Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ...

  • ସାମୟିକ ଭାବେ ଲକ୍‌ଡାଉନ୍‌ ହେଲା ...

  • ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ...

  • BCCI ର ବଡ଼ ଘୋଷଣା: ସ୍ମୃତି ମନ୍ଧାନା ଟେଷ୍ଟ ଦଳର ...

  • ଶସ୍ତା ହେଲା କ୍ୟାନ୍ସର ଔଷଧ : ୬୭୯ଟି ...

  • ତୃତୀୟ ସ୍ତ୍ରୀଙ୍କଠାରୁ ଅଲଗା ହେବେ ପବନ ...

  • ମୁମ୍ବାଇରେ ବାଣ କଟକଣା : ୨୫ ତାରିଖ ...

  • ଆଇଏଏସ୍ ହୋଇପାରିଲେନି, ଋଣ ବୋଝରେ ...

  • ବିଧାୟିକାଙ୍କ ଅଜବ ବୟାନ : ବାଣ ଫୁଟାଇବା ...

  • ମୋର କିଛି ଶତ୍ରୁଙ୍କୁ ମୁଁ ଘୃଣା କରେ ଏବଂ ...

ରାଜ୍ୟ
Home ›› ରାଜ୍ୟ ››ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଭିକେ ପାଣ୍ଡିଆନ

ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଭିକେ ପାଣ୍ଡିଆନ

2023-08-11 07:08:29
13967
Share:
Facebook
Twitter
E-Mail
WhatsApp
Telegram
ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଭିକେ ପାଣ୍ଡିଆନ

ବାରିପଦା:  ‘୫-ଟି’ ସଚିବ ଭିକେ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆଜି ଆସୁଛନ୍ତି। ୨ଦିନରେ ସେ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତକରି ଆୟୋଜିତ ଜନଅଭିଯୋଗ ଶୁଣାଣି ଶିବିରରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ଓ ସମସ୍ୟା ଶୁଣିବେ । ଆଜି ପୂର୍ବାହ୍ନ ୧୦ଟାରେ ହେଲିକପ୍ଟର ଯୋଗେ କରଞ୍ଜିଆ ସ୍ଵୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଅବତରଣ କରିବା ପରେ ୧ଘଣ୍ଟା ଧରି ଜନଅଭିଯୋଗ ଶୁଣାଣି କରିବେ । ସେଠାରୁ ବାହାରି ୧୧ଟା ୧୫ରେ ଯଶିପୁର ସ୍ଥିତ ମାହାର୍ଦ୍ଦାପାଳଶା ମିନି ଷ୍ଟାଡିୟମ ଓ ୧୨ଟା ୧୫ରେ ରାଇରଙ୍ଗପୁରସ୍ଥିତ ମହୁଲଡିହା ପଡ଼ିଆରେ ଓହ୍ଲାଇ ଅନୁରୂପ ଜନଅଭିଯୋଗ ଶୁଣାଣି ଶିବିରରେ ଯୋଗଦେବେ ।
ସେହିପରି ଅପରାହ୍ନ ୩ଟା ୫ରେ ବିଶୋଇ ମିନି ଷ୍ଟାଡିୟମରେ ପହଞ୍ଚି ଜନଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ୪ଟା ୨୦ରେ ବାରିପଦା ଛଉ ପଡ଼ିଆରେ ପହଞ୍ଚିବେ। ସେଠାରେ ଉପସ୍ଥିତ ଜନସାଧାରଣଙ୍କ ଅଭିଯୋଗ ଶୁଣିଲା ପରେ ସର୍କିଟ ହାଉସରେ ରାତ୍ରି ଯାପନ କରିବେ । ଶନିବାର ସକାଳେ ଜିଲ୍ଲାପରିଷଦ କ୍ୟାମ୍ପସରେ ଥିବା ମିଶନଶକ୍ତି କାଫେରେ ପହଞ୍ଚି ପ୍ରଥମେ ଭାବବିନିମୟ ସାରି ୯ଟା ୩୦ମିନିଟରେ ବାଙ୍ଗରିପୋଷି ବ୍ଲକ କଳାବାଡିଆ ଫୁଟବଲ ପଡ଼ିଆ ଓ ୧୦ଟା ୪୫ରେ ମୋରଡା ସ୍ଥିତ ଇଞ୍ଜନିୟରିଂ କଲେଜ ପଡିଆରେ ଜନଅଭିଯୋଗ ଶୁଣାଣି ଶିବିରରେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବେ। ୧୨ଟାରେ ବାହାରି ବାରିପଦା ଛଉ ପଡ଼ିଆରେ ମିଶନ ଶକ୍ତି ମହିଳାମାନଙ୍କ ବିଶାଳ ସମାବେଶରେ ଯୋଗଦେଇ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ପରେ ୨ଟା ୩୦ରେ ବଡସାହି ନିର୍ବାଚନ ମଣ୍ଡଳୀର ବୈଶିଙ୍ଗା ନିକଟ ଖୁଣ୍ଟାପୁର ଓ ୩ଟା ୪୫ରେ ଉଦଳା ହାଇସ୍କୁଲ ପଡ଼ିଆରେ ଜନଅଭିଯୋଗ ଶୁଣାଣି ଶିବିରରେ ଯୋଗଦେବା କାର୍ୟ୍ୟକ୍ରମ ରହିଛି।ନିର୍ବାଚନ ମଣ୍ଡଳୀସ୍ତରୀୟ ଜନଅଭିଯୋଗ ଶୁଣାଣିରେ ସମସ୍ତ ପଞ୍ଚାୟତରୁ ଯୋଗଦେଇଥିବା ଜନସାଧାଣଙ୍କ ଠାରୁ ସେ ଅଭିଯୋଗପତ୍ର ଗ୍ରହଣ କରି ସମ୍ବୋଧୂତ କରିବେ ।

