ଡାକ୍ତରଖାନାରେ ଭର୍ତ୍ତି ହେଲେ ପିସିସି ସଭାପତି
ଭୁବନେଶ୍ବର: ଡାକ୍ତରଖାନାରେ ଭର୍ତ୍ତି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବୁଧବାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ପିସିସି ଉପସଭାପତି ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି ।
Powered by Froala Editor