Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 16, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଫ୍ଲାଏଓଭରରୁ ୪୦ ଫୁଟ୍ ତଳକୁ ଖସିପଡ଼ିଲେ ୪ ଜଣ

ଫ୍ଲାଏଓଭରରୁ ୪୦ ଫୁଟ୍ ତଳକୁ ଖସିପଡ଼ିଲେ ୪ ଜଣ

2022-06-29 18:31:25
14995
Share:
Facebook
Twitter
E-Mail
WhatsApp
Telegram
ଫ୍ଲାଏଓଭରରୁ ୪୦ ଫୁଟ୍ ତଳକୁ ଖସିପଡ଼ିଲେ ୪ ଜଣ

ମହାରାଷ୍ଟ୍ର ଅନ୍ତର୍ଗତ ଜଲଗାଓଁ ଜିଲ୍ଲାର ନଶିରାବାଦ ଠାରେ ଗୋଟିଏ ଫ୍ଲାଏଓଭର୍‌ରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୪ ଜଣଙ୍କ ଜୀବନ ଯାଇଛି । ଦୁଇଟି ପିକଅପ୍‌ ଭ୍ୟାନର ଛାତ ଉପରେ ବସି ଯାଉଥିବା ୪ ଜଣ ଲୋକ ଫ୍ଲାଏଓଭର୍‌ରୁ ସିଧା ୪୦ ଫୁଟ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ସେମାନଙ୍କ ଜୀବନ ଚାଲି ଯାଇଛି। ଏହି ଲୋକମାନେ ବସିଥିବା ୨ଟି ପିକ୍‌ଭ୍ୟାନକୁ ସାମ୍ନାରୁ ଆସୁଥିବା ଗୋଟିଏ ଟ୍ରକ୍‌ ଧକ୍କା ଦେବାକୁ ଏପରି ଘଟଣା ଘଟିଛି। ଦୁର୍ଘଟଣାରେ ଆଉ ୧୧ ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ନଶିରାବାଦ ଓ ଜଲଗାଓଁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବୁଧବାର ସକାଳ ପ୍ରାୟ ୬.୪୫ରେ ମହାରାଷ୍ଟ୍ର ଅନ୍ତର୍ଗତ ଜଲଗାଓଁ ଜିଲ୍ଲାର ନଶିରାବାଦ ଠାରେ ଗୋଟିଏ ଦ୍ରୁତଗାମୀ ଟ୍ରକ୍ ହଠାତ୍ ସାମ୍ନାରୁ ଆସୁଥିବା ଦୁଇଟି ଯାକ ପିକ୍ଅପ ଭ୍ୟାନକୁ ଧକ୍କା ଦେଇଥିଲେ। ଟ୍ରକ୍‌ ଧକ୍କା ଦେବାରୁ ପିକ୍‌ ଭ୍ୟାନ୍‌ର ଛାତ ଉପରେ ବସିଥିବା ୪ ଜଣ ଲୋକ ସିଧା ଫ୍ଲାଏଓଭର୍‌ରୁ ୪୦ ଫୁଟ ତଳକୁ ଖସି ପଡ଼ିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ଜୀବନ ଯାଇଥିଲା। ପୁଲିସ୍‌ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ସେ କହିଛନ୍ତି।

ନଶିରାବାଦ ପୁଲିସ୍‌ ଷ୍ଟେସନର ଏପିଆଇ ଅନୀଲ ମୋରେ କହିଛନ୍ତି, ନଶିରାବାଦର ରେଳବାଇ ଫ୍ଲାଏଓଭର୍‌ରେ ଏହି ଦୁର୍ଘଟଣା ଘଟିଛି। ଦୁଇଟି ପିକଅପ ଭ୍ୟାନ୍‌ରେ ପ୍ରାୟ ୧୫ ଜଣ ଲୋକ ଫୈଜପୁରର ସଭଦାରେ ଥିବା ଗୋଟିଏ ମାର୍କେଟକୁ ଛେଳି ବିକ୍ରି କରିବାକୁ ଯାଉଥିଲେ। ଏମାନଙ୍କ ମଧ୍ୟରୁ କିଛି ଲୋକ ପିକ ଭ୍ୟାନର କ୍ୟାବିନେରେ ବସିଥିବା ବେଳେ ୪ ଜଣ ଛାତ ଉପରେ ବସିଥିଲେ।

