Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

  • ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ...

  • ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ...

  • ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ...

  • ୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ ...

  • ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ...

  • ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ...

  • ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ...

  • ନକଲି ଘିଅରେ ତିରୁପତି ଲଡୁ ତିଆରି

  • ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ...

ବାଣିଜ୍ୟ
Home ›› ବାଣିଜ୍ୟ ››ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

2022-07-27 18:22:31
19984
Share:
Facebook
Twitter
E-Mail
WhatsApp
Telegram
ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

ଭୁବନେଶ୍ୱର : ନିଜର ଉଚ୍ଚ ଗୁଣବତାର ସୋଲାର ଭାପୋରାଇଜଡ ଆୟୋଡାଇଜ ଲୁଣ ଏବଂ ଉଚ୍ଚ ମାନର ସ୍ୱଚ୍ଛତା ପାଇଁ ପ୍ରଶଂସିତ ଆଇଟିସିର ଆଶୀର୍ବାଦ ସଲ୍ଟ ପକ୍ଷରୁ ଓଡିଶାର ବୃହତମ ବାର୍ଷିକ ପର୍ବ ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଏହାକୁ ପାଳନ କରାଯାଇଛି । ଭାବନାତ୍ମକଭାବେ ଏକ ଅର୍ଥପୂର୍ଣ୍ଣ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ ପ୍ରାରମ୍ଭ କରାଯାଇଛି ଯାହା ନିଶ୍ଚିନ୍ତ କରିଛି କି ସମସ୍ତ ଭକ୍ତ ଏପରି ଟାଣ ଖରାରେ ୧୦-ଦିନର ଲମ୍ବା ପର୍ବରେ ହାଇଡ୍ରେଟେଡ ଏବଂ ଶକ୍ତି ପୂର୍ଣ୍ଣ ରହିବେ ।

ଭକ୍ତମାନେ ପୁରୀ ଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚା ପର୍ଯ୍ୟନ୍ତ ୨କିଲୋମିଟର ରାସ୍ତା ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବାରୁ ଉକ୍ତ ବ୍ରାଣ୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ରଭାବେ ଲେମ୍ବୁ ପାଣି ଷ୍ଟଲର ଆୟୋଜନ କରାଯାଇଥିଲା । ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଭକ୍ତମାନଙ୍କୁ ଏପରି ଭାରି ଗରମରେ ଆବଶ୍ୟକ ସ୍ଥଳେ ହାଇଡ୍ରେସନ ଏବଂ ଏନର୍ଜି ପ୍ରଦାନ କରିବା । ଏହି ଷ୍ଟଲଗୁଡିକ ମଧ୍ୟ ଏନଗେଜିଂ ଆକ୍ଟିଭିଟି ମାଧ୍ୟମରେ ୪ ଷ୍ଟେପ ଆଡଭାନଟେଜ ପ୍ରଣାଳୀରେ ପ୍ରସ୍ତୁତ ଆଶୀର୍ବାଦ ସଲ୍ଟ ସମ୍ପର୍କରେ କହିଥିଲେ ଏବଂ ଶିକ୍ଷା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ରାଣ୍ଡ କେବଳ ଭକ୍ତମାନଙ୍କୁ ଶକ୍ତି ପ୍ରଦାନ କରିନଥିଲା ବରଂ ସେମାନେ ଅଂଶଗ୍ରହଣ କରିଥିବା ଶୋଭାଯାତ୍ରାରେ ସେମାନଙ୍କୁ ବିଭିନ୍ନ ଇଂଟରାକ୍ଟିଭ ଗେମ ମାଧ୍ୟମରେ ବ୍ୟସ୍ତ ରଖିଥିଲା । ଏହି ଅଭିଯାନ ସହିତ ସମ୍ପୂର୍ଣ୍ଣ ୧,୧୪,୨୩୬ ଭକ୍ତ ସେହି ଷ୍ଟଲକୁ ପରିଦର୍ଶନ କରିଥିବାର ବ୍ରାଣ୍ଡ ଦେଖିଥିଲା ଏବଂ ୧୦ ଦିନ ମଧ୍ୟରେ ତଥା ୧ଜୁଲାଇରୁ ୯ଜୁଲାଇ ମଧ୍ୟରେ ବ୍ରାଣ୍ଡ ପକ୍ଷରୁ ସମ୍ପୂର୍ଣ୍ଣ ୨୦,୦୦୦ଲିଟରରୁ ଅଧିକ ଲେମ୍ବୁ ପାଣି ପ୍ରଦାନ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଆଇଟିସି ଲିଃର ଏସବିୟୁ ମୁଖ୍ୟ ପରିଚାଳକ- ଷ୍ଟାପଲ୍‌, ସ୍ନାକ୍‌ସ ଏବଂ ମିଲ୍‌, ଶ୍ରୀଯୁକ୍ତ ଗଣେଶ ସୁନ୍ଦରାରମଣ କହିଛନ୍ତି ଯେ, “ପୁରୀ ରଥଯାତ୍ରା ପୂର୍ବାଂଚଳରେ ପାଳନ କରାଯାଉଥିବା ଏକ ବିରାଟ ପର୍ବ ଅଟେ ଯେଉଁଥିରେ ଲକ୍ଷାଧିକ ଭକ୍ତ ଭାରି ତାପମାତ୍ରା ଏବଂ ଟଣା ଖରା ସତ୍ୱେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ଆମ୍ଭମାନଙ୍କର ଦର୍ଶନ ‘ନର୍‌ଚର୍ ଥ୍ରୁ ନେଚର୍‌’କୁ ନଜରରେ ରଖି ଆମ୍ଭେମାନେ ସେମାନଙ୍କର ପାର୍ବଣ ଭାବନାକୁ ଅର୍ଥପୂର୍ଣ୍ଣ ଭାବନା ପ୍ରଦାନ କରିବାକୁ ଚିନ୍ତା କରିବା ସହିତ ସେମାନଙ୍କୁ ଏକ ଚୁଟ୍‌କି ଆଶୀର୍ବାଦ ସଲ୍ଟ ସହିତ ଶକ୍ତିବର୍ଦ୍ଧକ ଡ୍ରିଙ୍କ୍ ଲେମ୍ବୁ ପାଣି ପିଇବାକୁ ଦେଇଥିଲୁ । ଏହି ଅଭିଯାନ ମଧ୍ୟ ଆମ୍ଭେମାନେ ଆପଣାଇଥିବା ୪ ଷ୍ଟେପ ପ୍ରଣାଳୀ ଦ୍ୱାରା ପ୍ରସ୍ତୁତ ଆଶୀର୍ବାଦ ସଲ୍ଟର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆମ୍ଭମାନଙ୍କର କ୍ଷମତାକୁ ବୃଦ୍ଧି କରିପାରିଛି ।”


