Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 28, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେନିଆରେ ଦୁର୍ଘଟଣାଗ୍ରସ୍ତ ବିମାନରେ ...

  • ଅରୁଣାଚଳ ପ୍ରଦେଶ ସୀମାରେ ଆଉ ଏକ ବାୟୁସେନା ...

  • ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ...

  • ଏହି ଖାଦ୍ୟ ଖାଇସାରି ପିଅନ୍ତୁ ନାହିଁ ପାଣି

  • କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ...

  • ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ...

  • ବଲିଉଡରେ ପାଦ ଦେଲେ ୟୁଟ୍ୟୁବର ଭୁବନ

  • ଆଜି ସାରା ଦେଶରେ ଏସଆଇଆର ଘୋଷଣା କରିବେ ...

  • ପାକିସ୍ତାନ-ଆଫଗାନିସ୍ତାନ ଦ୍ବିପାକ୍ଷିକ ...

  • ମନ୍ଥା ପାଇଁ ୩ ରାଜ୍ୟକୁ ରେଡ ଆଲର୍ଟ ଜାରି

ମନୋରଞ୍ଜନ
Home ›› ମନୋରଞ୍ଜନ ››ବଲିଉଡରେ ପାଦ ଦେଲେ ୟୁଟ୍ୟୁବର ଭୁବନ

ବଲିଉଡରେ ପାଦ ଦେଲେ ୟୁଟ୍ୟୁବର ଭୁବନ

2025-10-27 19:33:21
15026
Share:
Facebook
Twitter
E-Mail
WhatsApp
Telegram
ବଲିଉଡରେ ପାଦ ଦେଲେ ୟୁଟ୍ୟୁବର ଭୁବନ

ୟୁଟ୍ୟୁବର ଭୁବନ ବାମ ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କୁ କରନ୍‌ ଜୋହରଙ୍କ ଧର୍ମା ପ୍ରଡକସନ୍‌ର ରୋମାଣ୍ଟିକ୍‌ କମେଡି ‘କୁକୁ କି କୁଣ୍ଡଲି’ରେ ଦେଖିବାକୁ ମିଳିବ । ‘କୁକୁ କି କୁଣ୍ଡଲି’ରେ ଭୁବନଙ୍କ ସହ ଅଭିନେତ୍ରୀ ୱାମିକା ଗବ୍ୱି ନଜର ଆସିବେ । ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ଶରଣ ଶର୍ମା । ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଜରିଆରେ ଭୁବନ ଏହି ସୂଚନା ଦେଇଛନ୍ତି । ସେହି ପୋଷ୍ଟରେ ନିକଟରେ ଧର୍ମା ପ୍ରଡକସନ୍‌ ସହ ଫିଲ୍ମ ଲାଗି ସେ ସାଇନ୍‌ କରିଥିବା କଣ୍ଟ୍ରାକ୍ଟର ଫଟୋ ରହିଛି ।

୩୧ ବର୍ଷୀୟ ଭୁବନ ୨୦୧୫ରେ ୟୁଟ୍ୟୁବ୍‌ ଚ୍ୟାନେଲ ‘ବିବି କି ଭାଇନ୍ସ’ ଆରମ୍ଭ କରିଥିଲେ । ଏକ ଛୋଟ ରୁମ୍‌ରେ ମୋବାଇଲ୍‌ ଫୋନ୍‌ ସାହାଯ୍ୟରେ ଭିଡିଓ ରେକର୍ଡ କରୁଥିଲେ । ୟୁଟ୍ୟୁବ୍‌ରେ ଲୋକପ୍ରିୟତା ବଢ଼ିବା ପରେ ୨୦୧୬ରେ ସେ ମ୍ୟୁଜିକ୍‌ ଭିଡିଓ ‘ତେରି ମେରି କାହାନୀ’ ଲଞ୍ଚ କରିଥିଲେ । ଶର୍ଟ ଫିଲ୍ମ ‘ପ୍ଲସ ମାଇନସ୍‌’ ଲାଗି ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମିଳିଥିଲା ।

ଏହାପୂର୍ବରୁ ଭୁବନ ଜିୟୋ ହଟଷ୍ଟାରର ସିରିଜ୍‌ ‘ତାଜା ଖବର’ ଜରିଆରେ ଅଭିନୟ ଜଗତରେ ପାଦ ରଖିଥିଲେ । ‘କୁକୁ କି କୁଣ୍ଡଲି’ ବ୍ୟତୀତ ତାଙ୍କ ହାତରେ ଆମାଜନ୍‌ ପ୍ରାଇମ୍‌ ଭିଡିଓର ଅପକମିଂ ୱେବ୍‌ସିରିଜ୍‌ ‘ଦ ରିଭୋଲ୍ୟୁଶନାରିଜ୍‌’ ମଧ୍ୟ ରହିଛି । ସେହି ୱେବ୍‌ସିରିଜ୍‌ ଆସନ୍ତାବର୍ଷ ରିଲିଜ୍‌ ହେବ ।

