ଅଯୋଧ୍ୟା ନିକଟରେ ଭୂମିକମ୍ପ ଝଟକା
ଗୁରୁବାର ରାତିରେ ଉତ୍ତର ପ୍ରଦେଶର ଅଯୋଧ୍ୟା ନିକଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଝଟକା ପରେ ଲୋକେ ଭୟରେ ଘରୁ ବାହାରରୁ ଚାଲି ଆସିଥିଲେ ।
୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା ରିକ୍ଟର୍ ସ୍କେଲ୍ରୁ ଜଣାପଡ଼ିଛି ବୋଲି ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ (ଏନ୍ସିଏସ୍) ସୂଚନା ଦେଇଛି। ରିପୋର୍ଟ ଅନୁସାରେ, ଗୁରୁବାର ରାତି ୧୨ଟାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ନେପାଳ ବୋଲି ସୂଚନା ମିଳିଛି । ତେବେ ଏନେଇ ଅଧିକ ତଥ୍ୟ ମିଳିପାରି ନାହିଁ ।
Powered by Froala Editor