Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, March 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ

  • ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ...

  • ପୁଣି ଏମରଜେନ୍ସିଂ ଲ୍ୟାଣ୍ଡ କଲା ବିମାନ

  • ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା

  • ପରକୀୟା ପ୍ରୀତିରୁ ଯୁବକକୁ ହତ୍ୟା

  • ଓଜନ କମାଇବାର ସହଜ ଉପାୟ

  • ଭାରତ ସହିତ ମିଶି କାମ କରିବାକୁ ଖୁବ ...

  • ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଜରୁରୀ ...

  • ବାଲେନ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ...

  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

Home ›› ››ଉଦୟପୁର ହତ୍ୟାକାଣ୍ଡର ଆଉ ଏକ ଚିତ୍ର : ଔଷଧ ଦୋକାନୀକୁ ନିର୍ମମ ହତ୍ୟା

ଉଦୟପୁର ହତ୍ୟାକାଣ୍ଡର ଆଉ ଏକ ଚିତ୍ର : ଔଷଧ ଦୋକାନୀକୁ ନିର୍ମମ ହତ୍ୟା

2022-07-02 18:51:27
13753
Share:
Facebook
Twitter
E-Mail
WhatsApp
Telegram
ଉଦୟପୁର ହତ୍ୟାକାଣ୍ଡର ଆଉ ଏକ ଚିତ୍ର : ଔଷଧ ଦୋକାନୀକୁ ନିର୍ମମ ହତ୍ୟା

ପୁଣି ସାମ୍ନାକୁ ଆସିଛି ଉଦୟପୁର ଭଳି ନୃଶଂସ ହତ୍ୟାକାଣ୍ଡର ଚିତ୍ର। ମହାରାଷ୍ଟ୍ରର ଅମରାବତୀରେ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରିବାରୁ ମହାରାଷ୍ଟ୍ରର ଜଣେ ଔଷଧ ଦୋକାନୀକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ଉମେଶ ପ୍ରହଲ୍ଲାଦ କୋହ୍ଲେ। ଗତ ଜୁନ୍‌ ୨୧ ତାରିଖରେ ତାଙ୍କ ଗଳାକାଟି ହତ୍ୟା କରାଯାଇଛି। ଏହି ଘଟଣାରେ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

କୁହାଯାଉଛି ଯେ ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଉମେଶଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ଗ୍ରାହକମାନଙ୍କ ସମେତ କେତେକ ସଂଖ୍ୟାଲଘୁ ସଦସ୍ୟ ଥିବା ଗୋଟାଏ ‘ହ୍ବାଟସ୍‌ଆପ୍‌ ଗ୍ରୁପ୍‌’ରେ ମଧ୍ୟ ସେ ଭୁଲ୍‌କ୍ରମେ ଉକ୍ତ ପୋଷ୍ଟ୍‌କୁ ସେୟାର୍‌ କରିପକାଇଥିଲେ। ଜୁନ୍‌ ୨୧ ତାରିଖ ରାତି ୧୦ଟାରୁ ୧୦.୩୦ ମଧ୍ୟରେ କୋହ୍ଲେ ଦୋକାନ ବନ୍ଦ କରି ଦୁଇଚକିଆ ଯାନ‌ ଚଳାଇ ଘରକୁ ଫେରୁଥିବା ବେଳେ ଘଟଣାଟି ଘଟିଥିଲା। ତାଙ୍କ ସହିତ ଅନ୍ୟ ଗୋଟାଏ ଗାଡ଼ିରେ ୨୭ ବର୍ଷିୟ ପୁଅ ସଙ୍କେତ ଏବଂ ପତ୍ନୀ ବୈଷ୍ଣବୀ ମଧ୍ୟ ଯାଉଥିଲେ । ଏହି ମାମଲାରେ ୬ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଗକୁ ଏନଆଇଏ ଏହି ଘଟଣା ତଦନ୍ତ କରିବ।

ଏହାର ସପ୍ତାହ ପୂର୍ବରୁ ରାଜସ୍ଥାନର ଉଦୟପୁରରେ ୨ ଜଣ ଆତଙ୍କବାଦୀ କହ୍ନେୟାଲାଲଙ୍କୁ ଗଳା କାଟି ହତ୍ୟା କରିଥିଲେ। ଘଟଣାଟି ଉଦୟପୁର ପୂର୍ବରୁ ଘଟିଥିଲେ ମଧ୍ୟ ସମାନ ପ୍ରକାର ଷଡ଼ଯନ୍ତ୍ର ଥିବା ଚର୍ଚ୍ଚା ହେଉଛି।

Powered by Froala Editor

Tags murder

Related articles Odisha News Lens 4.1

  • ବାଲେନ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ...
    ଦେଶ-ଦେଶାନ୍ତର

    ବାଲେନ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ...

    15074
    Mar 28, 2026
  • ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା
    ମନୋରଞ୍ଜନ

    ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା

    15218
    Mar 28, 2026
  • ଓଜନ କମାଇବାର ସହଜ ଉପାୟ
    ବିଶେଷ

    ଓଜନ କମାଇବାର ସହଜ ଉପାୟ

    15556
    Mar 28, 2026
  • ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ: ବାଲେନ୍ଦ୍ର ଶାହା
    ଦେଶ-ଦେଶାନ୍ତର

    ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ: ବାଲେନ୍ଦ୍ର ଶାହା

    13932
    Mar 28, 2026
  • ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି
    ଦେଶ-ଦେଶାନ୍ତର

    ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି

    14058
    Mar 28, 2026
  •  ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଜରୁରୀ ଅବତରଣ କଲା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ
    ଦେଶ-ଦେଶାନ୍ତର

    ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଜରୁରୀ ଅବତରଣ କଲା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ

    14468
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା
    ବିଶେଷ

    ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15009
    Mar 27, 2026
  • ପୁଣି ଏମରଜେନ୍ସିଂ ଲ୍ୟାଣ୍ଡ କଲା ବିମାନ
    ଦେଶ-ଦେଶାନ୍ତର

    ପୁଣି ଏମରଜେନ୍ସିଂ ଲ୍ୟାଣ୍ଡ କଲା ବିମାନ

    15335
    Mar 28, 2026
  • ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ
    ଦେଶ-ଦେଶାନ୍ତର

    ଲିଭ୍‌-ଇନ୍‌ରେ ରହିପାରିବେ ବିବାହିତ ପୁରୁଷ

    15059
    Mar 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା

    15218
    Mar 28, 2026
  • ବିଶେଷ

    ଓଜନ କମାଇବାର ସହଜ ଉପାୟ

    15556
    Mar 28, 2026
  • ଦେଶ-ଦେଶାନ୍ତର

    ହିମସ୍ଖଳନରେ ୭ ଜଣଙ୍କ ମୃତ୍ୟୁ, ବରଫ ତଳେ ଅନେକ ଗାଡ଼ି

    14058
    Mar 28, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17389
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17454
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17803
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16273
    Apr 03, 2021

ବିଶେଷ

  • ଓଜନ କମାଇବାର ସହଜ ଉପାୟ

    15556
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15009
    Mar 27, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    15413
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15035
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    14017
    Mar 22, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15029
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15535
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13830
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14272
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଜରୁରୀ ଅବତରଣ କଲା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ

    14468
    Mar 28, 2026
  • ପୁଣି ଏମରଜେନ୍ସିଂ ଲ୍ୟାଣ୍ଡ କଲା ବିମାନ

    15335
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15009
    Mar 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In