Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 08, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ...

ବିଶେଷ
Home ›› ବିଶେଷ ››ସୁସ୍ଥ ରହିବା ପାଇଁ ସବୁବେଳେ ପିଅନ୍ତୁ ଗରମ ପାଣି

ସୁସ୍ଥ ରହିବା ପାଇଁ ସବୁବେଳେ ପିଅନ୍ତୁ ଗରମ ପାଣି

2023-02-09 04:27:09
15196
Share:
Facebook
Twitter
E-Mail
WhatsApp
Telegram
ସୁସ୍ଥ ରହିବା ପାଇଁ ସବୁବେଳେ ପିଅନ୍ତୁ ଗରମ ପାଣି

ପରିବେଶରେ ଏବେ ଘୁରିବୁଲୁଛି ଭୂତାଣୁ । ଛୋଟ ପିଲାଙ୍କ ଠାରୁ ନେଇକି ବୟସ୍କ ଲୋକ ସମସ୍ତେ ହେଉଛନ୍ତି ବିଭିନ୍ନ ପ୍ରକାରର ରୋଗର ଶିକାର । ଏବେ ଏବେ ସମସ୍ତଙ୍କୁ ଥଣ୍ଡା ଜ୍ୱର ଓ କାଶ, ଗଳା ଦରଜ, ମୁଣ୍ଡ ବିନ୍ଧା ଆଦି ଭଳି ସମସ୍ୟା ହନ୍ତସନ୍ତ କରି ଦେଉଛି । ଏହି ସମୟରେ ନିଜର ଯତ୍ନ ନେବା ସହ ଛୋଟ ପିଲା ଓ ବୟସ୍କ ଲୋକଙ୍କର ଯତ୍ନ ନିଅନ୍ତୁ ଏବଂ ସର୍ବଦା ମାସ୍କ ବ୍ୟବହାର କରନ୍ତୁ । ସୁସ୍ଥ ରହିବା ପାଇଁ ସବୁବେଳେ ଗରମ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ଏକ ସର୍ବେକ୍ଷଣ ମୁତାବକ ଗରମ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରର ମେଟାବୋଲିକ ହାରରେ ସୁଧାର ଆସିଥାଏ । ଏହା ଫଳରେ ହଜମ ସହିତ ଜଡିତ ସମସ୍ୟା ଦୂର ହୋଇଥାଏ । ଥଣ୍ଡା ପାଣି ତୁଳନାରେ ଗରମ ପାଣି ଆପଣଙ୍କ ପାଚନ କ୍ରିୟାକୁ ସର୍ବାଧିକ ତ୍ୱରାନିତ କରିଥାଏ । ଗରମପାଣି ପିଇବା ଦ୍ୱାରା ଅମ୍ଳ, ବାତ ଭଳି ସମସ୍ୟା ଦୂର ହୋଇଥାଏ । ଗରମ ଦିନ ତୁଳନାରେ ଶୀତଦିନେ ରକ୍ତଚାପ ଅଧିକ ରହିଥାଏ । କାରଣ ଶୀତଦିନେ ରକ୍ତ କୋଷିକାର ପ୍ରବାହ ଧିମା ପଡିଯାଇଥାଏ । ଏହି ସମୟରେ ଯଦି ଆପଣ ଗରମ ପାଣି ପିଉଛନ୍ତି ତେବେ ତାହା ଆପଣଙ୍କ ରକ୍ତ ପ୍ରବାହର ଗତିକୁ ଦ୍ରୁତ କରିଥାଏ । ଏହାଦ୍ୱାରା ରକ୍ତ ସଂଚାଳନରେ ସୁଧାର ଆସିଥାଏ ।

ସକାଳୁ ପେଟରେ ଗ୍ୟାସ୍ ହେଉଛି କି? 

ଜାଣନ୍ତୁ ଏହାର କାରଣ…

ଶୀତ ଋତୁରେ ଅନେକ ଲୋକଙ୍କର ମାଂସପେଶୀରେ ଦରଜ ହୋଇଥାଏ । ଏହାର କାରଣ ଭାବେ ତାପମାତ୍ରା ହ୍ରାସ ବୋଲି କୁହାଯାଇଥାଏ । ଫଳରେ ଗଣ୍ଠିଗୁଡିକ ଯୋଡେଇ ସ୍ଥାନରେ ଲୋକମାନେ ଦରଜ ଅନୁଭବ କରିଥାନ୍ତି । ଏଣୁ ଶୀତଋତୁରେ ଗରମପାଣି ପିଇବା ଦ୍ୱାରା ମାଂସପେଶୀ ସଂଚାଳିତ ହୋଇଥାଏ ଓ ଗଣ୍ଠି ଦରଜ କମ ହୋଇଥାଏ ।

