ନନ୍ଦନକାନନରେ ଆଉ ୧୧ଟି ହଳଦିଆ ଆନାକୋଣ୍ଡାଙ୍କ ଜନ୍ମ
ଭୁବନେଶ୍ଵର:ନନ୍ଦନକାନନରେ ଜନ୍ମନେଲେ ଆଉ ୧୧ଟି ହଳଦିଆ ଆନାକୋଣ୍ଡା । ଗତ ୨୯ରେ ୭ଟି ଆନାକୋଣ୍ଡା ସାବକ ଜନ୍ମ ନେଇଥିବା ବେଳେ ଏହାକୁ ମିଶାଇ ନନ୍ଦନକାନନରେ ମୋଟ୨୫ଟି ହଳଦିଆ ଆନାକୋଣ୍ଡା ରହିଛନ୍ତି । ନବଜାତ ୧୧ଟି ଆନାକୋଣ୍ଡା ସୁସ୍ଥ ଥିବା ସୂଚନା ମିଳିଛି ।
Powered by Froala Editor