Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, March 21, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ...

  • ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ...

  • ବଜେଟ ବନ୍ଦ ନକରିବାକୁ ...

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

  • କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ...

  • ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର ...

  • ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ...

  • ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ...

  • ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ...

ବିଶେଷ
Home ›› ବିଶେଷ ››ବେକିଂ ସୋଢ଼ାରେ ସୋଫାକୁ କରନ୍ତୁ କ୍ଲିନ

ବେକିଂ ସୋଢ଼ାରେ ସୋଫାକୁ କରନ୍ତୁ କ୍ଲିନ

2023-02-13 10:37:18
16377
Share:
Facebook
Twitter
E-Mail
WhatsApp
Telegram
ବେକିଂ ସୋଢ଼ାରେ ସୋଫାକୁ କରନ୍ତୁ କ୍ଲିନ

ଘରେ ହଲରେ ସୋଫା ହେଉଛି ଗୋଟିଏ ମହତ୍ୱ ରଖୁଥିବା ଜିନିଷ । ଘରକୁ ଗେଷ୍ଟ ଆସିଲେ ତାଙ୍କୁ ସମ୍ମାନ କରିବା ଉପଲକ୍ଷେ ବସିବା ପାଇଁ ହେଉ କି ଘରଲୋକଙ୍କ ବ୍ୟବହାର ପାଇଁ ସୋଫାର ବହୁତ ଆରାମ ଦେଇଥାଏ । କିନ୍ତୁ ଏହା ଅତ୍ୟଧିକ ବ୍ୟବହାର ଦ୍ୱାରା ଅପରିଷ୍କାର ହୋଇଯାଏ । ଏହାର ଅତ୍ୟଧିକ ବ୍ୟବହାର ପ୍ରାଜୁର୍ଯ୍ୟ । ତେବେ ଚିନ୍ତା ଥାଏ କିପରି ସବୁବେଳେ ସଫା ନକଲେ ବହୁତ ସମୟରେ ଏଥିରୁ ଦୁର୍ଗନ୍ଧ ମଧ୍ୟ ଆସିଥାଏ । ବ୍ୟବହାର କରିବା ଦ୍ୱାରା ବିଭିନ୍ନ ପ୍ରକାରର ଦାଗ ମଧ୍ୟ ପଡ଼ିଯାଏ ଯାହା ଛଡ଼ାଇବା କଷ୍ଟକର ହୋଇପଡେ଼ । ଏହାପରେ ତାକୁ ଡ଼୍ରାଏ କ୍ଲିନିଂ କରିବାକୁ ବାଧ୍ୟ ହୋଇଯାଆନ୍ତି । ଯାହା କିଛି ଲୋକଙ୍କୁ ବହୁତ ମହଙ୍ଗା ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ବହୁ ଶସ୍ତାରେ କିପରି ସଫା କରିପାରିବା ସୋଫା ସେ ବିଷୟରେ.... 

ସୋଫାକୁ ପରିଷ୍କାର କରିବାର ତରିକା ଆପଣଙ୍କ ରୋଷେଇଘରେ ହିଁ ରହିଛି । ବେକିଂ ସୋଢ଼ା ସାହାର୍ଯ୍ୟରେ ଆପଣ ସୋଫାକୁ କ୍ଲିନ କରିପାରିବେ । ଏହା ସୋଫାର ଦାଗ ଓ ଦୁର୍ଗନ୍ଧ ହଟାଇବା ପାଇଁ ବେଶ ଲାଭଦାୟକ । 

ବ୍ୟବହାର କରିବେ କିପରି ?

