Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ...

  • ସୀମାରେ ସ୍ଥିତି ସମୀକ୍ଷା କଲେ ରାଜନାଥ

  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

  • ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ

  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ...

  • ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ...

  • ଏକ ଯୁଗର ଅବସାନ : ରୋହିତଙ୍କ ପରେ ଅବସର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

2022-06-01 08:10:32
15956
Share:
Facebook
Twitter
E-Mail
WhatsApp
Telegram
କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଏଥିସହ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମତେ ଅନେକ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।

ମୋଦୀ ଟ୍ୱିଟ କରି କହିଛନ୍ତି ଯେ, କ୍ରିଷ୍ଣକୁମାର ଜଣେ ଭଲ ଗାୟକ ଥିଲେ । ସେ ପ୍ରତ୍ୟେକ ବର୍ଗର ଲୋକଙ୍କ ମନକୁ ଛୁଇଁଲା ଭଳି ଗୀତ ଗାଇଥିବାବେଳେ ଅନେକ ଭାଷାରେ ବି ଗୀତ ଗାଇ ସମସ୍ତଙ୍କୁ ମୁଗ୍ଧ କରିଛନ୍ତି । ତାଙ୍କ ଅକାଳ ମୃତ୍ୟୁ ସଙ୍ଗୀତ ଜଗତ ପାଇଁ ଅପୁରଣୀୟ କ୍ଷତି ପହଞ୍ଚାଇଛନ୍ତି । ସେହିପରି ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ମ୍ୟୁଜିକ ଡିରେକ୍ଟର ଭିଶାଲ ଆଦି ଅନେକ ସହଯୋଗୀଙ୍କୁ ହରାଇ ଶୋକ ପ୍ରକାଶ କରିଛନ୍ତି ।

ପ୍ରକାଶ ଯେପରଲୋକରେ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେ। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। କୋଲକାତାର ନଜୁରଲ ମଞ୍ଚଠାରେ ଏକ କନସର୍ଟରେ ଗାଇବା ପରେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡିଗଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁହାଯାଉଛି ଯେ ହୃଦଘାତରେ କେକେଙ୍କର ମୃତ୍ୟୁ ହୋଇଛି, କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ। ଦୁଇ ଦିନିଆ କନ୍ସର୍ଟ ପାଇଁ କେ.କେ କୋଲକାତା ଆସିଥିଲେ। ସୋମବାର ମଧ୍ୟ ତାଙ୍କର କନ୍ସର୍ଟ ହୋଇଥିଲା। ସେ ବିବେକାନନ୍ଦ କଲେଜରେ ସେହି କାର୍ୟ୍ୟକ୍ରମ କରିଥିଲେ। କିନ୍ତୁ ଦ୍ୱିତୀୟ ଦିନ କନସର୍ଟ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା ଆଉ ସବୁଦିନ ପାଇଁ ସେ ସମସ୍ତଙ୍କୁ ଛାଡି ଚାଲିଗଲେ।

Powered by Froala Editor

Tags Modi

Related articles Odisha News Lens 4.1

  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ
    ଦେଶ-ଦେଶାନ୍ତର

    ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

    13617
    May 13, 2025
  • ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ଭାରତ
    ଦେଶ-ଦେଶାନ୍ତର

    ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ଭାରତ

    14398
    May 12, 2025
  • ଏକ ଯୁଗର ଅବସାନ : ରୋହିତଙ୍କ ପରେ ଅବସର ଘୋଷଣା କଲେ କୋହଲି
    ଖେଳ ଖବର

    ଏକ ଯୁଗର ଅବସାନ : ରୋହିତଙ୍କ ପରେ ଅବସର ଘୋଷଣା କଲେ କୋହଲି

    14791
    May 12, 2025
  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍
    ଦେଶ-ଦେଶାନ୍ତର

    ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

    15611
    May 12, 2025
  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ
    ଦେଶ-ଦେଶାନ୍ତର

    ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ

    13968
    May 12, 2025
  • ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ଜାଣନ୍ତୁ କଣ?
    ଦେଶ-ଦେଶାନ୍ତର

    ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ଜାଣନ୍ତୁ କଣ?

    14372
    May 13, 2025
  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ
    ବିଶେଷ

    ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13705
    May 13, 2025
  • ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ
    ଦେଶ-ଦେଶାନ୍ତର

    ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ

    13991
    May 13, 2025
  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

    15592
    May 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

    15592
    May 12, 2025
  • ଦେଶ-ଦେଶାନ୍ତର

    ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ

    13968
    May 12, 2025
  • ଦେଶ-ଦେଶାନ୍ତର

    ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ଭାରତ

    14398
    May 12, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16597
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16883
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15436
    Apr 03, 2021

ବିଶେଷ

  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13705
    May 13, 2025
  • କଲରା ସହ ଏସବୁ ଖାଇବା ମନା

    14756
    May 12, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...

    15848
    May 12, 2025
  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15578
    May 10, 2025
  • ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ

    15491
    May 10, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16260
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13976
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14769
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15297
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୀମାରେ ସ୍ଥିତି ସମୀକ୍ଷା କଲେ ରାଜନାଥ

    15319
    May 13, 2025
  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

    15592
    May 12, 2025
  • ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ଜାଣନ୍ତୁ କଣ?

    14372
    May 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In