Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, March 21, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ...

  • ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ...

  • ବଜେଟ ବନ୍ଦ ନକରିବାକୁ ...

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

  • କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ...

  • ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର ...

  • ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ...

  • ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ...

  • ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ...

ବିଶେଷ
Home ›› ବିଶେଷ ›› ବର୍ଷିବ ଧନ, କରନ୍ତୁ ଏହା

ବର୍ଷିବ ଧନ, କରନ୍ତୁ ଏହା

2023-02-22 10:13:00
15475
Share:
Facebook
Twitter
E-Mail
WhatsApp
Telegram
 ବର୍ଷିବ ଧନ, କରନ୍ତୁ ଏହା

ଆଜିର ସମୟରେ ଟଙ୍କା ବିନା ଜୀବନ କଳ୍ପନା କରାଯାଇପାରିବନି। ଟଙ୍କା ରୋଜଗାର କରିବା ପାଇଁ ଲୋକମାନେ ଦିନରାତି କଠିନ ପରିଶ୍ରମ କରନ୍ତି। ଅନେକ ସମୟରେ ଜଣେ ଭଲ ରୋଜଗାର କରିବା ପରେ ମଧ୍ୟ ତାଙ୍କୁ ଧନ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଏଭଳି ପରିସ୍ଥିତିରେ ପ୍ରତିଦିନ ଟଙ୍କା ଅଭାବ ଦେଖା ଦିଏ। ସମସ୍ତେ ଚାହାଁନ୍ତି ଯେ ତାଙ୍କ ପାଖରେ ଏତେ ଟଙ୍କା ହେଉ ଯାହା ଦ୍ୱାରା ସେ ନିଜ ଜୀବନକୁ ସହଜରେ ବଞ୍ଚାଇ ପାରିବେ। ତେବେ ଏପରି କିଛି ଉପାୟ ଅଛି, ଯାହାକୁ ଗ୍ରହଣ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

-ଯଦି ଆପଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ତେବେ କୌଣସି ମନ୍ଦିରକୁ ଯାଇ କଦଳୀ ଗଛ ଲଗାନ୍ତୁ। ଯଦି ଏହା ସମ୍ଭବ ନୁହେଁ, ତେବେ ଆପଣ ଏହାକୁ କୌଣସି ପାର୍କରେ ମଧ୍ୟ ଲଗାଇ ପାରିବେ। ଏହା କରିବା ଦ୍ୱାରା ଶ୍ରୀ ହରିଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ଏବଂ ଆପଣ ନିଶ୍ଚିତ ଭାବରେ ଆର୍ଥିକ ଲାଭ ପାଇବେ। ପ୍ରଭୁ ଗଣପତିଙ୍କୁ ବେସନ ଲଡୁ ଭୋଗ ଲଗାଇ ବ୍ୟବସାୟ କାର୍ୟ୍ୟ ପାଇଁ ଘରୁ ବାହାରକୁ ଯାଆନ୍ତୁ, ଆପଣଙ୍କ କାର୍ୟ୍ୟ ସଫଳ ହେବ।

-ଯଦି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ କାହାକୁ ଭେଟିବାକୁ ଚାହାଁନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ପ୍ରଥମେ ମନ୍ଦିରକୁ ଯାଆନ୍ତୁ। ଭଗବାନଙ୍କୁ କିଛି ମିଠା ଫଳ ଅର୍ପଣ କରିବା ପରେ ହିଁ ସେହି ବ୍ୟକ୍ତିଙ୍କୁ ସାକ୍ଷାତ କରନ୍ତୁ। ଆପଣ କାର୍ୟ୍ୟରେ ନିଶ୍ଚିତ ଭାବରେ ସଫଳତା ପାଇବେ। ପ୍ରତିଦିନ ଏକ ଢାଳ ପାଣିରେ ମନ୍ଦାର ଫୁଲକୁ ରଖି ସୂର୍ୟ୍ୟ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ, ଅଟକି ରହିଥିବା ଟଙ୍କା ମିଳିବାର ସମ୍ଭାବନା ବଢିଯାଏ।

-ଆପଣ ଭଲ ରୋଜଗାର କରୁଛନ୍ତି, କିନ୍ତୁ ସଞ୍ଚୟ ହେଉନି। ତେବେ ପ୍ରତିଦିନ ଘରର ପ୍ରଥମ ରୁଟି ଗାଈକୁ ଏବଂ ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଆୟରେ ବୃଦ୍ଧି ଘଟିବ।

