Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, March 21, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ...

  • ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ...

  • ବଜେଟ ବନ୍ଦ ନକରିବାକୁ ...

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

  • ଭେଣ୍ଡିରୁ ଖାଇଲେ କଣ ଫାଇଦା ମିଳେ ...

  • କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ...

  • ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର ...

  • ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ...

  • ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ...

  • ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ...

ବିଶେଷ
Home ›› ବିଶେଷ ››ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରେ ନଡ଼ିଆ ତେଲ

ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରେ ନଡ଼ିଆ ତେଲ

2023-03-10 10:49:55
14290
Share:
Facebook
Twitter
E-Mail
WhatsApp
Telegram
ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରେ ନଡ଼ିଆ ତେଲ

 ବର୍ଷ ବର୍ଷ ଧରି ନଡ଼ିଆ ତେଲର ଚାହିଦା ଢ଼େର ଅଧିକା ରହିଛି। ଚେହେରା ଏବଂ କେଶ ପାଇଁ ନଡ଼ିଆ ତେଲ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ। ଲୋକମାନେ ନିଜ କେଶକୁ ବଜାୟ ରଖିବା ପାଇଁ ନଡ଼ିଆ ତେଲ ବ୍ୟବହାର କରନ୍ତି। ସେହିପରି କିଛି ଲୋକ ବିଶ୍ୱାସ କରନ୍ତି ଯେ ନଡ଼ିଆ ତେଲ ଚର୍ମ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏଥିରେ ଥିବା ଫ୍ୟାଟି ଏସିଡ୍, ଭିଟାମିନ୍-ଇ, ଲିନୋଲିକ୍ ଏସିଡ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଚର୍ମ ପାଇଁ ସେରମ୍ ପରି କାମ କରେ। ଏହା ତ୍ୱାଚାକୁ ନରମ ରଖେ। କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ ନୁହେଁ। ନଡ଼ିଆ ତେଲର ମଧ୍ୟ ଅନେକ ଗୁଡ଼ିଏ ଖରାପ ଗୁଣ ରହିଛି। ଏହି ତେଲଗୁ ତ୍ୱଚାରେ ଲଗାଇବା କ୍ଷତିକାରକ ହୋଇପାରେ।
ତ୍ୱଚାରେ ପ୍ରତିଦିନ ନଡ଼ିଆ ତେଲ ଲଗାଇବା ଦ୍ୱାରା ଆଲର୍ଜି ହୋଇପାରେ। ଯଦି ଆପଣ ମୁହଁରେ କଞ୍ଚା ନଡିଆ ତେଲ ଲଗାନ୍ତି, ତେବେ ଆପଣ ଆଲର୍ଜି ହେବାର ସମ୍ଭାବନା ଅଧିକ ରହିଛି। ଏହାଦ୍ୱାରା ଆପଣଙ୍କ ତ୍ୱଚାରେ ଘା’ ହୋଇପାରେ।
କୋଲାଜେନ୍ ଉତ୍ପାଦନ ବୃଦ୍ଧି କରି ତ୍ୱଚା କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ପରି ବାର୍ଦ୍ଧକ୍ୟର ଲକ୍ଷଣକୁ ରୋକିବା ପାଇଁ ନଡ଼ିଆ ତେଲ ଅତ୍ୟନ୍ତ ଲୋକପ୍ରିୟ। କିନ୍ତୁ ବାସ୍ତବରେ ଏହା କେବଳ ତ୍ୱଚାକୁ ଚିକ୍କଣ କରିଥାଏ। ନଡ଼ିଆ ତେଲ ଚର୍ମର ଗଭୀର ସ୍ତରରେ ପ୍ରବେଶ କରିପାରିବ ନାହିଁ ଏବଂ ଏହିପରି କୋଲାଜେନ୍ ଉତ୍ପାଦନ ବୃଦ୍ଧିରେ ଏହାର କୌଣସି ଭୂମିକା ନାହିଁ।
ମୁହଁରେ ନଡ଼ିଆ ତେଲ ଲଗାଇବା ଦ୍ୱାରା ବ୍ରଣ ସମସ୍ୟା ବଢ଼ି ଯାଇପାରେ। କାରଣ ଏହା ଆପଣଙ୍କ ଚେହେରାରେ ଅତିରିକ୍ତ ତେଲ ଜମା କରିଥାଏ। ନଡ଼ିଆ ତେଲ କମେଡୋଜେନିକ୍ ଅଟେ ଏବଂ ଏହା ଆପଣଙ୍କ ଓପନ୍‌ ପୋଟସ୍‌କୁ ବନ୍ଦ କରିଦିଏ। ଏହି କାରଣରୁ ବ୍ରଣ ସମସ୍ୟା ବଢ଼ିଯାଏ।
ନଡ଼ିଆ ତେଲ ନିଜର ମଇଶ୍ଚରାଇଜିଂ ଗୁଣ ପାଇଁ ମଧ୍ୟ ବେଶ୍‌ ଲୋକପ୍ରିୟ। କିନ୍ତୁ ଏହି ନଢ଼ିଆ ତେଲ ତ୍ୱଚାକୁ ମଶ୍ଚରାଇଜ କରିବା ବଦଳରେ ଡ୍ରାଏ କରିଥାଏ। ଏହା ଚର୍ମ ଉପରେ ଏକ ମୋଟା ଆସ୍ତରଣ ଜମା କରିଥାଏ। ଫଳରେ ତ୍ୱଚା ମଶ୍ଚରାଜ ହେବା ବଦଳରେ ଅତ୍ୟଧିକ ଡ୍ରାଏ ହୋଇଯାଏ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି।

