Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ...

  • ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ...

  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ...

  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ...

  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

  • ଆସାମରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା

  • ଦକ୍ଷିଣ ନାଇଜେରିଆରେ ମିଲିଟାରୀ ବିମାନ ...

  • ମାୟାନଗରୀ ଛାଡି ହିମାଚଳର ଶାନ୍ତ ...

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ›› ଫୋନରେ କଥା ହୋଇପାରିବେନି ସରକାରୀ କର୍ମଚାରୀ !

ଫୋନରେ କଥା ହୋଇପାରିବେନି ସରକାରୀ କର୍ମଚାରୀ !

2022-03-16 07:34:33
14953
Share:
Facebook
Twitter
E-Mail
WhatsApp
Telegram
 ଫୋନରେ କଥା ହୋଇପାରିବେନି ସରକାରୀ କର୍ମଚାରୀ !

ନୂଆଦିଲ୍ଲୀ: କାମ ସମୟରେ ସରକାରୀ କର୍ମଚାରୀ ଫୋନରେ ବ୍ୟକ୍ତିଗତ କଥା ହେବା ଅନୁଚିତ। ଏହା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ। ମଙ୍ଗଳବାର କିଛି ଏମିତି ରାୟ ରଖିଛନ୍ତି ମାଦ୍ରାସ ହାଇକୋର୍ଟ। ମାଦ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଯେ, ସରକାରୀ କର୍ମଚାରୀଙ୍କୁ ଅଫିସ୍ ସମୟରେ ବ୍ୟକ୍ତିଗତ କାରଣ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ନ ଦିଆଯାଉ। ଏ ବାବଦରେ ନିୟମ ପ୍ରସ୍ତୁତ କରିବାକୁ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଦ୍ରାସ ହାଇକୋର୍ଟ।

କର୍ମକ୍ଷେତ୍ରରେ ମୋବାଇଲ୍ ଫୋନର ବ୍ୟବହାର ଯୋଗୁ ନିଲମ୍ବିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି ବେଳେ ଜଷ୍ଟିସ୍ ସୁବ୍ରମଣ୍ୟମ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ସୁବ୍ରମଣ୍ୟମ୍ କହିଛନ୍ତି ଯେ, କାର୍ଯ୍ୟ ସମୟରେ ସରକାରୀ କର୍ମଚାରୀଙ୍କ ଦ୍ୱାରା ବ୍ୟକ୍ତିଗତ କାରଣ ପାଇଁ ଫୋନର ବ୍ୟବହାର ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି, ଯାହାକି ଭୁଲ୍। ଏହି ପ୍ରସଙ୍ଗରେ ନିୟମ ପ୍ରସ୍ତୁତ କରିବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Powered by Froala Editor

Tags Phone

Related articles Odisha News Lens 4.1

  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ
    ଦେଶ-ଦେଶାନ୍ତର

    ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ

    13418
    Oct 06, 2026
  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ
    ଦେଶ-ଦେଶାନ୍ତର

    ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ

    13975
    Oct 06, 2026
  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ
    ଦେଶ-ଦେଶାନ୍ତର

    କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

    14902
    Oct 06, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....
    ବିଶେଷ

    ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14025
    Oct 06, 2026
  • ଆସାମରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଆସାମରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା

    13826
    Oct 06, 2026
  • ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ
    ଦେଶ-ଦେଶାନ୍ତର

    ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ

    14108
    Oct 06, 2026
  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼
    ମନୋରଞ୍ଜନ

    ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

    14568
    Oct 06, 2026
  • ମାୟାନଗରୀ ଛାଡି ହିମାଚଳର ଶାନ୍ତ ପରିବେଶରେ ରହିବେ ଆଦିତ୍ୟ-ୟାମି
    ମନୋରଞ୍ଜନ

    ମାୟାନଗରୀ ଛାଡି ହିମାଚଳର ଶାନ୍ତ ପରିବେଶରେ ରହିବେ ଆଦିତ୍ୟ-ୟାମି

    14875
    Oct 06, 2026
  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି

    14652
    Oct 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

    14568
    Oct 06, 2026
  • ଦେଶ-ଦେଶାନ୍ତର

    ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ

    13975
    Oct 06, 2026
  • ଦେଶ-ଦେଶାନ୍ତର

    ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ

    13418
    Oct 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17155
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17847
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17807
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18223
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14025
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14450
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15473
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14146
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15883
    Sep 23, 2026

ବାଣିଜ୍ୟ

ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

ପୂର୍ବରୁ ସୁନା ଚମକ ଆଗରେ ରୁପା ଫିକା ପଡ଼ିଥିଲା । ମାତ୍ର ଏବେ ରୁପାରେ ଚମକ ରହିଥିବା କହିଛନ୍ତି ବ୍ୟବସାୟୀ । ଲୋକେ ସୁନା ପରିବର୍ତ୍ତେ ରୁପା ମୁହାଁ ହୋଇଛନ୍ତି । ପାର୍ବଣରେ ଏହି ଧାରା ଆହୁରି ଦୃଢ଼ ହୋଇଛି । ଏହାକୁ ଦେଖି ସୁନା ଦୋକାନୀ ଏବଂ ବ୍ୟବସାୟୀମାନେ ବ୍ୟାପକ ବର୍ଗର ଗହଣା ରେଞ୍ଜ୍ ସହ ଆକର୍ଷଣୀୟ ଅଫର ଦେଉଛନ୍ତି ।

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15388
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15052
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14403
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14351
    Sep 26, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

    14902
    Oct 06, 2026
  • ମାୟାନଗରୀ ଛାଡି ହିମାଚଳର ଶାନ୍ତ ପରିବେଶରେ ରହିବେ ଆଦିତ୍ୟ-ୟାମି

    14875
    Oct 06, 2026
  • ଆସାମରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା

    13826
    Oct 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In