...

  • ଲଣ୍ଡନରେ ‘କଲ୍ ହୋ ନା ହୋ’

  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ...

  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ...

  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

  • ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

  • ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ...

  • ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ...

  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ୧୦ ମୃତ

ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ୧୦ ମୃତ

2022-08-06 11:10:31
14433
Share:
Facebook
Twitter
E-Mail
WhatsApp
Telegram
ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ୧୦ ମୃତ

ଗାଜା: ପାଲେଷ୍ଟାଇନର ଗାଜା ସହର ଉପରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ କୁଖ୍ୟାତ ଆତଙ୍କବାଦୀ ରହିଛି । ଶୁକ୍ରବାର ଦିନ ଗାଜା ଉପରେ ଏହି ବୋମାମାଡ଼ ହୋଇଛି । ପାଲେଷ୍ଟାଇନ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଇସଲାମିକ ଜିହାଦ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରି ଏହି ଏୟାରଷ୍ଟ୍ରାଇକ କରିଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି ।

ନିକଟରେ ଇସ୍ରାଏଲ ଜିହାଦ ଆତଙ୍କବାଦୀ ସଂଗଠନର ଜଣେ କୁଖ୍ୟାତ ଆତଙ୍କବାଦୀକୁ ଗିରଫ କରିଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଏହି ଆତଙ୍କୀ ସଂଗଠନ ଆକ୍ରମଣ କରିବାକୁ ଯୋଜନା କରିଥିବା ଆଶଙ୍କା କରି ଇସ୍ରାଏଲ ସେନା ଗାଜା ଉପରେ ବୋମାମାଡ କରିଛି । ତେବେ ଇସ୍ରାଏଲର ଏହି ଆକ୍ରମଣର ଜବାବ ଦେଇଛି ପାଲେଷ୍ଟାଇନ ଆତଙ୍କୀ ସଂଗଠନ । ଏୟାରଷ୍ଟ୍ରାଇକର କିଛି ସମୟ ପରେ ପାଲେଷ୍ଟାଇନ ଆତଙ୍କବାଦୀ ଇସ୍ରାଏଲ ଉପରେ ରକେଡ ମାଡ କରିଛନ୍ତି । ପ୍ରାୟ ୧୦୦ ରକେଟ ମାଡ କରାଯାଇଥିବା ଇସଲାମିକ ଜିହାଦ ସଂଗଠନ ଦାବି କରିଛି । ଦୀର୍ଘ ବର୍ଷ ଧରି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ତିକ୍ତତା ଲାଗି ରହିଛି । ଗତ ୧୫ ବର୍ଷ ମଧ୍ୟରେ ଇସ୍ରାଏଲ ଏବଂ ଗାଜା ଆତଙ୍କୀ ହମାସ୍ ଆତଙ୍କୀ ସଂଗଠନ ମଧ୍ୟରେ ୪ଟି ବଡ ଆକ୍ରମଣ ଏବଂ କିଛି ଛୋଟ ଆକ୍ରମଣ ହୋଇଛି । ଯାହାର ପରିମାଣ ପାଲେଷ୍ଟାଇନର ୨ ମିଲିୟନ ନିବାସୀଙ୍କୁ ଭୋଗିବାକୁ ପଡିଛି ।ଶୁକ୍ରବାର ଗାଜା ସହରରେ ବଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ଏଠାରେ ଥିବା ଏକ ଉଚ୍ଚ ବିଲ୍ଡିଂ ଉପରେ ବୋମାମାଡ ହୋଇଥିଲା । ଉକ୍ତ ବିଲ୍ଡିଂରେ କିଛି ଆତଙ୍କବାଦୀ ଥିବା ସନ୍ଦେହ କରି ଏହି ଆଟାକ୍ କରିଥିଲା ଇସ୍ରାଏଲ । 

Powered by Froala Editor

Tags Air strike

Related articles Odisha News Lens 3.2

  • ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା
    ଦେଶ-ଦେଶାନ୍ତର

    ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

    13414
    Aug 08, 2022
  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା
    ବିଶେଷ

    ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13672
    Aug 08, 2022
  • ଲଣ୍ଡନରେ ‘କଲ୍ ହୋ ନା ହୋ’
    ଦେଶ-ଦେଶାନ୍ତର

    ଲଣ୍ଡନରେ ‘କଲ୍ ହୋ ନା ହୋ’

    15128
    Aug 08, 2022
  • ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ...
    ଦେଶ-ଦେଶାନ୍ତର

    ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ...

