Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 01, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ସ୍ଥାନରେ ବର୍ଷକୁ ୨୦୦ ଥର ହେଉଛି ...

  • ବର୍ଷା ବିତ୍ପାତ: ଗଲାଣି ୩୨ ଜୀବନ

  • ରୁଷରେ ଟ୍ରେନ ଦୁର୍ଘଟଣା: ୭ ମୃତ, ୭୦ ଆହତ

  • ସିଝା ଅଣ୍ଡାରେ ମାଲିସ୍‌

  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

  • ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ...

  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ...

  • ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ...

  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

ବିଶେଷ
Home ›› ବିଶେଷ ››ତୁରନ୍ତ ଏହି ଖରାପ ଅଭ୍ୟାସ ଛାଡ଼ନ୍ତୁ, ନହେଲେ ଆପଣ ଏମିତି ସମସ୍ୟାରେ ପଡ଼ି ପାରନ୍ତି

ତୁରନ୍ତ ଏହି ଖରାପ ଅଭ୍ୟାସ ଛାଡ଼ନ୍ତୁ, ନହେଲେ ଆପଣ ଏମିତି ସମସ୍ୟାରେ ପଡ଼ି ପାରନ୍ତି

2021-11-23 05:08:31
14529
Share:
Facebook
Twitter
E-Mail
WhatsApp
Telegram
ତୁରନ୍ତ ଏହି ଖରାପ ଅଭ୍ୟାସ ଛାଡ଼ନ୍ତୁ, ନହେଲେ ଆପଣ ଏମିତି ସମସ୍ୟାରେ ପଡ଼ି ପାରନ୍ତି


–ଅଧିକାଂଶ ଲୋକଙ୍କର ଏହି ଧାରଣା ଥାଏ ଯେ, ହାଡ଼ ଗୁଡ଼ିକ ଦୁର୍ବଳ ହେବା  ଓ ଗଣ୍ଠି ଆଦିରେ ଯନ୍ତ୍ରଣା( ଜଏଣ୍ଟ ପେନ୍‌) ସମସ୍ୟା ବୃଢ଼ାବସ୍ଥାରେ  ହୋଇଥାଏ। ହେଲେ ଆପଣ ନିଜର ଆଖପାଖରେ ଅନେକ ଏମିତି ବୟସ୍କ ଲୋକଙ୍କୁ ଦେଖିଥିବେ ,ଯେଉଁମାନଙ୍କର ବୃଦ୍ଧାବସ୍ଥାରେ ବି କୌଣସି ସମସ୍ୟା ହୋଇନଥାଏ ।

ବାସ୍ତବରେ ହାଡ଼ ଗୁଡ଼ିକର ଦୃଢ଼ତା ଆମର ଜୀବନଶୈଳୀ ଉପରେ ନିର୍ଭର କରିଥାଏ । ଏହାକୁ ଆମେ ସମତୁଲ ମଧ୍ୟ କରିପାରିବା । ଯଦି ଆମେ ନିଜର ଖରାପ ଅଭ୍ୟାସରେ ସୁଧାର ଆଣି ପାରିବା ତ  ଆମର ହାଡ଼ ଗୁଡ଼ିକୁ ସୁସ୍ଥ ଓ ମଜବୁତ୍‌ ରଖି ପାରିବା । ଏକ୍ସପର୍ଟଙ୍କ ମୁତାବିକ ଆମର କିଛି ଅଭ୍ୟାସ ହାଡ଼ ଉପରେ ଖରାପ ପ୍ରଭାପ ପକାଇ ଥାଏ ।

ସ୍ମୋକିଂ କରିବା –

ଏକ୍ସପର୍ଟଙ୍କ ମୁତାବିକ, ତମାଖୁ ଆମର ଶରୀରର ଟିସୁରେ ଏକ ପ୍ରକାରର ନ୍ୟୁକ୍ଲିୟର ସୃଷ୍ଟି କରିଥାଏ,ଯାହାକୁ ମୁକ୍ତ କଣିକା କୁହାଯାଏ । ଏହା ଫୁସ୍‌ଫୁସ୍‌ ସହ  ଆମର ହାଡ଼କୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ । ଯେଉଁ ଲୋକ ତମାଖୁ ନେଇଥାନ୍ତି , ତାଙ୍କର ଶରୀରରେ ହାଡ଼ ଗୁଡ଼ିକର ଘନତ୍ୱ କମ୍‌ ହୋଇଥାଏ । ବାସ୍ତବରେ  ମୁକ୍ତ କଣିକା ଆପଣଙ୍କ ହାଡ଼କୁ ତିଆରି କରୁଥିବା କୋଶିକା ବା ସେଲ୍‌କୁ ମାରି ଦେଇଥାଏ ।

ଏହା ବ୍ୟତୀତ ସ୍ମୋକିଂ କାରଣରୁ ଆମର ଶରୀରରେ ଷ୍ଟ୍ରେସ୍‌ ହର୍ମୋନ କୋର୍ଟିସୋଲର ପ୍ରଡକ୍ସନ ବଢ଼ିଯାଏ । କୋର୍ଟିସୋଲ ଆମର ବୋନ୍‌ ଷ୍ଟକ୍‌କୁ କମ୍‌ କରିଥାଏ । ଯଦି କେବେ ହାଡ଼ ଭାଙ୍ଗି ଯାଏ ତ ସ୍ମୋକିଂ ଆପଣଙ୍କର ବ୍ଲଡ୍‌ ସେଲ୍ସକୁ  କ୍ଷତି ପହଞ୍ଚାଇ ରିକଭର ହେବାର ପ୍ରକ୍ରିୟାକୁ ଧିମା କରିଦିଏ ।

