Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ...

  • ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ

  • କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହେବ ଅଦଳବଦଳ!

  • ଫ୍ରାନ୍ସରେ ଜି-୭ ଶିଖର ସମ୍ମିଳନୀ ଆରମ୍ଭ

  • ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ...

  • ଏଆଇ ଟୁଲ୍ ବାବଦରେ ଅପଗ୍ରେଡ୍ ନହେଲେ ...

  • ବିନା ପ୍ରେସକ୍ରିପସନରେ ମିଳିବନି କଫ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ...

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ...

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବାଇକ୍ ସାଇଲେନ୍ସର ଉପରେ ପୁଣି ଚଢ଼ିଲା ରୋଲର

ବାଇକ୍ ସାଇଲେନ୍ସର ଉପରେ ପୁଣି ଚଢ଼ିଲା ରୋଲର

2022-07-05 07:50:22
13957
Share:
Facebook
Twitter
E-Mail
WhatsApp
Telegram
ବାଇକ୍ ସାଇଲେନ୍ସର ଉପରେ ପୁଣି ଚଢ଼ିଲା ରୋଲର

ଗୋଟେ ପରିବାର ଚଳାଇବାକୁ ଯେଭଳି ଘରର ମୂରବୀ କିଛି ନିୟମ ରଖିଥାନ୍ତି ଆଉ ସେହି ନିୟମ ଅନୁସାରେ ସମସ୍ତ କାର୍ଯ୍ୟ ହୁଏ । ସେହଭଳି ଦେଶ ଚଳାଇବାକୁ ଓ ଦେଶର ନାଗରିକଙ୍କ କାର୍ଯ୍ୟକୁ ତଦାରଖ କରିବାକୁ ବି ସେଭଳି ନିୟମ ରହିଛି । ଆଉ ଏସବୁକୁ ମାନିବା ବି ସମସ୍ତଙ୍କ କର୍ତ୍ତବ୍ୟ । କିନ୍ତୁ ଏମିତି କିଛି ନିୟମକୁ ଅନେକ ଅମାନିଆ ଲୋକ ଫୁ କରିଦେଉଛନ୍ତି । ବେନିୟମ କାର୍ଯ୍ୟ କରିବା ସହ ଅନ୍ୟମାନଙ୍କ ପାଇଁ ସମସ୍ୟା ଉପୁଜାଉଛନ୍ତି । ଯେଉଁଥିପାଇଁ ପ୍ରଶାସନକୁ ଶକ୍ତ ହେବାକୁ ପଡୁଛି ।

ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ କିଛି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି କି ରାସ୍ତା ଉପରେ ଶହ ଶହ ବାଇକ ସାଇଲେନ୍ସର ପଡ଼ି ରହିଛି । ତା ଉପରେ ଗାଡି ମଡ଼ାଇ ଦିଆଯାଉଛି । ଏ କାମ ଆଉ କେହି ନୁହେଁ ବରଂ ରାଜ୍ୟ ସରକାର କରୁଛନ୍ତି । ଆନ୍ଧ୍ର ପ୍ରଦେଶ ପୋଲିସ ୬୦୦ରୁ ଅଧିକ ବାଇକ ସାଇଲେନ୍ସର ବାହାର କରି ତା ଉପରେ ରୋଡ ରୋଲର ଚଳାଇ ଦେଲେ । ଦର୍ଶକ ବନ୍ଧ, ଆପଣ ଏହାକୁ ଦେଖଇଲେ ନିଶ୍ଚୟ ପୋଲିସ୍‌ ଉପରେ ରାଗିବେ । ହେଲେ ଏହାର ଲକ୍ଷ୍ୟ କିଛି ଅଲଗା ରହିଥିଲା । ପ୍ରକୃତରେ ଶବ୍ଦ ପ୍ରଦୂଷଣ ରୋକିବାକୁ ଆନ୍ଧ୍ର ପୋଲିସ ଚଳାଇଛି ଏଭଳି ଏକ ଅଭିଯାନ ।