-ଯଦି ଧନ ଲାଭର ସ୍ଥିତି ରହୁଛି ତଥାପି ଆପଣଙ୍କୁ ଲାଭ ହେଉନି, ତେବେ କଦଳୀ ଗଛରେ ହଳଦିଆ ରଙ୍ଗର ସୂତା ବାନ୍ଧନ୍ତୁ ଏବଂ ଗୁରୁଜନଙ୍କ ପ୍ରତି ସମ୍ମାନ ରଖନ୍ତୁ, ସେମାନଙ୍କ ଆଶୀର୍ବାଦ ହେତୁ ଆପଣ ଆର୍ଥିକ ସଫଳତା ପାଇବେ।

-ଶନିବାର ଦିନ ଓସ୍ତ ଗଛ ମୂଳରେ ପାଣିରେ ଗଙ୍ଗାଜଳ ମିଶାଇ ଅର୍ପଣ କରନ୍ତୁ। ଧୂପ ଦୀପ ଜଳାନ୍ତୁ ଏବଂ ଆର୍ଥିକ ସଙ୍କଟ ହ୍ରାସ କରିବାକୁ ପ୍ରାର୍ଥନା କରନ୍ତୁ। ପରବର୍ତ୍ତୀ ଶନିବାରରେ ସମାନ ପ୍ରକ୍ରିୟା ପୁନରାବୃତ୍ତି କରନ୍ତୁ। ଯଦି ଘରେ ତୁଳସୀ ଗଛ ଅଛି, ତେବେ ଏହାକୁ ନିୟମିତ ପୂଜା କରନ୍ତୁ ଏବଂ ପାଣି ଦିଅନ୍ତୁ।  ଅଗଣାରେ ତୁଳସୀ ଗଛ ରହିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ହୁଏ ନାହିଁ।

Powered by Froala Editor

Tags Moeny

Related articles Odisha News Lens 3.2

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା
    ବିଶେଷ

    ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

    14543
    Mar 21, 2023
  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....
    ବିଶେଷ

    ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15023
    Mar 21, 2023
  • ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ଛାତ୍ରଙ୍କ ହାତଗୋଡ଼
    ଦେଶ-ଦେଶାନ୍ତର

    ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ଛାତ୍ରଙ୍କ ହାତଗୋଡ଼

    13528
    Mar 20, 2023
  • ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ଆଇନଜୀବୀ
    ଦେଶ-ଦେଶାନ୍ତର

    ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ଆଇନଜୀବୀ

    14161
    Mar 20, 2023
  • ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି ଉପହାର ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି ଉପହାର ଦେଲେ ମୋଦୀ

    15495
    Mar 21, 2023
  • ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ
    ଦେଶ-ଦେଶାନ୍ତର

    ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ

    13875
    Mar 20, 2023
  • କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌
    ଖେଳ ଖବର

    କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

    14355
    Mar 20, 2023
  • ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ
    ଦେଶ-ଦେଶାନ୍ତର

    ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ

    13613
    Mar 20, 2023
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍
    ଦେଶ-ଦେଶାନ୍ତର

    ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍

    15122
    Mar 21, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍

    15122
    Mar 21, 2023
  • ଖେଳ ଖବର

    କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

    14355
    Mar 20, 2023
  • ଦେଶ-ଦେଶାନ୍ତର

    ବଜେଟ ବନ୍ଦ ନକରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ କେଜ୍ରିୱାଲ

    14619
    Mar 21, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

    14543
    Mar 21, 2023
  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15023
    Mar 21, 2023
  • ଶୋଇବା ବେଳେ ପାଣି ପିଉଛନ୍ତି କି, କରନ୍ତୁନି ଏଭଳି ଭୁଲ୍‌...

    13980
    Mar 20, 2023
  • ସ୍ୱାସ୍ଥ୍ୟ ପାଇଁ ରାମବାଣ ଆମ୍ବ ଚୋପା, ଜାଣନ୍ତୁ କ’ଣ ରହିଛି ଉପକାରିତା

    15487
    Mar 20, 2023
  • ପ୍ରତିଟି ଓଡିଆଙ୍କ ମନକଥା ବୁଝେ ପଖାଳ କଂସା

    13909
    Mar 20, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19509
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19791
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19917
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21506
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ

    13875
    Mar 20, 2023
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍

    15122
    Mar 21, 2023
  • କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

    14355
    Mar 20, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In