Powered by Froala Editor

Tags Coconut oil

Related articles Odisha News Lens 3.2

  •  ବଜେଟ ବନ୍ଦ ନକରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ କେଜ୍ରିୱାଲ
    ଦେଶ-ଦେଶାନ୍ତର

    ବଜେଟ ବନ୍ଦ ନକରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ କେଜ୍ରିୱାଲ

    14605
    Mar 21, 2023
  • ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ
    ଦେଶ-ଦେଶାନ୍ତର

    ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ

    13864
    Mar 20, 2023
  • ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି ଉପହାର ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି ଉପହାର ଦେଲେ ମୋଦୀ

    15481
    Mar 21, 2023
  • ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ଆଇନଜୀବୀ
    ଦେଶ-ଦେଶାନ୍ତର

    ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ଆଇନଜୀବୀ

    14150
    Mar 20, 2023
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍
    ଦେଶ-ଦେଶାନ୍ତର

    ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍

    15108
    Mar 21, 2023
  • ଭେଣ୍ଡିରୁ ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....
    ବିଶେଷ

    ଭେଣ୍ଡିରୁ ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15008
    Mar 21, 2023
  • କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌
    ଖେଳ ଖବର

    କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

    14344
    Mar 20, 2023
  • ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ଛାତ୍ରଙ୍କ ହାତଗୋଡ଼
    ଦେଶ-ଦେଶାନ୍ତର

    ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ଛାତ୍ରଙ୍କ ହାତଗୋଡ଼

    13517
    Mar 20, 2023
  • ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ
    ଦେଶ-ଦେଶାନ୍ତର

    ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ

    13602
    Mar 20, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଭେଣ୍ଡିରୁ ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15008
    Mar 21, 2023
  • ଦେଶ-ଦେଶାନ୍ତର

    ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍

    15108
    Mar 21, 2023
  • ଦେଶ-ଦେଶାନ୍ତର

    ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି ଉପହାର ଦେଲେ ମୋଦୀ

    15481
    Mar 21, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

    14529
    Mar 21, 2023
  • ଭେଣ୍ଡିରୁ ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15008
    Mar 21, 2023
  • ଶୋଇବା ବେଳେ ପାଣି ପିଉଛନ୍ତି କି, କରନ୍ତୁନି ଏଭଳି ଭୁଲ୍‌...

    13969
    Mar 20, 2023
  • ସ୍ୱାସ୍ଥ୍ୟ ପାଇଁ ରାମବାଣ ଆମ୍ବ ଚୋପା, ଜାଣନ୍ତୁ କ’ଣ ରହିଛି ଉପକାରିତା

    15476
    Mar 20, 2023
  • ପ୍ରତିଟି ଓଡିଆଙ୍କ ମନକଥା ବୁଝେ ପଖାଳ କଂସା

    13898
    Mar 20, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19509
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19791
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19917
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21506
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

    14529
    Mar 21, 2023
  • ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ

    13602
    Mar 20, 2023
  • କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

    14344
    Mar 20, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In