ପ୍ରକୃତ କଥା ହେଉଛି ଗଲା କିଛି ଦିନ ହେବ ଲାଉଡ ସାଇଲେନ୍ସରର କ୍ରେଜ ବହୁମାତ୍ରାରେ ବଢିଯାଇଥିଲା । ବିଶେଷ କରି ଯୁବ ପିଢ଼ି ବିଭିନ୍ନ ପ୍ରକାର ବାଇକ୍‌ରେ ଛାତ ଫଟା ଚିତ୍କାର କରୁଥିବା ସାଇଲେନସର୍‌ ଲଗାଇ ରାସ୍ତା ଘାଟରେ ବୁଲିଲେ । ଯାହା ଅନ୍ୟମାନଙ୍କୁ ଅସୁବିଧାରେ ପକାଇବା ସହ ଭୟଙ୍କର ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିଲା । ଅବଶ୍ୟ ସବୁ ରାଜ୍ୟରେ ଏଭଳି ନିୟମ ରହିଛି କି ଏଭଳି ବିକଟାଳ ଶବ୍ଦ କରୁଥିବା ସାଇଲେନସର୍‌ ଲଗାଇ ପାରିବେ ନାହିଁ ।

ଯାହାଫଳରେ ଅନେକ ଲୋକେ ନିଜ ସାଇଲେନ୍ସରକୁ ବଦଳାଇବାରେ ଲାଗିଛନ୍ତି । ସାଇଲେନ୍ସରକୁ ମଡିଫାଏ କରିବା ପରେ ଏହାର ଶବ୍ଦ ବଦଳା ଯାଏ । ତେବେ ନିଜର ମଜା ପାଇଁ ଅନ୍ୟମାନଙ୍କୁ ହଇରାଣ କରୁଥିବା ପିଲାମାନେ କିନ୍ତୁ ଭୟଙ୍କର ଶବ୍ଦ କରଥିବା ସାଇଲେନସର୍‌ ଲଗାଇବାକୁ ପସନ୍ଦ କରନ୍ତି । ଏହାକୁ ନେଇ ସେମାନଙ୍କ ମଧ୍ୟରେକମ୍ପିଟେସନ ଟ୍ରେଣ୍ଡ ବି ରହିଛି । ତେଣୁ ଏହା ଉପରେ ସେଠାକାର ପୋଲିସ କଡ଼ା ପଦକ୍ଷେପ ନେଇଛି । ଏମିତି ଭାବରେ ଜବତ ସାଇଲେନ୍ସରକୁ ନଷ୍ଚ କରିଛି ।

ଗତ କିଛି ଦିନ ହେଲା ଏହି ସାଇଲେନସର ପାଇଁ ସହରରେ ଅଶାନ୍ତି ସୃଷ୍ଟି ହୋଇଥିଲା । ସେଥିରୁ ସହରକୁ ମୁକ୍ତ କରିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ କରିଛି ରାଜ୍ୟ ପୋଲିସ । ପୋଲିସ କେବଳ ସାଇଲେନ୍ସରକୁ ଜବତ କରିଛି ତା ନୁହେଁ ଏହାକୁ ନଷ୍ଟ ମଧ୍ୟ କରି ଦେଇଛି । କହି ରଖୁଛୁ କି ଶବ୍ଦ ପ୍ରଦୂଷଣରୁ ବରିଷ୍ଠ ନାଗରିକ ବା ବୟସ୍କ ଲୋକ, ରୋଗୀ, ଗର୍ଭବତୀ ମହିଳାଙ୍କୁ ବହୁ ମାତ୍ରାରେ ସମସ୍ୟା ହେଉଛି ।

ପରିବେଶ ନିୟମ ୧୯୮୬ ଅନୁଯାୟୀ ମୋଟର ସାଇକେଲର ସାଇଲେନସର୍‌ ଶବ୍ଦ ୮୦ ଡେସିବଲ ମଧ୍ୟରେ ରହିବା ଦରକାର । ଏହାଠାରୁ ବେଶି ହେବା ଉଚିତ ନୁହେଁ । କିନ୍ତୁ ଏସବୁକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଯୁବଗୋଷ୍ଠୀ । ଯାହା ଫଳରେ ଶବ୍ଦ ପ୍ରଦୂଷଣ ହେଉଛି ଯାହା ୧୩୦ ଡେସିବଲରୁ ଅଧିକ । ମୋଟର ଭେଇକିଲ ଆକ୍ଟ ୧୯୦(୨) ଅନୁସାରେ ଯଦି କୌଣସି ବି ଗାଡିରୁ ଶବ୍ଦ ପ୍ରଦୂଷଣ ହେଉଛି ତେବେ ଏହା ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗା ଯାଇପାରେ ।

