Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 21, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଦୁର୍ଦ୍ଧାନ୍ତ ମାଓନେତା ବାସବରାଜ ମୃତ, ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ବଲିଉଡ୍‌ରେ ଚାଲିଛି ବିବାହ ଋତୁ, ୨୧ରେ ଶିବାନୀଙ୍କ ହାତ ଧରିବେ ଫରହାନ୍‌

ବଲିଉଡ୍‌ରେ ଚାଲିଛି ବିବାହ ଋତୁ, ୨୧ରେ ଶିବାନୀଙ୍କ ହାତ ଧରିବେ ଫରହାନ୍‌

2022-02-06 07:50:20
14318
Share:
Facebook
Twitter
E-Mail
WhatsApp
Telegram
ବଲିଉଡ୍‌ରେ ଚାଲିଛି ବିବାହ ଋତୁ, ୨୧ରେ ଶିବାନୀଙ୍କ ହାତ ଧରିବେ ଫରହାନ୍‌

ମୁମ୍ବାଇ: କୋଭିଡ୍ ପାଇଁ ପାଖାପାଖି ଦୁଇ ବର୍ଷ ହେଲା ସବୁକିଛି ଅଟକି ଯାଇଥିଲା । ବହୁ ସେଲିବ୍ରିଟି ସେମାନଙ୍କ ବିବାହ ସ୍ଥଗିତ କରି ଦେଇଥିଲେ । ଏବେ ସଂକ୍ରମଣ ସାମାନ୍ୟ କମିବା ପରେ ବଲିଉଡ୍‌ରେ ଆରମ୍ଭ ହୋଇଯାଇଛି ବିବାହ ଋତୁ । ଜଣଙ୍କ ପରେ ଜଣେ ଲଭ୍ ବାର୍ଡ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏଥିରେ ସାମିଲ ହେବାକୁ ଯାଉଛନ୍ତି ଫରହାନ୍ ଅଖତର ଓ ଶିବାନୀ ଦାଣ୍ଡେକର । ଆସନ୍ତା ୨୧ରେ ସେମାନଙ୍କ ଶାହାନାଇ ବାଜିବ । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିବା ଫରହାନ୍‌ଙ୍କ ପିତା ଜାଭେଦ୍ ଅଖତର ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବିବାହ ପାଇଁ ଦୁଇ ପରିବାର ଭିତରେ ନିଷ୍ପତ୍ତି ହୋଇସାରିଛି । ଶିବାନୀ ଜଣେ ଭଲ ଝିଅ । ଫରହାନ୍ ସହିତ ଶିବାନୀଙ୍କ ସମ୍ପର୍କ ପାଖାପାଖି ୪ ବର୍ଷ ହେଲା ରହିଥିଲା । ଉଭୟ ପରସ୍ପରକୁ ଭଲ ଭାବେ ଜାଣିବା ପରେ ଏବେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଆମେ ଦୁଇ ପରିବାର ସହମତି ଦେଇଛୁ ।

ତେବେ କୋଭିଡ୍ ପାଇଁ ଅଧିକ ଲୋକଙ୍କ ନିମନ୍ତ୍ରଣ କରାଯିବନି । ସୀମିତ ବନ୍ଧୁ ବାନ୍ଧବ ଓ ଅତି ନିକଟତର ସମ୍ପର୍କୀୟଙ୍କୁ ବିବାହ ଉତ୍ସବରେ ସାମିଲ କରାଯିବ । ପୂରା କୋଭିଡ୍ କଟକଣା ଭିତରେ ସବୁକିଛି ହେବ ବୋଲି ଜାଭେଦ୍ କହିଛନ୍ତି ।

Powered by Froala Editor

Tags Farhan Akhtar And Shibani Dandekar

Related articles Odisha News Lens 4.1

  • ଦୁର୍ଦ୍ଧାନ୍ତ ମାଓନେତା ବାସବରାଜ ମୃତ, ମୁଣ୍ଡରେ ଥିଲା ଦେଢ଼ କୋଟିର ପୁରସ୍କାର
    ଦେଶ-ଦେଶାନ୍ତର

    ଦୁର୍ଦ୍ଧାନ୍ତ ମାଓନେତା ବାସବରାଜ ମୃତ, ମୁଣ୍ଡରେ ଥିଲା ଦେଢ଼ କୋଟିର ପୁରସ୍କାର

    13480
    May 21, 2025
  • ସ୍ନାନ ଜଳରେ ମିଶାନ୍ତୁ  ଏହି ସ୍ୱତନ୍ତ୍ର ଜିନିଷ,  ହୋଇଥାଏ ଶୁଭ
    ବିଶେଷ

    ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14302
    May 21, 2025
  • ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର
    ଦେଶ-ଦେଶାନ୍ତର

    ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର

    14190
    May 21, 2025
  • ବିଜୁଳି ଖସିଲା,  ଶ୍ରୀନଗରରେ ଜରୁରି ଅବତରଣ କଲା ଇଣ୍ଡିଗୋ
    ଦେଶ-ଦେଶାନ୍ତର

    ବିଜୁଳି ଖସିଲା, ଶ୍ରୀନଗରରେ ଜରୁରି ଅବତରଣ କଲା ଇଣ୍ଡିଗୋ

    14246
    May 21, 2025
  • କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ...
    ଦେଶ-ଦେଶାନ୍ତର

    କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ...

    13686
    May 21, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ
    ବିଶେଷ

    ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14715
    May 21, 2025
  • ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍
    ଦେଶ-ଦେଶାନ୍ତର

    ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

    15496
    May 20, 2025
  • ଚିକିତ୍ସାରେ ବଡ଼ ସଫଳତା : ଡାକ୍ତର ଦାବି କଲେ, ୯ ଦିନରେ ଭଲ କରିବୁ ରକ୍ତ କର୍କଟ
    ଦେଶ-ଦେଶାନ୍ତର

    ଚିକିତ୍ସାରେ ବଡ଼ ସଫଳତା : ଡାକ୍ତର ଦାବି କଲେ, ୯ ଦିନରେ ଭଲ କରିବୁ ରକ୍ତ କର୍କଟ

    14222
    May 21, 2025
  • କାନ୍ସ ଫେଷ୍ଟିଭାଲରେ ମୋଦୀ !
    ମନୋରଞ୍ଜନ

    କାନ୍ସ ଫେଷ୍ଟିଭାଲରେ ମୋଦୀ !

    14103
    May 21, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

    15496
    May 20, 2025
  • ଦେଶ-ଦେଶାନ୍ତର

    ଦୁର୍ଦ୍ଧାନ୍ତ ମାଓନେତା ବାସବରାଜ ମୃତ, ମୁଣ୍ଡରେ ଥିଲା ଦେଢ଼ କୋଟିର ପୁରସ୍କାର

    13480
    May 21, 2025
  • ବିଶେଷ

    ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14715
    May 21, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16611
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16901
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15446
    Apr 03, 2021

ବିଶେଷ

  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14715
    May 21, 2025
  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14302
    May 21, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    14077
    May 20, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15759
    May 20, 2025
  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15713
    May 19, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16273
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13988
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14781
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15307
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର

    14190
    May 21, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14715
    May 21, 2025
  • ଦୁର୍ଦ୍ଧାନ୍ତ ମାଓନେତା ବାସବରାଜ ମୃତ, ମୁଣ୍ଡରେ ଥିଲା ଦେଢ଼ କୋଟିର ପୁରସ୍କାର

    13480
    May 21, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In