Powered by Froala Editor

Tags Vk pandian

Related articles Odisha News Lens 4.1

  • BCCI ର ବଡ଼ ଘୋଷଣା: ସ୍ମୃତି ମନ୍ଧାନା ଟେଷ୍ଟ ଦଳର ଅଧିନାୟିକା ନିଯୁକ୍ତ
    ଦେଶ-ଦେଶାନ୍ତର

    BCCI ର ବଡ଼ ଘୋଷଣା: ସ୍ମୃତି ମନ୍ଧାନା ଟେଷ୍ଟ ଦଳର ଅଧିନାୟିକା ନିଯୁକ୍ତ

    14382
    Nov 10, 2026
  • ଶସ୍ତା ହେଲା କ୍ୟାନ୍ସର ଔଷଧ : ୬୭୯ଟି ବ୍ରାଣ୍ଡେଡ୍ ଔଷଧର ଦାମ୍ ୫୦ ପ୍ରତିଶତରୁ ଅଧିକ ...
    ଦେଶ-ଦେଶାନ୍ତର

    ଶସ୍ତା ହେଲା କ୍ୟାନ୍ସର ଔଷଧ : ୬୭୯ଟି ବ୍ରାଣ୍ଡେଡ୍ ଔଷଧର ଦାମ୍ ୫୦ ପ୍ରତିଶତରୁ ଅଧିକ ...

    15460
    Nov 10, 2026
  • ସାମୟିକ ଭାବେ ଲକ୍‌ଡାଉନ୍‌ ହେଲା ହ୍ବାଇଟ୍‌ ହାଉସ୍, ଜାଣନ୍ତୁ କାହିଁକି?
    ଦେଶ-ଦେଶାନ୍ତର

    ସାମୟିକ ଭାବେ ଲକ୍‌ଡାଉନ୍‌ ହେଲା ହ୍ବାଇଟ୍‌ ହାଉସ୍, ଜାଣନ୍ତୁ କାହିଁକି?

