୨୧ ବର୍ଷ ପୂରିଥିଲେ କରିପାରିବେ ସୁଭଦ୍ରା ଆବେଦନ

ଭୁବନେଶ୍ୱର: ଯାହାଙ୍କୁ ୨୧ ବର୍ଷ ପୂରିଥିବ ସେମାନେ ସୁଭଦ୍ରା ଆବେଦନ କରିପାରିବେ । ୨୧ ପୂରିଥିଲେ ନୂତନଭାବେ ସୁଭଦ୍ରା ଆବେଦନ କରିପାରିବେ । ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି । ୨୧ ପୂରିଥିଲେ ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।
Powered by Froala Editor