ବ୍ୟାୟାମ ନକରିବା –

ବ୍ୟାୟାମ ନକରିବା କରଣରୁ ହାଡ଼କୁ କ୍ଷତିପହଞ୍ଚିବାର ବିପଦ ବଢ଼ିଯାଏ । ମାଂସପେଶୀ ଶକ୍ତ ହେବା ଦ୍ୱାରା ହାଡ଼କୁ ମଜବୁତ୍‌ ମିଳିଥାଏ । ଏଥିପାଇଁ ବ୍ୟାୟାମ କରିବା ନିହାତି ଜରୁରୀ । ଓଜନିଆ ଜିନି, ଉଠାଇବା ଓ ଦ୍ରୁତ ଗତିରେ ଚାଲିବ ଦ୍ୱାରା ମଧ୍ୟ  ଆପଣଙ୍କର ହାଡ଼ ମଜବୁତ୍‌ ହୋଇଥାଏ ।

ମଦ୍ୟପାନ କରିବା – ଏକ୍ସପର୍ଟଙ୍କ ଅନୁସାରେ , ମଦ୍ୟ ପାନ କରିବା ଦ୍ୱାରା ମଧ୍ୟ ଶରୀରରେ କୋର୍ଟିସୋଲ ବଢ଼ିଯାଏ , ଯେଉଁଥିରେ ବୋନ୍‌ ଷ୍ଟକ୍‌ କମ୍ ହୋଇଯାଏ । ମଦ ଯୋଗୁଁ  ଶରୀରରେ ଏଷ୍ଟ୍ରୋଜନ ଓ ଟେଷ୍ଟୋଷ୍ଟେରୋନର ସ୍ତର ମଧ୍ୟ ହ୍ରାସ ପାଇଥାଏ । ଏହି ଦୁଇ ହର୍ମୋନ୍‌  ହାଡ଼ର ସୁସ୍ଥତା ପାଇଁ ଭଲ ହୋଇଥାଏ।

ଖରାରୁ ଦୂରେଇ ରହିବା –

ଭିଟାମିନ୍‌-ଡି ରେ ହାଡ଼ ମଜବୁତ୍ ହୋଇଥାଏ । ଜାଣି ରଖନ୍ତୁ କି ଭିଟାମି୍ନ୍‌ ଡିର ଅଭାବରୁ  ହାଡ଼ ପତଳା ଓ ଗୁରୁତର ହୋଇଯାଏ ।  ଏହି ଭିଟାମିନ୍‌ ସୂର୍ୟ୍ୟଙ୍କ ଠାରୁ ମିଳିଥାଏ । ଯଦି ଆପଣ ଘର ବାହାରେ କିଛି ସମୟ ନବିତାନ୍ତି ତ ଆପଣଙ୍କ ଶରୀରରେ ଭିଟାମିନ୍‌-ଡିର ଅଭାବ ଦେଖାଦିଏ । ହାଡ଼ର ମଜବୁତ୍‌ ପାଇଁ  କ୍ୟାଲସିୟମ୍‌ର ଆବଶ୍ୟକ ମଧ୍ୟ ହୋଇଥାଏ ।

Powered by Froala Editor

Tags Habbit

Related articles Odisha News Lens 4.1

  •  ସିଝା ଅଣ୍ଡାରେ ମାଲିସ୍‌
    ବିଶେଷ

    ସିଝା ଅଣ୍ଡାରେ ମାଲିସ୍‌

    14763
    Jun 01, 2025
  • ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ
    ମନୋରଞ୍ଜନ

    ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ

    14458
    May 31, 2025
  • ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ
    ମନୋରଞ୍ଜନ

    ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ

    13707
    May 31, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା
    ବିଶେଷ

    ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13523
    May 31, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ
    ବିଶେଷ

    କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15450
    Jun 01, 2025
  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ
    ବିଶେଷ

    ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

    15671
    May 31, 2025
  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ
    ଦେଶ-ଦେଶାନ୍ତର

    ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ

    13765
    May 31, 2025
  • ଏହି ସ୍ଥାନରେ ବର୍ଷକୁ ୨୦୦ ଥର ହେଉଛି ଭୂମିକମ୍ପ
    ଦେଶ-ଦେଶାନ୍ତର

    ଏହି ସ୍ଥାନରେ ବର୍ଷକୁ ୨୦୦ ଥର ହେଉଛି ଭୂମିକମ୍ପ

    13329
    Jun 01, 2025
  • ରୁଷରେ ଟ୍ରେନ ଦୁର୍ଘଟଣା: ୭ ମୃତ, ୭୦ ଆହତ
    ଦେଶ-ଦେଶାନ୍ତର

    ରୁଷରେ ଟ୍ରେନ ଦୁର୍ଘଟଣା: ୭ ମୃତ, ୭୦ ଆହତ

    13855
    Jun 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ

    13765
    May 31, 2025
  • ବିଶେଷ

    ସିଝା ଅଣ୍ଡାରେ ମାଲିସ୍‌

    14763
    Jun 01, 2025
  • ମନୋରଞ୍ଜନ

    ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ

    13707
    May 31, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16636
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16927
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15466
    Apr 03, 2021

ବିଶେଷ

  • ସିଝା ଅଣ୍ଡାରେ ମାଲିସ୍‌

    14763
    Jun 01, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15450
    Jun 01, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13523
    May 31, 2025
  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

    15671
    May 31, 2025
  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    16008
    May 29, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15682
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16296
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14009
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14807
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରୁଷରେ ଟ୍ରେନ ଦୁର୍ଘଟଣା: ୭ ମୃତ, ୭୦ ଆହତ

    13855
    Jun 01, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13523
    May 31, 2025
  • ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ

    14458
    May 31, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In