ଶପଥ ଗ୍ରହଣ କଲେ ସୁଜିତ୍ କୁମାର
ଭୁବନେଶ୍ବର: ରାଜ୍ୟସଭା ସାଂସଦ ଭାବେ ସୁଜିତ୍ କୁମାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଉପନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ସୁଜିତ୍ । ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ନାମାଙ୍କନ ଭରିଥିଲେ ସୁଜିତ୍ । ସଂସଦରେ ଓଡିଆରେ ଶପଥ ନେଇଛନ୍ତି ସୁଜିତ୍ କୁମାର । ଶପଥ ଗ୍ରହଣ ପରେ ଜୟ ଜଗନ୍ନାଥ ଜୟ ହିନ୍ଦ କହି ସମ୍ବୋଧନ କରିଥିଲେ ।
Powered by Froala Editor