- ବେକିଂ ସୋଢାରେ ମାଇକ୍ରୋଫାଇବର କାଉଚକୁ ସଫା କରିବାର ତରିକା ବି ବହୁତ ସରଳ ଅଟେ । ବେକିଂ ସୋଢାକୁ ପାଣିରେ ମିଶାଇ ବ୍ୟବହାର କରିବା ଛଡ଼ା ଆପଣ ଷ୍ଟିମ କ୍ଲିନର ମାଧ୍ୟମରେ ମଧ୍ୟ କାଉଚକୁ ସଫା କରି ପାରିବେ । ଏଥିପାଇଁ ଗୋଟିଏ ଛୋଟ କଣ୍ଟେନରରେ ସମାନ ପରିମାଣରେ ବେକିଂ ସୋଢା ଓ ପାଣି ମିଶାନ୍ତୁ । ଏବେ ଏହି ପେଷ୍ଟରେ ସପ୍ଟ ବ୍ରଶ ବୁଡ଼ାଇ ଦାଗ ଥିବା ଜାଗାରେ ଘସନ୍ତୁ । ଗୋଲଗୋଲ କରି ଦାଗ ଉପରେ ଧିରେ ଧିରେ ଘସି ସଫା କରନ୍ତୁ । ଧ୍ୟାନ ଦେବେ କି ଅବଶିଷ୍ଟ ମିଶ୍ରଣକୁ ସଫା କରିବା ପାଇଁ ପ୍ରଥମେ ସଠିକ ରୂପରେ ଶୁଖିବାକୁ ଛାଡ଼ି ଦିଅନ୍ତୁ ।

- ଲେଦର ଥିବା ସୋଫାକୁ ବହୁତ ଯତ୍ନର ସହ ବ୍ୟବହାର କରାଯାଇଥାଏ । ବେକିଂ ସୋଢା ମାଧ୍ୟମରେ ଲେଦର ସୋଫାକୁ ସଫା କରିବା ପାଇଁ ଗୋଟିଏ ସ୍ପ୍ରେ ବୋତଲରେ ବେକିଂ ଏବଂ ପାଣି ମିଶାନ୍ତୁ, ଏହାସହିତ କିଛି ବୁନ୍ଦା ଡିସ ଡ଼ିଟରଜେଣ୍ଟ ମଧ୍ୟ ମିଶାନ୍ତୁ । ବୋତଲକୁ ଭଲଭାବରେ ମିଶନ୍ତୁ ଏବଂ ଗୋଟିଏ ପତଳା କପଡ଼ାରେ ଏହି ମିଶ୍ରଣକୁ ସ୍ପ୍ରେ କରନ୍ତୁ । ଏହାପରେ ଲେଦର ସୋଫରେ ଲାଗିଥିବା ଦାଗରେ ଘସି ସଫା କରନ୍ତୁ । ଆପଣ ଏହିପରି ଭାବରେ ସମ୍ପୂର୍ଣ୍ଣ ସୋଫାଟିକୁ ମଧ୍ୟ ଘସି ସଫା କରି ପାରିବେ । 

- ସୋଫାକୁ ସଫା କରିବା ପୂର୍ବରୁ ପ୍ରଥମେ ସୋଫା ଉପରେ ଥିବା ତକିଆ ଗୁଡ଼ିକୁ ହଟାନ୍ତୁ । ଦୁର୍ଗନ୍ଧ ଗୁର କରିବା ପାଇଁ ସୋଫାର ଉପରି ଭାଗ ଓ ତଳ ଭାଗରେ ବେକିଂ ସୋଢାକୁ ଛିଞ୍ଚନ୍ତୁ । ଏହାପରେ ପୁରୁଣା ଦାନ୍ତଘସା ବ୍ରସ ସାହାଯ୍ୟରେ ଏହାକୁ ରଗଡ଼ନ୍ତୁ । ଏକ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଛାଡ଼ି ଦିଅନ୍ତୁ । ସୋଫାରେ ଲାଗିଥିବା ବଳକା ପାଉଡ଼ର ଗୁଡ଼ିକୁ ହଟାଇବା ପାଇଁ ଆପଣ ଭାକ୍ୟୁମ କ୍ଲିନରର ବ୍ୟବହାର କରି ପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ସୋଫାରେ ଚମକ ଆସିଯିବ ।      

Powered by Froala Editor

Tags Baking soda

Related articles Odisha News Lens 3.2

  •  ବଜେଟ ବନ୍ଦ ନକରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ କେଜ୍ରିୱାଲ
    ଦେଶ-ଦେଶାନ୍ତର