ଏହା ସହ ଏହି ଆକ୍ଟରେ ଏହା ମଧ୍ୟ କୁହାଯାଇଛି କି କମ୍ପାନୀରୁ ମିଳିଥିବା ମୂଳ ଗାଡିର ଡିଜାଇନ ବଦଳାଇବା ବି ବେଆଇନ କାର୍ଯ୍ୟ । ଜାଣିଥାନ୍ତୁ କି ଯଦି ମୂଳ ମଡେଲରେ କୌଣସି ବି ପରିବର୍ତ୍ତନ କରାଯାଉଛି ତେବେ ଏହା ଆଇନର ଉଲ୍ଲ୍ଲଙ୍ଘନ ହେବ । ଏମିତିରେ ଗାଡିର ମାଲିକଙ୍କ ଉପରେ କେସ ମଧ୍ୟ ହୋଇପାରେ । କିନ୍ତୁ ଏସବୁ ନିୟମ ପରେ ବି ରାସ୍ତାରେ ନିଦ୍ଦ୍ଵର୍ନ୍ଦ୍ୱରେ ଘୂରି ବୁଲୁଛନ୍ତି ଯୁବଗୋଷ୍ଠୀ । ତେବେ ରାସ୍ତାରେ ଗାଡ଼ି ଚଳାଇବା ବେଳେ ସମସ୍ତଙ୍କ ସୁରକ୍ଷା ପାଇଁ ଅନେକ ନିୟମ କରାଯାଇଛି । ଏସମସ୍ତ ନିୟମକୁ ମାନିବା ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ ଜରୁରୀ । ତେବେ କିଛି ଲୋକଙ୍କ ପାଇଁ ଅନ୍ୟ ସମସ୍ତେ ହଇରାଣ ହେଉଛନ୍ତି ଏଇ ବିକଟାଳ ଶବ୍ଦ କରୁଥିବା ସାଇଲେନସର ଯୋଗୁଁ । ଏବେ ଆନ୍ଧ୍ର ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ପୋଲିସ୍‌କୁ ମିଳୁଛି ଚାରିଆଡୁ ପ୍ରଶଂସା । କିଛି ଦିନ ତଳେ ଆମ ରାଜଧାନୀ ଭୁବନେଶ୍ୱରରେ ବି ଏଭଳି ସାଇଲେସର ସଉକ ଥିବା ପିଲାଙ୍କ ଉପରେ ପୋଲିସ୍‌ ଚଢ଼ାଉ କରିଥିଲା । ତଥାପି ଏଭଳି ଅମାନିଆମାନେ ସାବାଡ୍‌ ହେଉ ନାହାନ୍ତି । ତେଣୁ ଦରକାର ଆହୁରି କଡ଼ା ଦଣ୍ଡ । ଏବେ କେବଳ ଜରିମାନାରେ ସୀମିତ ରହିଛି ଏହି ନିୟମ ।

Powered by Froala Editor

Tags Silencer

Related articles Odisha News Lens 4.1

  •  ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15490
    Jun 16, 2026
  • ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ

    13610
    Jun 17, 2026
  • ଏଆଇ ଟୁଲ୍ ବାବଦରେ ଅପଗ୍ରେଡ୍ ନହେଲେ ଚାଲିଯିବ ଚାକିରି
    ଦେଶ-ଦେଶାନ୍ତର

    ଏଆଇ ଟୁଲ୍ ବାବଦରେ ଅପଗ୍ରେଡ୍ ନହେଲେ ଚାଲିଯିବ ଚାକିରି

    15077
    Jun 17, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15218
    Jun 16, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ...
    ବାଣିଜ୍ୟ

    ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ...

    15338
    Jun 17, 2026
  • ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ ହେବ
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ ହେବ

    14947
    Jun 17, 2026
  • କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହେବ ଅଦଳବଦଳ!
    ଦେଶ-ଦେଶାନ୍ତର

    କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହେବ ଅଦଳବଦଳ!

    13989
    Jun 17, 2026
  • ଫ୍ରାନ୍ସରେ ଜି-୭ ଶିଖର ସମ୍ମିଳନୀ ଆରମ୍ଭ
    ଦେଶ-ଦେଶାନ୍ତର

    ଫ୍ରାନ୍ସରେ ଜି-୭ ଶିଖର ସମ୍ମିଳନୀ ଆରମ୍ଭ

    14524
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13546
    Jun 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15490
    Jun 16, 2026
  • ଦେଶ-ଦେଶାନ୍ତର

    ମୋଦୀଙ୍କ କାନ୍ଧ ଥାପୁଡ଼େଇଲେ ଟ୍ରମ୍ପ

    13610
    Jun 17, 2026
  • ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13546
    Jun 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16931
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17548
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17597
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17993
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14740
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14372
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15059
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13659
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15543
    Jun 09, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13546
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14858
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15472
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15220
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15338
    Jun 17, 2026
  • ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ ହେବ

    14947
    Jun 17, 2026
  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15490
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In