ଦାଦନ ଶ୍ରମିକ ଚାଲାଣ କରି ଫସିଲେ କଲେଜ ଲାଇବ୍ରେରୀଆନ୍

କଣ୍ଟାବାଞ୍ଜି: ଦାଦନ ଶ୍ରମିକ ଚାଲାଣ କରି ଫସିଲେ କଲେଜ ଲାଇବ୍ରେରୀଆନ୍ । ବଲାଙ୍ଗୀର କଣ୍ଟାବାଞ୍ଜିର ପ୍ରକାଶ ବେହେରା କେଭି କଲେଜରେ ଲାଇବ୍ରେରୀଆନ୍ ଭାବରେ କାମ କରନ୍ତି। ଭାଇ ବ୍ରଜେଶ ବେହେରା ସହ ମିଶି ପ୍ରତିବର୍ଷ ହଜାର ହଜାର ବେଆଇନ ଦାଦନ ଶ୍ରମିକ ଚାଲାଣ କରୁଥିଲେ। ତେବେ ତାଙ୍କ ଘରେ ଚଢାଉ କରି ପୁଲିସ୍ ୫୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି।
Powered by Froala Editor