    13876
    Aug 08, 2022
  • ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍
    ଦେଶ-ଦେଶାନ୍ତର

    ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍

    13725
    Aug 08, 2022
  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା
    ବିଶେଷ

    ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା

    14299
    Aug 08, 2022
  • ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି
    ଦେଶ-ଦେଶାନ୍ତର

    ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନଲ୍ଲାଥମ୍ୱି କଲାଇସେଲଭି

    14939
    Aug 08, 2022
  • ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ବାପାମାଆ
    ଦେଶ-ଦେଶାନ୍ତର

    ଅଭାବନୀୟ ଘଟଣା: ଭୂତ ଛଡାଇବାକୁ ୫ ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ବାପାମାଆ

    14527
    Aug 08, 2022
  • ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ମର୍ଣ୍ଣିଂ ୱାକ୍‌ରେ ପଳାଇଲେ ଡାକ୍ତର
    ଦେଶ-ଦେଶାନ୍ତର

    ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ମର୍ଣ୍ଣିଂ ୱାକ୍‌ରେ ପଳାଇଲେ ଡାକ୍ତର

    13698
    Aug 08, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗୁଜୁରାଟରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି : ଆପ୍ ଆସିଲେ ଆଦିବାସୀଙ୍କୁ ମିଳିବ ବହୁ ସୁବିଧା

    13876
    Aug 08, 2022
  • ବିଶେଷ

    ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ

    13262
    Aug 08, 2022
  • ଦେଶ-ଦେଶାନ୍ତର

    ରାକ୍ଷୀ ପଠାଇଲେ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ କମର ଶେଖ୍

    13725
    Aug 08, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛଚିନ୍ଦ୍ରା ଚୋପା

    14299
    Aug 08, 2022
  • ତମ୍ବା ପାତ୍ରରେ ପିଅନ୍ତୁ ପାଣି ମିଳିବ ସୁଫଳ

    13262
    Aug 08, 2022
  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13672
    Aug 08, 2022
  • ବର୍ଷାଦିନେ ଏମିତି ନିଅନ୍ତୁ ତ୍ୱଚାର ଯତ୍ନ

    13888
    Aug 07, 2022
  • ଶିଶୁକୁ କିପରି କରାଇବେ ସ୍ତନ୍ୟପାନ ଜାଣନ୍ତୁ....

    15617
    Aug 07, 2022

ବାଣିଜ୍ୟ

ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

ଭୁବନେଶ୍ୱର : ନିଜର ଉଚ୍ଚ ଗୁଣବତାର ସୋଲାର ଭାପୋରାଇଜଡ ଆୟୋଡାଇଜ ଲୁଣ ଏବଂ ଉଚ୍ଚ ମାନର ସ୍ୱଚ୍ଛତା ପାଇଁ ପ୍ରଶଂସିତ ଆଇଟିସିର ଆଶୀର୍ବାଦ ସଲ୍ଟ ପକ୍ଷରୁ ଓଡିଶାର ବୃହତମ ବାର୍ଷିକ ପର୍ବ ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଏହାକୁ ପାଳନ କରାଯାଇଛି । ଭାବନାତ୍ମକଭାବେ ଏକ ଅର୍ଥପୂର୍ଣ୍ଣ ‘ଚୁଟକି ଭରା ଆଶୀର୍ବାଦ&rs ...

  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    14538
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    14690
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    16284
    Jul 01, 2022
  • ପୁଣି ବଢ଼ିଲା ସୁନା ଓ ରୂପା ଦାମ

    16053
    May 22, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୃଢ଼ ଚିନ୍ତାଧାରା ଆଗକୁ ଦେଖାଏ ରାସ୍ତା

    13672
    Aug 08, 2022
  • ଲଣ୍ଡନରେ ‘କଲ୍ ହୋ ନା ହୋ’

    15128
    Aug 08, 2022
  • ପୁଣି ସମରାଭ୍ୟାସର ଧମକ ଦେଲା ଚାଇନା

    13414
    Aug 08, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In