Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 01, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ସ୍ଥାନରେ ବର୍ଷକୁ ୨୦୦ ଥର ହେଉଛି ...

  • ବର୍ଷା ବିତ୍ପାତ: ଗଲାଣି ୩୨ ଜୀବନ

  • ରୁଷରେ ଟ୍ରେନ ଦୁର୍ଘଟଣା: ୭ ମୃତ, ୭୦ ଆହତ

  • ସିଝା ଅଣ୍ଡାରେ ମାଲିସ୍‌

  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

  • ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ...

  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ...

  • ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ...

  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

ବିଶେଷ
Home ›› ବିଶେଷ ››ରୋଷେଇ ଘର ପାଇଁ ଏହି ଟିପ୍ସ ଜାଣନ୍ତୁ......

ରୋଷେଇ ଘର ପାଇଁ ଏହି ଟିପ୍ସ ଜାଣନ୍ତୁ......

2023-11-11 04:41:20
15689
Share:
Facebook
Twitter
E-Mail
WhatsApp
Telegram
ରୋଷେଇ ଘର ପାଇଁ ଏହି  ଟିପ୍ସ ଜାଣନ୍ତୁ......

ରୋଷେଇ ଘରର ଅଧିକାଂଶ ସ୍ଥାନରେ ଥିବା ଦାଗ ସହଜରେ ଛାଡ଼ି ନଥାଏ। ଯାହା ଦ୍ୱାରା ଏହା ବହୁତ ଅପରିଷ୍କାର ଦେଖାଯାଇଥାଏ। ଆମେ ଏହାକୁ ଛଡ଼ାଇବା ନିମନ୍ତେ ବହୁ ଦ୍ରବ୍ୟର ବ୍ୟବହାର କରିଥାଉ। ସେହିପରି ରୋଷେଇ ଘରେ ବାସନ ସଫା ସୁତୁରା ରଖିବା ଦ୍ୱାରା ତାହା ସୁନ୍ଦର ଦେଖାଯାଏ। ଅପରିଷ୍କାର, ଭଙ୍ଗା ବାସନ ରଖିବା ଦ୍ୱାରା ରୋଷେଇ ଘରର ସୌନ୍ଦର୍ୟ୍ୟ ନଷ୍ଟ ହୋଇଯାଏ। କିନ୍ତୁ ବେଳେବେଳେ ଖାଦ୍ୟ ତିଆରି କରିବା ବେଳେ ବାସନ ପୋଡି ଯାଇଥାଏ। ଏପରି ବାସନ ସହଜରେ ସଫା ହୋଇ ନଥାଏ। ଏହାକୁ ସଫା କରିବାକୁ ଅଧିକ ସମୟ ଲାଗିଥାଏ ଏବଂ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ। କିଛି ଏପରି ଉପାୟ ଅଛି ଯାହାକୁ ବ୍ୟବହାର କରି ଆମେ ରୋଷେଇ ଘରର ସମସ୍ତ ପ୍ରକାରର ଦାଗ , ବାସନଦାଗକୁ ସହଜରେ ଛଡ଼ାଇ ପାରିବା।
ଆସନ୍ତୁ ଜାଣିବା ତାହା କ’ଣ
ତେଲର ଦାଗ ଛଡ଼ାଇବା ନିମନ୍ତେ ଗରମ ପାଣିରେ କିଛି ବେକିଙ୍ଗ ସୋଡା ପକାଇ ଏହାକୁ ଏକ ବ୍ରସ୍‍ ମାଧ୍ୟମରେ ତେଲ ଚିକଟା ଥିବା ଜାଗାରେ ଭଲ ଭାବେ ଘଷି ୨୦ରୁ ୩୦ମିନିଟ ରଖନ୍ତୁ। ଏହା ପରେ ଏହାକୁ ଏକ କପଡ଼ା ସାହଯ୍ୟରେ ପୋଛି ଦିଅନ୍ତୁ। ଏହି ଚିକଟା ଅଂଶ ଭଲ ଭାବେ ସଫା ହୋଇଯିବ।
