Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

  • ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ...

  • ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ...

  • ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ...

  • ୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ ...

  • ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ...

  • ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ...

  • ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ...

  • ନକଲି ଘିଅରେ ତିରୁପତି ଲଡୁ ତିଆରି

  • ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ...

ରାଜ୍ୟ
Home ›› ରାଜ୍ୟ ››୫ଟା ଯାଏ ଗୃହ ମୁଲତବୀ

୫ଟା ଯାଏ ଗୃହ ମୁଲତବୀ

2023-09-22 06:49:28
15720
Share:
Facebook
Twitter
E-Mail
WhatsApp
Telegram
୫ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଆଜି ବିଧାନସଭା ଆରମ୍ଭ ହେଉ ହେଉ ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । 

ଆଜି ପ୍ରଥମେ ବାଚସ୍ପତିଙ୍କ ସମେତ ସମସ୍ତ ସଦସ୍ୟ ଗୃହକୁ ଆସିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ବାଚସ୍ପତି ତଥା ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ଦିବଂଗତ ସଦସ୍ୟଙ୍କ ଉଦେ୍ଧଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ । ଓଡ଼ିଶାର ପୂର୍ବତନ  ବାଚସ୍ପତି, ପୂର୍ବତନ ସଦସ୍ୟା ଓ ସଦସ୍ୟ, ଓଡ଼ିଶା ପୁଲିସର ସମସ୍ତ ଦିବଙ୍ଗତ ସଦସ୍ୟଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଆସୀନ ସଦସ୍ୟ ଓ ପୂର୍ବତନ ବାଚସ୍ପତି ସ୍ବର୍ଗତଃ ସୂର୍ୟ୍ୟ ନାରାୟଣ ପାତ୍ର,   ପୂର୍ବତନ ସଦସ୍ୟ ସ୍ବର୍ଗତଃ ତ୍ରିଲୋଚନ କାନୁନଗୋ, ପୂର୍ବତନ ସଦସ୍ୟ ସ୍ବର୍ଗତଃ ରମେଶ ସୋରେନ, ପୂର୍ବତନ ସଦସ୍ୟା ସ୍ବର୍ଗତଃ ନିବେଦିତା ପ୍ରଧାନ , ପୂର୍ବତନ ସଦସ୍ୟ ସ୍ବର୍ଗତଃ କୁମର ବେହେରା, ପୂର୍ବତନ ଲାନସ ନାଏକ, ୪୯ ରାଷ୍ଟ୍ରୀୟ ରାଇଫଲ ସ୍ବର୍ଗତଃ ଦେବାଶିଷ ବିଶ୍ବାଳ, ପୂର୍ବତନ କନେଷ୍ଟବଳ (ଜି.ଡି.), ୬୦ ସି.ଆର.ପି.ଏଫ୍. ବାଟାଲିୟନ ସ୍ବର୍ଗତଃ ସୁଶାନ୍ତ କୁମାର ଖୁଣ୍ଟିଆ, ପୂର୍ବତନ କନେଷ୍ଟବଳ, ଓଡିଶା ପୁଲିସ ସ୍ବର୍ଗତଃ ସୁଶାନ୍ତ କୁମାର ମହାନ୍ତିଙ୍କ ଉଦେ୍ଧଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକପ୍ରସ୍ତାବ ଆଗତ  କରିଥିଲେ ।  ଉକ୍ତ ଶୋକପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ ।

ପରେ ସମସ୍ତ ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଦିଗଂଗତ ସଦସ୍ୟଙ୍କ ପାଇଁ  ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟ ନୀରବ ପ୍ରାର୍ଥନ କରିଥିଲେ । ପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଦିବଙ୍ଗତ ସଦସ୍ୟଙ୍କ ଉଦେଶ୍ୟରେ ଗୃହର ପ୍ରଥାମର୍ଦ୍ଧ କାର୍ୟ୍ୟକୁ ମୁଲତବି ରଖାଯାଇଛି। 