Powered by Froala Editor

Tags flyover

Related articles Odisha News Lens 4.1

  •  ଆଜି ରାଜକୋଟରେ ବିଜୟ ରୁପାଣୀଙ୍କୀ ଶେଷକୃତ୍ୟ
    ଦେଶ-ଦେଶାନ୍ତର

    ଆଜି ରାଜକୋଟରେ ବିଜୟ ରୁପାଣୀଙ୍କୀ ଶେଷକୃତ୍ୟ

    14456
    Jun 16, 2025
  • ସେହି ‘୧୧ ଏ ସିଟ୍‌’ର କାହାଣୀ : ୨୭ ବର୍ଷ ପୂର୍ବରୁ ବି ଏମିତି ଘଟିସାରିଛି...
    ଦେଶ-ଦେଶାନ୍ତର

    ସେହି ‘୧୧ ଏ ସିଟ୍‌’ର କାହାଣୀ : ୨୭ ବର୍ଷ ପୂର୍ବରୁ ବି ଏମିତି ଘଟିସାରିଛି...

    15390
    Jun 15, 2025
  • ଜୁନ୍ ୧୯ରେ ମହାକାଶ ଯିବ ଆକ୍ସମ୍-୪ ମିଶନ
    ଦେଶ-ଦେଶାନ୍ତର

    ଜୁନ୍ ୧୯ରେ ମହାକାଶ ଯିବ ଆକ୍ସମ୍-୪ ମିଶନ

    14994
    Jun 15, 2025
  • କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ଯାତ୍ରୀ ଓ ୨ ପାଇଲଟ ମୃତ
    ଦେଶ-ଦେଶାନ୍ତର

    କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ଯାତ୍ରୀ ଓ ୨ ପାଇଲଟ ମୃତ

    15272
    Jun 15, 2025
  • ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ: ଡୋନାଲ୍ଡ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ: ଡୋନାଲ୍ଡ ଟ୍ରମ୍ପ

    14384
    Jun 15, 2025
  • ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ
    ମନୋରଞ୍ଜନ

    ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ

    14391
    Jun 15, 2025
  • ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ
    ଦେଶ-ଦେଶାନ୍ତର

    ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ

    13394
    Jun 16, 2025
  • ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ
    ଦେଶ-ଦେଶାନ୍ତର

    ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ

    13913
    Jun 15, 2025
  • ଲାରି ଏଲିସନ ବିଶ୍ଵର ୨ୟ ଧନୀ
    ଦେଶ-ଦେଶାନ୍ତର

    ଲାରି ଏଲିସନ ବିଶ୍ଵର ୨ୟ ଧନୀ

    14322
    Jun 15, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୁନ୍ ୧୯ରେ ମହାକାଶ ଯିବ ଆକ୍ସମ୍-୪ ମିଶନ

    14994
    Jun 15, 2025
  • ବାଣିଜ୍ୟ

    ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15158
    Jun 14, 2025
  • ଦେଶ-ଦେଶାନ୍ତର

    ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ: ଡୋନାଲ୍ଡ ଟ୍ରମ୍ପ

    14384
    Jun 15, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16660
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16965
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15491
    Apr 03, 2021

ବିଶେଷ

  • କେଶ ଝଡ଼ିବା କମାଇବ ଯୋଗ

    14529
    Jun 13, 2025
  • କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14577
    Jun 13, 2025
  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    15647
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର

    15176
    Jun 11, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    14242
    Jun 10, 2025

ବାଣିଜ୍ୟ

ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

ମୁମ୍ବାଇ: ଭାରତର ୧ ନମ୍ବର ଡାକ୍ତରଙ୍କ ଦ୍ୱାରା ସୁପାରିଶ କରାଯାଉଥିବା ଶିଶୁ ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ପିତୃ ଦିବସ ପାଳନ କରିବାକୁ ଯାଇ ଏକ ହୃଦୟସ୍ପର୍ଶୀ ଡିଭିସି ଫିଲ୍ମ ଉନ୍ମୋଚନ କରିଛି । ଲୋକପି୍ର ...

  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14481
    May 30, 2025
  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15702
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16329
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14033
    Feb 06, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15158
    Jun 14, 2025
  • ସେହି ‘୧୧ ଏ ସିଟ୍‌’ର କାହାଣୀ : ୨୭ ବର୍ଷ ପୂର୍ବରୁ ବି ଏମିତି ଘଟିସାରିଛି...

    15390
    Jun 15, 2025
  • ଲାରି ଏଲିସନ ବିଶ୍ଵର ୨ୟ ଧନୀ

    14322
    Jun 15, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In