    ବଜେଟ ବନ୍ଦ ନକରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ କେଜ୍ରିୱାଲ

    14624
    Mar 21, 2023
  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା
    ବିଶେଷ

    ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

    14548
    Mar 21, 2023
  • ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ଆଇନଜୀବୀ
    ଦେଶ-ଦେଶାନ୍ତର

    ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ଆଇନଜୀବୀ

    14166
    Mar 20, 2023
  • ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ଛାତ୍ରଙ୍କ ହାତଗୋଡ଼
    ଦେଶ-ଦେଶାନ୍ତର

    ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ଛାତ୍ରଙ୍କ ହାତଗୋଡ଼

    13533
    Mar 20, 2023
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍
    ଦେଶ-ଦେଶାନ୍ତର

    ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍

    15127
    Mar 21, 2023
  • ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ
    ଦେଶ-ଦେଶାନ୍ତର

    ଆମାଜନର ଦ୍ୱିତୀୟ ଫେଜ୍ ଛଟେଇ, ପୁଣି ୯ ହଜାର କର୍ମଚାରୀଙ୍କୁ ବାହାର କରିଦେବ

    13880
    Mar 20, 2023
  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....
    ବିଶେଷ

    ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15028
    Mar 21, 2023
  • କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌
    ଖେଳ ଖବର

    କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

    14360
    Mar 20, 2023
  • ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି ଉପହାର ଦେଲେ ମୋଦୀ
    ଦେଶ-ଦେଶାନ୍ତର

    ଫୁମିଓଙ୍କୁ ଚନ୍ଦନ କାଠରେ ନିର୍ମିତ ମୂର୍ତ୍ତି ଉପହାର ଦେଲେ ମୋଦୀ

    15500
    Mar 21, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍‌ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ

    13618
    Mar 20, 2023
  • ଖେଳ ଖବର

    କିର୍ତ୍ତୀମାନ ସୁନୀଲ ନାରିନ : ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌

    14360
    Mar 20, 2023
  • ଦେଶ-ଦେଶାନ୍ତର

    ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍

    15127
    Mar 21, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ମଧୁମେହ ରୋଗୀଙ୍କ ପାଇଁ ଏହି ୫ଟି ପରିବା

    14548
    Mar 21, 2023
  • ଭେଣ୍ଡି ଖାଇଲେ କଣ ଫାଇଦା ମିଳେ ଜାଣନ୍ତୁ....

    15028
    Mar 21, 2023
  • ଶୋଇବା ବେଳେ ପାଣି ପିଉଛନ୍ତି କି, କରନ୍ତୁନି ଏଭଳି ଭୁଲ୍‌...

    13985
    Mar 20, 2023
  • ସ୍ୱାସ୍ଥ୍ୟ ପାଇଁ ରାମବାଣ ଆମ୍ବ ଚୋପା, ଜାଣନ୍ତୁ କ’ଣ ରହିଛି ଉପକାରିତା

    15492
    Mar 20, 2023
  • ପ୍ରତିଟି ଓଡିଆଙ୍କ ମନକଥା ବୁଝେ ପଖାଳ କଂସା

    13914
    Mar 20, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19509
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19791
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19917
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21506
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପଦ୍ମାଲକ୍ଷ୍ମୀ କେରଳର ପ୍ରଥମ କିନ୍ନର ଆଇନଜୀବୀ

    14166
    Mar 20, 2023
  • ନୁଡୁଲ୍ସକୁ ସାବଧାନ ! କାଟିବାକୁ ପଡ଼ିଲା ଛାତ୍ରଙ୍କ ହାତଗୋଡ଼

    13533
    Mar 20, 2023
  • ଓଡ଼ିଆ ବୋହୂ ନିଶା ଦେଶାଇ ବିଶ୍ବାଳଙ୍କୁ ଏହି ପଦ ପାଇଁ ମନୋନୀତ କଲେ ଜୋ ବାଇଡେନ୍

    15127
    Mar 21, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In