ବିଧାନସଭା ସଚିବାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହରେ ୨୦୨୩-୨୪ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ସେପ୍ଟେମ୍ବର ୨୩ ଏବଂ ୨୪ରେ ଚତୁର୍ଥ ଶନିବାର ଏବଂ ରବିବାର ପାଇଁ କୌଣସି କାର୍ୟ୍ୟ ଦିବସ ରହିବ ନାହିଁ। ପ୍ରଥମ ଅତିରିକ୍ତ ବଜେଟ୍ ପାଇଁ ଆଗତ ଖର୍ଚ୍ଚ ଅନୁଦାନ ଦାବି ଉପରେ ସେପ୍ଟେମ୍ବର ୨୮ ଏବଂ ୩୦ ରେ ଆଲୋଚନା ହେବ। ଖର୍ଚ୍ଚଦାବି ଆଲୋଚନା ପରେ ଅକ୍ଟୋବର ୩ରେ ଅତିରିକ୍ତ ବଜେଟ୍‌ର ଖର୍ଚ୍ଚ ଅନୁଦାନ ଦାବି ପ୍ରସ୍ତାବ ଉପସ୍ଥାପିତ ହେବ। ଶେଷ ଦିନଟି ଘରୋଇ ସଦସ୍ୟଙ୍କ କାର୍ୟ୍ୟ (ବିଲ୍ ଏବଂ ସଙ୍କଳ୍ପ) ପାଇଁ ସଂରକ୍ଷିତ ରଖାଯାଇଛି।

ସୂଚନାଯୋଗ୍ୟ ଯେ, ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ୨ଲକ୍ଷ ୩୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା ହୋଇଥିବା ବିଭିନ୍ନ ଯୋଜନାକୁ ନେଇ ଏହି ଅତିରିକ୍ତ ବଜେଟ୍‌ ଅଧିବେଶନ ୨ମାସ ପୂର୍ବରୁ ଆହୂତ ହୋଇଛି। ଅତିରିକ୍ତ ବଜେଟ ଆକାରରେ ପ୍ରାୟ ୨୦ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରସ୍ତାବ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବାର ସମ୍ଭାବନା ରହିଛି।

Powered by Froala Editor

Tags Assembly

Related articles Odisha News Lens 4.1

  • ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ଆକୃତି
    ଦେଶ-ଦେଶାନ୍ତର

    ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ଆକୃତି

    13904
    Sep 20, 2026
  • ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ଦୀପିକା-ରଣବୀର
    ମନୋରଞ୍ଜନ

    ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ଦୀପିକା-ରଣବୀର

    14314
    Sep 20, 2026
  • ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ବିରିୟାନି
    ଦେଶ-ଦେଶାନ୍ତର

    ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ବିରିୟାନି

    15018
    Sep 20, 2026
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ
    ଦେଶ-ଦେଶାନ୍ତର

    ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13450
    Sep 20, 2026
  • ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ସରକାର
    ଦେଶ-ଦେଶାନ୍ତର

    ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ସରକାର

    13580
    Sep 20, 2026
  • ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ମନୋନୀତ
    ମନୋରଞ୍ଜନ

    ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ମନୋନୀତ

    15271
    Sep 20, 2026
  • ୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ କରୁଛନ୍ତି
    ଦେଶ-ଦେଶାନ୍ତର

    ୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ କରୁଛନ୍ତି

    14643
    Sep 20, 2026
  •  ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ମୂର୍ତ୍ତି
    ଦେଶ-ଦେଶାନ୍ତର

    ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ମୂର୍ତ୍ତି

    14266
    Sep 20, 2026
  • ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ
    ଦେଶ-ଦେଶାନ୍ତର

    ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ

    15467
    Sep 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ସରକାର

    13580
    Sep 20, 2026
  • ଦେଶ-ଦେଶାନ୍ତର

    ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ବିରିୟାନି

    15018
    Sep 20, 2026
  • ଦେଶ-ଦେଶାନ୍ତର

    ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ

    15467
    Sep 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17109
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17794
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17772
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18180
    Sep 06, 2023

ବିଶେଷ

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14287
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14650
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16274
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14800
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    14110
    Sep 03, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15603
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15362
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14654
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14327
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ଦୀପିକା-ରଣବୀର

    14314
    Sep 20, 2026
  • ୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ କରୁଛନ୍ତି

    14643
    Sep 20, 2026
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13450
    Sep 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In