ଦି ଘୋଷ୍ଟ ଫିଲ୍ମର ପୋଷ୍ଟର ରିଲିଜ

ଦି ଘୋଷ୍ଟ ଫିଲ୍ମର ପୋଷ୍ଟର ଆଜି ରିଲିଜ ହୋଇଛି । ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ଜନ୍ମଦିନ ଅବସରରେ ଫିଲ୍ମର ମେକର୍ସ ପ୍ରଶଂସକଙ୍କୁ ଏହି ଭେଟି ଦେଇଛନ୍ତି । ଏଥିରେ ନାଗାର୍ଜୁନଙ୍କ ଏକ ଭୟଙ୍କର ରୂପ ଦେଖିବାକୁ ମିଳିଛି । ରକ୍ତ ଝରୁଥିବା ଏକ ଖଣ୍ଡା ଧରି ସେ ଏକ କ୍ରୁର ଶାସକ ଭାବେ ଆସୁଛନ୍ତି । ପ୍ରବୀଣ ସତାରୁ ନିର୍ଦ୍ଦେଶିତ ଏହି ଫିଲ୍ମର ପୋଷ୍ଟର ଓ ଲେଟରରେ ରାଇଫଲ ଓ ଟାର୍ଗେଟ ଚିହ୍ନ ଦିଆଯାଇଛି । କାଜଲ ଅଗ୍ରୱାଲ ମୁଖ୍ୟ ଅଭିନେତ୍ରୀ ଦାୟିତ୍ୱ ତୁଲାଉଛନ୍ତି ।
Powered by Froala Editor