Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 04, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ...

ରାଜ୍ୟ
Home ›› ରାଜ୍ୟ ››ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଅଭିଯୋଗ

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଅଭିଯୋଗ

2022-05-29 06:11:40
15222
Share:
Facebook
Twitter
E-Mail
WhatsApp
Telegram
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଅଭିଯୋଗ

ଭୁବନେଶ୍ୱର:  ନନ୍ଦନକାନନରେ ସିଂହୀ ଗଙ୍ଗା ମୃତ୍ୟୁ ଘଟଣାକୁ ନେଇ ଥାନାରେ ଅଭିଯୋଗ । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି । ଚିକିତ୍ସାରେ ବିଳମ୍ବ ଅଭିଯୋଗ କରି ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସିଂହୀ ବ୍ୟବଚ୍ଛେଦ ଏମ୍ସ ଦ୍ୱାରା କରିବାକୁ ଦାବି କରାଯାଇଛି । ଗତକାଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଥିଲା । ବିଷଧର ସାପ କାମୁଡ଼ାରେ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତ ସିଂହୀ ଗଙ୍ଗାର ବୟସ ୧୫ ବର୍ଷ ଥିଲା । ତାକୁ ୨୦୧୫ରେ ଇସ୍ରାଏଲରୁ ଅଣାଯାଇଥିଲା । ନନ୍ଦନକାନନର ୩୦ ନମ୍ବର ଖୁଆଡ଼ରେ ରହୁଥିଲା ସିଂହୀ । ସିଂହୀ ଗଙ୍ଗାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୧୬ଟି ସିଂହ ଅଛନ୍ତି । ଏଥିରେ ଏସିଆଟିକ୍ ସିଂହ ୮ଟି, ହାଇବ୍ରିଡ ସିଂହ ୭ଟି, ଆଫ୍ରିକିଆନ୍ ସିଂହ ଗୋଟିଏ ରହିଛନ୍ତି ।

Powered by Froala Editor

Tags nandankanan

Related articles Odisha News Lens 4.1

  • ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ
    ବିଶେଷ

    ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ

    14141
    Jul 03, 2025
  • ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୁଅନ୍ତି କୋଟିପତି
    ବିଶେଷ

    ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୁଅନ୍ତି କୋଟିପତି

    15701
    Jul 03, 2025
  •  କୋରାପୁଟ କଫି ସଂସଦ କମ୍ପ୍ଲେକ୍ସ କ୍ୟାଣ୍ଟିନରେ ସାମିଲ ହେବାକୁ ବାଚସ୍ପତିଙ୍କୁ ସୁଜିତ ...
    ଦେଶ-ଦେଶାନ୍ତର

    କୋରାପୁଟ କଫି ସଂସଦ କମ୍ପ୍ଲେକ୍ସ କ୍ୟାଣ୍ଟିନରେ ସାମିଲ ହେବାକୁ ବାଚସ୍ପତିଙ୍କୁ ସୁଜିତ ...

    13857
    Jul 03, 2025
  • ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଏହି ଉପହାର ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଏହି ଉପହାର ଦେଲେ ମୋଦୀ

    13911
    Jul 04, 2025
  • ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି
    ଦେଶ-ଦେଶାନ୍ତର

    ବର୍ଷା ବିତ୍ପାତ, ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି

    14490
    Jul 04, 2025
  • ନିରୋଗ ରହିବାର ଉପାୟ ଜାଣନ୍ତୁ.....
    ବିଶେଷ

    ନିରୋଗ ରହିବାର ଉପାୟ ଜାଣନ୍ତୁ.....

    14323
    Jul 02, 2025
  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି
    ବାଣିଜ୍ୟ

    ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15237
    Jul 04, 2025
  • ଛାଡ଼ପତ୍ର ଚର୍ଚ୍ଚାରେ ଏହି ଦୁଇ ଯୋଡି, ଜାଣନ୍ତୁ କିଏ ?
    ଦେଶ-ଦେଶାନ୍ତର

    ଛାଡ଼ପତ୍ର ଚର୍ଚ୍ଚାରେ ଏହି ଦୁଇ ଯୋଡି, ଜାଣନ୍ତୁ କିଏ ?

    14096
    Jul 04, 2025
  • ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
    ଦେଶ-ଦେଶାନ୍ତର

    ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ

    14314
    Jul 03, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ

    14141
    Jul 03, 2025
  • ଦେଶ-ଦେଶାନ୍ତର

    ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଏହି ଉପହାର ଦେଲେ ମୋଦୀ

    13911
    Jul 04, 2025
  • ବିଶେଷ

    ନିରୋଗ ରହିବାର ଉପାୟ ଜାଣନ୍ତୁ.....

    14323
    Jul 02, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16605
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16720
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17036
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15524
    Apr 03, 2021

ବିଶେଷ

  • ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମିଳିଥାଏ ଏହି ଲାଭ

    14141
    Jul 03, 2025
  • ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୁଅନ୍ତି କୋଟିପତି

    15701
    Jul 03, 2025
  • ନିରୋଗ ରହିବାର ଉପାୟ ଜାଣନ୍ତୁ.....

    14323
    Jul 02, 2025
  • ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ, ହୋଇପାରେ ଏହି ସମସ୍ୟା

    14072
    Jul 02, 2025
  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    15587
    Jun 30, 2025

ବାଣିଜ୍ୟ

ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

ବ୍ରାଣ୍ଡ୍‌ ଆୟୋଡିନ ସମ୍ପର୍କରେ ସମଗ୍ର ପୁରୀ, ଭୁବନେଶ୍ୱର, କୋଣାର୍କ ଏବଂ କଟକରେ ସଚେତନତା ସୃଷ୍ଟି କରିବାକୁ ପଥପ୍ରାନ୍ତ ନାଟକର ସୁଯୋଗ ନେଉଛି 

ଭୁବନେଶ୍ୱର: ପୁରୀରେ ‘ଜୟ ଜଗନ୍ନାଥ& ...

  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16232
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14042
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15567
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15546
    Jun 20, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ

    14314
    Jul 03, 2025
  • ଛାଡ଼ପତ୍ର ଚର୍ଚ୍ଚାରେ ଏହି ଦୁଇ ଯୋଡି, ଜାଣନ୍ତୁ କିଏ ?

    14096
    Jul 04, 2025
  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15237
    Jul 04, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In