ଜୟ ଢୋଲକିଆଙ୍କ ଘରେ ବିଜେଡିର ଏହି ଟାଣୁଆ ନେତା
ନୂଆପଡ଼ା: ଜୟ ଢୋଲକିଆଙ୍କ ଘରେ କଳାହାଣ୍ଡି ଜିଲାର ବିଜେଡିର ଟାଣୁଆ ନେତା ଲମ୍ବୋଧର ନିଆଲ । ଜୟଙ୍କ ଘରେ ୧ଘଣ୍ଟା ଧରି ଲମ୍ବୋଧର ଆଲୋଚନା କରିଥିବା ସୂଚନା ମିଳିଛି । ଲମ୍ବୋଧରଙ୍କ ସହ କୋମନା ବ୍ଲକର ବିଜେଡି ସଭାପତି ମଧ୍ୟ ଜୟଙ୍କ ସହ ଆଲୋଚନା କରିଛନ୍ତି । କୁହାଯାଉଛି ଯେ ଏମାନେ ସମସ୍ତେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପି ଦଳରେ ସାମିଲ ହୋଇପାରନ୍ତି ।
Powered by Froala Editor