Powered by Froala Editor

Tags aashirvaad

Related articles Odisha News Lens 4.1

  • ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ମନୋନୀତ
    ମନୋରଞ୍ଜନ

    ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ମନୋନୀତ

    15241
    Sep 20, 2026
  • ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ଦୀପିକା-ରଣବୀର
    ମନୋରଞ୍ଜନ

    ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ଦୀପିକା-ରଣବୀର

    14282
    Sep 20, 2026
  • ନକଲି ଘିଅରେ ତିରୁପତି ଲଡୁ ତିଆରି
    ଦେଶ-ଦେଶାନ୍ତର

    ନକଲି ଘିଅରେ ତିରୁପତି ଲଡୁ ତିଆରି

    13319
    Sep 20, 2026
  •  ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ମୂର୍ତ୍ତି
    ଦେଶ-ଦେଶାନ୍ତର

    ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ମୂର୍ତ୍ତି

    14236
    Sep 20, 2026
  • ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ
    ଦେଶ-ଦେଶାନ୍ତର

    ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ

    15434
    Sep 20, 2026
  • ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ଆକୃତି
    ଦେଶ-ଦେଶାନ୍ତର

    ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ଆକୃତି

    13873
    Sep 20, 2026
  • ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ସରକାର
    ଦେଶ-ଦେଶାନ୍ତର

    ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ସରକାର

    13550
    Sep 20, 2026
  • ୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ କରୁଛନ୍ତି
    ଦେଶ-ଦେଶାନ୍ତର

    ୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ କରୁଛନ୍ତି

    14613
    Sep 20, 2026
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ
    ଦେଶ-ଦେଶାନ୍ତର

    ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13416
    Sep 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ମୂର୍ତ୍ତି

    14236
    Sep 20, 2026
  • ମନୋରଞ୍ଜନ

    ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ଦୀପିକା-ରଣବୀର

    14282
    Sep 20, 2026
  • ଦେଶ-ଦେଶାନ୍ତର

    ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ

    15434
    Sep 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17108
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17792
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17772
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18180
    Sep 06, 2023

ବିଶେଷ

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14258
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14647
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16271
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14797
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    14107
    Sep 03, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15603
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15362
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14653
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14325
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନକଲି ଘିଅରେ ତିରୁପତି ଲଡୁ ତିଆରି

    13319
    Sep 20, 2026
  • ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ମନୋନୀତ

    15241
    Sep 20, 2026
  • ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ମୂର୍ତ୍ତି

    14236
    Sep 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In