Powered by Froala Editor

Tags bhuban

Related articles Odisha News Lens 4.1

  • ପାକିସ୍ତାନ-ଆଫଗାନିସ୍ତାନ ଦ୍ବିପାକ୍ଷିକ ବୈଠକ ବିଫଳ
    ଦେଶ-ଦେଶାନ୍ତର

    ପାକିସ୍ତାନ-ଆଫଗାନିସ୍ତାନ ଦ୍ବିପାକ୍ଷିକ ବୈଠକ ବିଫଳ

    15231
    Oct 27, 2025
  • ଅରୁଣାଚଳ ପ୍ରଦେଶ ସୀମାରେ ଆଉ ଏକ ବାୟୁସେନା ଘାଟି ନିର୍ମାଣ କରୁଛି ଚୀନ
    ଦେଶ-ଦେଶାନ୍ତର

    ଅରୁଣାଚଳ ପ୍ରଦେଶ ସୀମାରେ ଆଉ ଏକ ବାୟୁସେନା ଘାଟି ନିର୍ମାଣ କରୁଛି ଚୀନ

    14586
    Oct 28, 2025
  • ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ଖରାପ
    ବିଶେଷ

    ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ଖରାପ

    15302
    Oct 28, 2025
  • ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ହେବ SIR
    ଦେଶ-ଦେଶାନ୍ତର

    ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ହେବ SIR

    13682
    Oct 27, 2025
  • ମନ୍ଥା ପାଇଁ ୩ ରାଜ୍ୟକୁ ରେଡ ଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ମନ୍ଥା ପାଇଁ ୩ ରାଜ୍ୟକୁ ରେଡ ଆଲର୍ଟ ଜାରି

    13639
    Oct 27, 2025
  • କେନିଆରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଲଗିଲା ନିଆଁ
    ଦେଶ-ଦେଶାନ୍ତର

    କେନିଆରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଲଗିଲା ନିଆଁ

    14959
    Oct 28, 2025
  • ଆଜି ସାରା ଦେଶରେ ଏସଆଇଆର ଘୋଷଣା କରିବେ ନିର୍ବାଚନ କମିଶନ
    ଦେଶ-ଦେଶାନ୍ତର

    ଆଜି ସାରା ଦେଶରେ ଏସଆଇଆର ଘୋଷଣା କରିବେ ନିର୍ବାଚନ କମିଶନ

    13836
    Oct 27, 2025
  • କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା
    ଅପରାଧ

    କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା

    13841
    Oct 27, 2025
  • ବଲିଉଡରେ ପାଦ ଦେଲେ ୟୁଟ୍ୟୁବର ଭୁବନ
    ମନୋରଞ୍ଜନ

    ବଲିଉଡରେ ପାଦ ଦେଲେ ୟୁଟ୍ୟୁବର ଭୁବନ

    15026
    Oct 27, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମନ୍ଥା ପାଇଁ ୩ ରାଜ୍ୟକୁ ରେଡ ଆଲର୍ଟ ଜାରି

    13639
    Oct 27, 2025
  • ଅପରାଧ

    କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା

    13841
    Oct 27, 2025
  • ଦେଶ-ଦେଶାନ୍ତର

    ଅରୁଣାଚଳ ପ୍ରଦେଶ ସୀମାରେ ଆଉ ଏକ ବାୟୁସେନା ଘାଟି ନିର୍ମାଣ କରୁଛି ଚୀନ

    14586
    Oct 28, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16807
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16903
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17261
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15721
    Apr 03, 2021

ବିଶେଷ

  • ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ଖରାପ

    15302
    Oct 28, 2025
  • ଏହି ଖାଦ୍ୟ ଖାଇସାରି ପିଅନ୍ତୁ ନାହିଁ ପାଣି

    13989
    Oct 28, 2025
  • ଏମାନେ କେବେ ବି ଖାଇବା ଉଚିତ ନୁହେଁ ଭେଣ୍ଡି

    14081
    Oct 27, 2025
  • ମହିଳାଙ୍କ ଏପରି ଗୁଣ କରିଦିଏ ବରବାଦ

    15317
    Oct 27, 2025
  • ଖାଇବା ପରେ କରନ୍ତୁନି ଏହିସବୁ କାମ

    13762
    Oct 26, 2025

ବାଣିଜ୍ୟ

ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

ପାଣ୍ଠିର ଅଭାବ ପାଇଁ ଚଳିତ ବର୍ଷ ଦେଶରେ ୧୧,୨୨୩ଟି ଷ୍ଟାର୍ଟଅପ୍ ବନ୍ଦ ହୋଇଯାଇଛି। ଲେଅଫ୍‌ ଡଟ୍‌ ଏଫ୍‌ୱାଇଆଇ ତଥ୍ୟ ଅନୁସାରେ ହାଇକ୍, ବିପ୍‌କାର୍ଟ, ଆଷ୍ଟ୍ରା, ଓହମ୍ ମୋବିଲିଟି, କୋଡ୍‌ ପ୍ୟାରୋଟ୍‌, ବ୍ଲିପ୍, ସବ୍‌ଟଲ୍‌ ଏଆଇ, ଓଟିପାଏ, ଲଗ୍‌ ୯ ମାଟେରିଆଲ୍&zwn ...

  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    14996
    Oct 13, 2025
  • ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

    15844
    Sep 26, 2025
  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14303
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14088
    Sep 16, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାକିସ୍ତାନ-ଆଫଗାନିସ୍ତାନ ଦ୍ବିପାକ୍ଷିକ ବୈଠକ ବିଫଳ

    15231
    Oct 27, 2025
  • ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ହେବ SIR

    13682
    Oct 27, 2025
  • ଏହି ଖାଦ୍ୟ ଖାଇସାରି ପିଅନ୍ତୁ ନାହିଁ ପାଣି

    13989
    Oct 28, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In