ଯୁକ୍ତ ୨ ପରୀକ୍ଷା: ଫେବୃୟାରୀ ୧୪ରୁ ମାର୍ଚ୍ଚ ୧୩ ପର୍ୟ୍ୟନ୍ତ ଚାଲିବ
ଭୁବନେଶ୍ବର: ଯୁକ୍ତ ୨ ପରୀକ୍ଷା ୨୦୨୪ ଫେବୃୟାରୀ ୧୪ରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୧୩ ପର୍ୟ୍ୟନ୍ତ ଚାଲିବ। ତେବେ ପରୀକ୍ଷା ପାଇଁ ନଭେମ୍ବର ୧୦ରୁ ୨୫ ତାରିଖ ପର୍ୟ୍ୟନ୍ତ ପର୍ମ ଫିଲପ୍ କରାଯିବ। ଜାନୁୟାରୀ ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ମେ ପ୍ରଥମ ସପ୍ତାହ ବେଳକୁ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସି ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
Powered by Froala Editor