କଡ଼େଇ ଅଥବା ଯେକୌଣସି ପାତ୍ରରେ ଥିବା ପୋଡ଼ା ଦାଗକୁ ସଫା କରିବାକୁ ହେଲେ ଗରମ ପାଣି କରି ସୋଡ଼ାକୁ ପକାଇ ସେହି ପୋଡ଼ା ଥିବା ପାତ୍ରରେ ଢାଳି ରଖନ୍ତୁ। ଏହି ଦାଗ ସହଜରେ ଛାଡ଼ି ଯିବ।
ଚା’ ଛଣା ଓ ଚା’କପ ଆଦିରେ ବହୁ ଦିନ ହୋଇଗଲେ ଦାଗ ହୋଇଯାଏ। ଏହି ଦାଗକୁ ଛଡ଼ାଇବାକୁ ହେଲେ ଏକ ପାତ୍ରରେ ୩ ଚାମଚ ବେକିଙ୍ଗ ସୋଡାରେ ଏକ ଚାମଚ ପାଣି ମିଶାଇ ଏହାକୁ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଚା’ଛଣା, ଚା’ କପରେ ଲଗାଇ ୧୦ରୁ ୧୫ ମିନିଟ ରଖନ୍ତୁ। ଏହା ପରେ ଏହାକୁ ଧୋଇ ଦିଅନ୍ତୁ। ଏହା ଭଲ ଭାବେ ସଫା ହୋଇଯିବ।
ପୋଡି ଯାଇଥିବା ବାସନରେ ଏକ ଚାମଚ ବେକିଙ୍ଗ ସୋଡା ପକାଇ ଦିଅନ୍ତୁ। ସେଥିରେ ଦୁଇ ଚାମଚ ଲେମ୍ବୁ ରସ ଓ ଦୁଇ କପ ଗରମ ପାଣି ଢାଳନ୍ତୁ। ତାପରେ ଷ୍ଟିଲର ବାସନ ମଜାରେ ତାକୁ ଘଷି ସଫା କରନ୍ତୁ। ଏପରି କରିବା ଦ୍ୱାରା ବାସନରୁ ପୋଡା ଦାଗ ଛାଡିବା ସହ ଚମକ ବଜାୟ ରହିଥାଏ।
ଲେମ୍ବୁ ରସ: ଏକ କଞ୍ଚା ଲେମ୍ବୁ ନେଇ ତାକୁ ପୋଡି ଯାଇଥିବା ବାସନରେ କିଛି ସମୟ ଘଷନ୍ତୁ। ତାପରେ ସେଥିରେ ଦୁଇ କପ ଗରମ ପାଣି ଢାଳନ୍ତୁ। ଏକ ବ୍ରଶ ସାହାର୍ୟ୍ୟରେ ପୋଡି ଯାଇଥିବା ଅଂଶକୁ ଭଲ ଭାବେ ସଫା କରି ଦିଅନ୍ତୁ। ଏପରି ସଫା କରିବା ଦ୍ୱାରା ପୋଡା ଦାଗ ଶୀଘ୍ର ଛାଡି ଯାଇଥାଏ।
ଲୁଣ: ପୋଡି ଯାଇଥିବା ବାସନକୁ ଲୁଣ ଓ ପାଣି ଦ୍ୱାରା ମଧ୍ୟ ସଫା କରାଯାଇ ପାରିବ। ତେଣୁ ପାଣିକୁ ପ୍ରଥମେ ପୋଡି ଯାଇଥିବା ବାସନରେ ୪ମିନିଟ ଫୁଟାଇ ଦିଅନ୍ତୁ। ଏହାପରେ ବାସନ ମଜାକୁ ନେଇ ଆସ୍ତେ ଆସ୍ତେ ପୋଡା ଦାଗ ଉପରେ ଘଷନ୍ତୁ। ତାପରେ ଭଲ ପାଣିରେ ଧୋଇ ଦିଅନ୍ତୁ। ଆପଣ ଦେଖିବେ ବାସନରୁ ପୋଡା ଦାଗ ଭଲ ଭାବେ ଛାଡି ଯାଇଥିବ।
ଟମାଟୋ ରସ: ପୋଡି ଯାଇଥିବା ବାସନରୁ ଦାଗ ଛଡାଇବା ପାଇଁ ଟମାଟୋ ରସ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। ପୋଡି ଯାଇଥିବା ବାସନରେ ଟମାଟୋ ରସ ଓ ପାଣି ମିଶାଇ ଫୁଟାନ୍ତୁ। ତାପରେ ତାକୁ ଅଳ୍ପ ଘଷି ସଫା କରିଦିଅନ୍ତୁ। ଏପରି କରିବା ଦ୍ୱାରା ସହଜରେ ଦାଗ ଛାଡି ଯାଇଥାଏ।