ଶୀତ ଋତୁରେ ମେଟାବୋଲିଜିମ ହାର କମିବା ଫଳରେ ମଣିଷର ଓଜନ ବୃଦ୍ଧି ହୋଇଥାଏ । ଯଦି ଆପଣ ଶୀତ ଋତୁରେ ଗରମପାଣି ପିଉଛନ୍ତି ତେବେ ତାହା ମେଟାବୋଲିଜିମ୍ ସିଷ୍ଟମକୁ ବିଚ୍ଛୁରିତ କରି ଶରୀରରେ ଜମିଥିବା ଚର୍ବିକୁ କମ କରିବାରେ ସହାୟକ ହୋଇଥାଏ ।

ଶୀତଦିନେ ବିଶେଷ ଭାବେ ନାକ ଓ ଗଳାରେ ସମସ୍ୟା ଦେଖାଦେଇଥାଏ । ନାକରୁ ପାଣି ଗଡିବା, ଗଳା ସଂକ୍ରମିତ ହୋଇ କାଶ ହେବା ଭଳି ଲକ୍ଷଣ ଅଧିକାଂଶ ଲୋକଙ୍କ ଠାରେ ଦେଖିବାକୁ ମଳିଥାଏ । ଗରମ ପାଣିରେ ଲୁଣ ଓ ଅଦା ରଶ ମିଶାଇ କୁଳିକଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

Powered by Froala Editor

Tags Hot water

Related articles Odisha News Lens 4.1

  • ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର
    ଦେଶ-ଦେଶାନ୍ତର

    ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର

    15561
    Jun 07, 2025
  • ଡରାଇଲାଣି କରୋନା: ଦେଶରେ ୨୪ ଘଣ୍ଟାରେ ୩୭୮ ନୂଆ ସଂକ୍ରମିତ ଚିହ୍ନଟ, ୬ ମୃତ
    ଦେଶ-ଦେଶାନ୍ତର

    ଡରାଇଲାଣି କରୋନା: ଦେଶରେ ୨୪ ଘଣ୍ଟାରେ ୩୭୮ ନୂଆ ସଂକ୍ରମିତ ଚିହ୍ନଟ, ୬ ମୃତ

    14356
    Jun 08, 2025
  • ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍
    ଦେଶ-ଦେଶାନ୍ତର

    ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍

    14818
    Jun 07, 2025
  • ଆଖି ପାଇଁ ସପୁରୀ ରସ
    ବିଶେଷ

    ଆଖି ପାଇଁ ସପୁରୀ ରସ

    15531
    Jun 08, 2025
  • ମଣିପୁରର ଏହି ୫ ଜିଲାରେ ଇଣ୍ଟରନେଟ ସେବା ବନ୍ଦ
    ଦେଶ-ଦେଶାନ୍ତର

    ମଣିପୁରର ଏହି ୫ ଜିଲାରେ ଇଣ୍ଟରନେଟ ସେବା ବନ୍ଦ

    14909
    Jun 08, 2025
  • ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ
    ଅପରାଧ

    ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ

    14703
    Jun 07, 2025
  • ସମୀକ୍ଷା ସ୍ରୋତକୀର୍ତ୍ତି ସବୁଠାରୁ କମ୍‌ ବୟସର ମହିଳା ପାଇଲଟ
    ବିଶେଷ

    ସମୀକ୍ଷା ସ୍ରୋତକୀର୍ତ୍ତି ସବୁଠାରୁ କମ୍‌ ବୟସର ମହିଳା ପାଇଲଟ

    14966
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...
    ବିଶେଷ

    ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    14608
    Jun 08, 2025
  • ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ
    ଦେଶ-ଦେଶାନ୍ତର

    ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

    15143
    Jun 07, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍

    14818
    Jun 07, 2025
  • ଦେଶ-ଦେଶାନ୍ତର

    ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି କାହିଁକି କହିଲେ ଟ୍ରମ୍ପ ଜାଣନ୍ତୁ....

    14829
    Jun 08, 2025
  • ଦେଶ-ଦେଶାନ୍ତର

    ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର

    15561
    Jun 07, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16650
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16947
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15477
    Apr 03, 2021

ବିଶେଷ

  • ସମୀକ୍ଷା ସ୍ରୋତକୀର୍ତ୍ତି ସବୁଠାରୁ କମ୍‌ ବୟସର ମହିଳା ପାଇଲଟ

    14966
    Jun 08, 2025
  • ଆଖି ପାଇଁ ସପୁରୀ ରସ

    15531
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    14608
    Jun 08, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    14815
    Jun 07, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15477
    Jun 07, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15693
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16313
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14021
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14815
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି କାହିଁକି କହିଲେ ଟ୍ରମ୍ପ ଜାଣନ୍ତୁ....

    14829
    Jun 08, 2025
  • ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍

    14818
    Jun 07, 2025
  • ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର

    15561
    Jun 07, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In