    13841
    Nov 10, 2026
  • ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ପ୍ରାୟ ଶେଷ ହୋଇଛି: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ପ୍ରାୟ ଶେଷ ହୋଇଛି: ଟ୍ରମ୍ପ

    13718
    Nov 10, 2026
  • ବିଧାୟିକାଙ୍କ ଅଜବ ବୟାନ : ବାଣ ଫୁଟାଇବା ଦ୍ୱାରା ରୋଗ ଭଲ ହୋଇଥାଏ
    ଦେଶ-ଦେଶାନ୍ତର

    ବିଧାୟିକାଙ୍କ ଅଜବ ବୟାନ : ବାଣ ଫୁଟାଇବା ଦ୍ୱାରା ରୋଗ ଭଲ ହୋଇଥାଏ

    15510
    Nov 10, 2026
  • ମୁମ୍ବାଇରେ ବାଣ କଟକଣା : ୨୫ ତାରିଖ ପର୍ଯ୍ୟନ୍ତ ନିଷେଧାଦେଶ ବଳବତ୍ତର
    ଦେଶ-ଦେଶାନ୍ତର

    ମୁମ୍ବାଇରେ ବାଣ କଟକଣା : ୨୫ ତାରିଖ ପର୍ଯ୍ୟନ୍ତ ନିଷେଧାଦେଶ ବଳବତ୍ତର

    14833
    Nov 10, 2026
  • କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ...
    ଦେଶ-ଦେଶାନ୍ତର

    କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ...

    14989
    Nov 10, 2026
  • ତୃତୀୟ ସ୍ତ୍ରୀଙ୍କଠାରୁ ଅଲଗା ହେବେ ପବନ କଲ୍ୟାଣ
    ମନୋରଞ୍ଜନ

    ତୃତୀୟ ସ୍ତ୍ରୀଙ୍କଠାରୁ ଅଲଗା ହେବେ ପବନ କଲ୍ୟାଣ

    15392
    Nov 10, 2026
  •  ମୋର କିଛି ଶତ୍ରୁଙ୍କୁ ମୁଁ ଘୃଣା କରେ ଏବଂ ସବୁବେଳେ କରୁଥିବି: ଟ୍ରମ୍ପ
    ଦେଶ-ଦେଶାନ୍ତର

    ମୋର କିଛି ଶତ୍ରୁଙ୍କୁ ମୁଁ ଘୃଣା କରେ ଏବଂ ସବୁବେଳେ କରୁଥିବି: ଟ୍ରମ୍ପ

    14884
    Nov 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    BCCI ର ବଡ଼ ଘୋଷଣା: ସ୍ମୃତି ମନ୍ଧାନା ଟେଷ୍ଟ ଦଳର ଅଧିନାୟିକା ନିଯୁକ୍ତ

    14382
    Nov 10, 2026
  • ଦେଶ-ଦେଶାନ୍ତର

    ସାମୟିକ ଭାବେ ଲକ୍‌ଡାଉନ୍‌ ହେଲା ହ୍ବାଇଟ୍‌ ହାଉସ୍, ଜାଣନ୍ତୁ କାହିଁକି?

    13841
    Nov 10, 2026
  • ଦେଶ-ଦେଶାନ୍ତର

    ମୁମ୍ବାଇରେ ବାଣ କଟକଣା : ୨୫ ତାରିଖ ପର୍ଯ୍ୟନ୍ତ ନିଷେଧାଦେଶ ବଳବତ୍ତର

    14833
    Nov 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17266
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17968
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17913
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18334
    Sep 06, 2023

ବିଶେଷ

  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14098
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15462
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14299
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14369
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14972
    Nov 01, 2026

ବାଣିଜ୍ୟ

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭୁବନେଶ୍ୱର  : ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭିଏଏମ୍ଏଲ୍ ଲାଞ୍ଜିଗଡ଼ ଏହାର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରକଳ୍ପ 'ସଖୀ' ଅଧୀନରେ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15562
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14153
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14162
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14443
    Nov 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଧାୟିକାଙ୍କ ଅଜବ ବୟାନ : ବାଣ ଫୁଟାଇବା ଦ୍ୱାରା ରୋଗ ଭଲ ହୋଇଥାଏ

    15510
    Nov 10, 2026
  • ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ପ୍ରାୟ ଶେଷ ହୋଇଛି: ଟ୍ରମ୍ପ

    13718
    Nov 10, 2026
  • ତୃତୀୟ ସ୍ତ୍ରୀଙ୍କଠାରୁ ଅଲଗା ହେବେ ପବନ କଲ୍ୟାଣ

    15392
    Nov 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In