Powered by Froala Editor

Tags Kitchen tips

Related articles Odisha News Lens 4.1

  •  ସିଝା ଅଣ୍ଡାରେ ମାଲିସ୍‌
    ବିଶେଷ

    ସିଝା ଅଣ୍ଡାରେ ମାଲିସ୍‌

    14791
    Jun 01, 2025
  • ଏହି ସ୍ଥାନରେ ବର୍ଷକୁ ୨୦୦ ଥର ହେଉଛି ଭୂମିକମ୍ପ
    ଦେଶ-ଦେଶାନ୍ତର

    ଏହି ସ୍ଥାନରେ ବର୍ଷକୁ ୨୦୦ ଥର ହେଉଛି ଭୂମିକମ୍ପ

    13361
    Jun 01, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା
    ବିଶେଷ

    ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13550
    May 31, 2025
  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ
    ଦେଶ-ଦେଶାନ୍ତର

    ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ

    13794
    May 31, 2025
  • ରୁଷରେ ଟ୍ରେନ ଦୁର୍ଘଟଣା: ୭ ମୃତ, ୭୦ ଆହତ
    ଦେଶ-ଦେଶାନ୍ତର

    ରୁଷରେ ଟ୍ରେନ ଦୁର୍ଘଟଣା: ୭ ମୃତ, ୭୦ ଆହତ

    13885
    Jun 01, 2025
  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ
    ବିଶେଷ

    ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

    15699
    May 31, 2025
  • ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ
    ମନୋରଞ୍ଜନ

    ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ

    14486
    May 31, 2025
  • ବର୍ଷା ବିତ୍ପାତ: ଗଲାଣି ୩୨ ଜୀବନ
    ଦେଶ-ଦେଶାନ୍ତର

    ବର୍ଷା ବିତ୍ପାତ: ଗଲାଣି ୩୨ ଜୀବନ

    13977
    Jun 01, 2025
  • ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ
    ମନୋରଞ୍ଜନ

    ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ

    13736
    May 31, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15477
    Jun 01, 2025
  • ମନୋରଞ୍ଜନ

    ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ

    14486
    May 31, 2025
  • ବିଶେଷ

    ସିଝା ଅଣ୍ଡାରେ ମାଲିସ୍‌

    14791
    Jun 01, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16636
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16927
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15466
    Apr 03, 2021

ବିଶେଷ

  • ସିଝା ଅଣ୍ଡାରେ ମାଲିସ୍‌

    14791
    Jun 01, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15477
    Jun 01, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13550
    May 31, 2025
  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

    15699
    May 31, 2025
  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    16035
    May 29, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15682
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16296
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14009
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14807
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13550
    May 31, 2025
  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ

    13794
    May 31, 2025
  • ସିଝା ଅଣ୍ଡାରେ ମାଲିସ୍‌

    14791
    Jun 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In