Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, March 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

  • ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ...

  • ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ...

  • ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ...

  • ସୋସିଆଲ ମିଡିଆ ବ୍ୟବହାର ପାଇଁ ...

  • ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ...

  • ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ...

  • ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା

  • ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଟିବାୟୋଟିକ ...

  • ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ରାସ୍ତାରେ ଭୟଙ୍କର ଦୃଶ୍ୟ: ଜଣଙ୍କ ପରେ ଜଣଙ୍କୁ ଦଳି ଚାଲିଲା ସେଡାନ କାର୍‌

ରାସ୍ତାରେ ଭୟଙ୍କର ଦୃଶ୍ୟ: ଜଣଙ୍କ ପରେ ଜଣଙ୍କୁ ଦଳି ଚାଲିଲା ସେଡାନ କାର୍‌

2021-11-09 18:08:10
14504
Share:
Facebook
Twitter
E-Mail
WhatsApp
Telegram
ରାସ୍ତାରେ ଭୟଙ୍କର ଦୃଶ୍ୟ: ଜଣଙ୍କ ପରେ ଜଣଙ୍କୁ ଦଳି ଚାଲିଲା ସେଡାନ କାର୍‌

ରାଜସ୍ଥାନର ଯୋଧପୁରରେ ଗୋଟିଏ ସେଡାନ କାର୍‌ ରାସ୍ତାରେ ଯାଉଥିବା ଏକାଧିକ ଲୋକ ଓ ବାଇକଗୁଡ଼ିକ ଉପରେ ମାଡ଼ି ଯାଇଛି। ପଛପଟୁ କାର୍‌ଟି ଲୋକଙ୍କ ଉପରେ ମାଡ଼ି ଯାଉଥିବା ବେଳର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭରେ କଏଦ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଅନୁମାନ କରାଯାଉଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିନି।

ସୂଚନା ଅନୁଯାୟୀ, ଯୋଧପୁର ସ୍ଥିତ ଗୋଟିଏ ବସ୍ତି ପାଖ ରାସ୍ତାରେ ଏପରି ଘଟଣା ଘଟିଛି। ସବୁ ଦିନ ଭଳି ଆଜି ମଧ୍ୟ ଲୋକମାନେ ଗାଡ଼ି ମୋଟରରେ ଯିବା ଆସିବା କରୁଥିଲେ। ସେହିପରି ଆଉ କିଛି ଚାଲି ଚାଲି ମଧ୍ୟ ଯିବା ଆସିବା କରୁଥିଲେ। ହଠାତ୍‌ ଗୋଟିଏ ଧଳା ରଙ୍ଗର ସେଡାନ ଦ୍ରୁତଗତିରେ ରାସ୍ତାରେ ଆସିବା ସହ ଗୋଟିଏ ପରେ ଗୋଟିଏ ବାଇକକୁ ଧକ୍କା ଦେଇ ଆଗକୁ ମାଡ଼ି ଚାଲିଥିଲା। ରାସ୍ତାରେ ଯାଉଥିବା କିଛି ଲୋକଙ୍କୁ ମଧ୍ୟ ଗାଡ଼ିଟି ପଛପଟୁ ଧକ୍କା ଦେଇଥିଲା। ସିରିଜ୍‌ ଦୁର୍ଘଟଣା କରିବା ପରେ ଶେଷରେ ରାସ୍ତା କଡ଼ରେ ଥିବା ଗୋଟିଏ ଉଠା ଦୋକାନରେ ଗାଡ଼ିଟି ପିଟି ହେବା ସହ ଅଟକି ଯାଇଥିଲା। ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ପରେ ଏପରି ଘଟିଥିବା କୁହାଯାଉଛି। ପୁଲିସ୍ ଗାଡ଼ି ଚାଳକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ମୃତକଙ୍କ ପରିବାର ସହ ଆଲୋଚନା କରିଛନ୍ତି ଗେହଲଟ୍ ।

Powered by Froala Editor

Tags car

Related articles Odisha News Lens 4.1

  • ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବାଲେନ ଶାହ
    ଦେଶ-ଦେଶାନ୍ତର

    ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବାଲେନ ଶାହ

    13559
    Mar 27, 2026
  • ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ

    14239
    Mar 26, 2026
  • ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା
    ଦେଶ-ଦେଶାନ୍ତର

    ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା

    13925
    Mar 26, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା
    ବିଶେଷ

    ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    14659
    Mar 27, 2026
  • ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ନାୟରା
    ଦେଶ-ଦେଶାନ୍ତର

    ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ନାୟରା

    13659
    Mar 26, 2026
  • ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ପୋକ, ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ
    ଦେଶ-ଦେଶାନ୍ତର

    ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ପୋକ, ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ

    14425
    Mar 27, 2026
  • ସୋସିଆଲ ମିଡିଆ ବ୍ୟବହାର ପାଇଁ ବାଧ୍ୟତାମୂଳକ ହେବ କେଓ୍ବାଇସି
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆ ବ୍ୟବହାର ପାଇଁ ବାଧ୍ୟତାମୂଳକ ହେବ କେଓ୍ବାଇସି

    15039
    Mar 26, 2026
  • ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା
    ଦେଶ-ଦେଶାନ୍ତର

    ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା

    15119
    Mar 26, 2026
  • ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ସୀତାରମଣ, କହିଲେ ଏହା....
    ଦେଶ-ଦେଶାନ୍ତର

    ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ସୀତାରମଣ, କହିଲେ ଏହା....

    13946
    Mar 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ପୋକ, ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ

    14425
    Mar 27, 2026
  • ଦେଶ-ଦେଶାନ୍ତର

    ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବାଲେନ ଶାହ

    13559
    Mar 27, 2026
  • ଦେଶ-ଦେଶାନ୍ତର

    ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ

    14239
    Mar 26, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17386
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17450
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17798
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16270
    Apr 03, 2021

ବିଶେଷ

  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    14659
    Mar 27, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    15112
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    14991
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13975
    Mar 22, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    15126
    Mar 20, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15020
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15528
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13828
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14268
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା

    15119
    Mar 26, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    14659
    Mar 27, 2026
  • ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ପୋକ, ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ

    14425
    Mar 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In