Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Wednesday, October 04, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାଗିଗଲେ ସାଂସଦ, ଟଏଲେଟ୍ ସଫା କଲେ ...

  • ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ...

  • ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ...

  • ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ ...

  • ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

  • ଏସିଆନ ଗେମ୍ସ : ଦଶମ ଦିନରେ ଦୁଇ ସ୍ବର୍ଣ୍ଣ ...

  • ନେପାଳଠୁ ଦିଲ୍ଲୀ ଥରିଲା

  • ବିହାର ଜାତି ସର୍ଭେ ମାମଲା ...

  • ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ...

  • ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ...

ବିଶେଷ
Home ›› ବିଶେଷ ›› ପିଅନ୍ତୁ ଆତ ପତ୍ର ଚା’, ଦୂର କରିଥାଏ ସ୍ୱାସ୍ଥ୍ୟଜନିତ ସମସ୍ୟା

ପିଅନ୍ତୁ ଆତ ପତ୍ର ଚା’, ଦୂର କରିଥାଏ ସ୍ୱାସ୍ଥ୍ୟଜନିତ ସମସ୍ୟା

2023-02-03 09:52:12
15819
Share:
Facebook
Twitter
E-Mail
WhatsApp
Telegram
 ପିଅନ୍ତୁ ଆତ ପତ୍ର ଚା’, ଦୂର କରିଥାଏ ସ୍ୱାସ୍ଥ୍ୟଜନିତ ସମସ୍ୟା

ଆତ ଆପଣ ଫଳ ନିଶ୍ଚିତ ଖାଇଥିବେ। ଆପଣ ଫଳ ଶରୀର ପାଇଁ ବେଶ୍‌ ଉପକାରୀ । ଫଳରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ । ଆପଣମାନେ ସେଓ, ଅଙ୍ଗୁର, କମଳା, କଦଳୀ, ନାସପତି, ଆତ ଇତ୍ୟାଦି ଫଳ ଖାଇଥିବେ। ସବୁ ଫଳ ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ। ହେଲେ ଆତ ଖାଇବାକୁ ଶୀତଦିନରେ ଅନେକ ଲୋକ ପସନ୍ଦ କରନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଫାଇଦାଯୁକ୍ତ। ତେବେ କେବଳ ଆତ ନୁହେଁ ବରଂ ଏହାର ପତ୍ର ମଧ୍ୟ ଶରୀର ପାଇଁ ଉପକାରୀ ।

ଆତ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ। ଏହାର ପତ୍ରକୁ ଚା’ କରି ପିଇପାରିବେ, ଯାହା ଆପଣଙ୍କର ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରିଥାଏ ।

ଆତ ପତ୍ରର ଫାଇଦା :ଆତ ପତ୍ର ସ୍କିନ ପାଇଁ ବହୁତ ଫାଇଦାଯୁକ୍ତ। ଏହାର ପତ୍ରରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଯାହା ସ୍କିନ ସହିତ ଜଡିତ ସମସ୍ୟା ଦୂର କରିଥାଏ । ଆତ ପତ୍ରର ଚା’ ପିଇଲେ ଚେହେରାରେ ଉଜ୍ୱଳତା ଆସିବା ସହିତ ତ୍ୱଚା ଭାଙ୍ଗ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଆତ୍ର ପତ୍ର ଚା’ ଆଖି ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । ଆତପତ୍ର ଚା’ ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବଢିଥାଏ। ଆତପତ୍ରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଦୃଷ୍ଟିଶକ୍ତି ପାଇଁ ଫାଇଦାଯୁକ୍ତ ।

ଆତପତ୍ର ପାଚନ ସମସ୍ୟା ଦୂର କରିଥାଏ। ଏଥିରେ ଥିବା ପୋଷକ ଗୁଣ ଅପଚ, କୋଷ୍ଠକାଠିନ୍ୟ ଏବଂ ଏସିଡିଟି ଭଳି ରୋଗ ଦୂର କରିଥାଏ। ଆତ ପତ୍ର ଚା’ ପିଇବା ଦ୍ୱାରା ପାଚନକ୍ରିୟାରେ ଆରାମ ମିଳିଥାଏ।

ଆତ ପତ୍ରରେ ହିମୋଗ୍ଲୋବିନ ବଢାଇବାର କାମ କରିଥାଏ। ଏଥିରେ ଥିବା ଆଇରନ ଏନିମିଆ ଭଳି ରୋଗ ପାଇଁ ଫାଇଦାଯୁକ୍ତ। ବ୍ଲଡ ପ୍ରେସର ଏବଂ କାଲେଷ୍ଟ୍ରୋଲ ଭଳି ସମସ୍ୟା ଦୂର କରେ ।

ଆତ ପତ୍ର ଷ୍ଟ୍ରେସ କମ୍‌ କରିଥାଏ। ଭିଟାମିନ ବି ୬ ଷ୍ଟ୍ରେସ ଦୂର କରିଥାଏ। ଆତ ପତ୍ର ଚା’ରେ ସେରୋଟୋନିନ ଏବଂ ଡିପୋମାଇନକୁ ବଢାଇଥାଏ, ଯାହା ଆପଣଙ୍କ ମୁଡକୁ ଠିକ୍‌ ରଖେ ।

Powered by Froala Editor

Tags health tips

Related articles Odisha News Lens 3.2

  • ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲା ...
    ଦେଶ-ଦେଶାନ୍ତର

    ୧୦ ସୁଦ୍ଧା କାନାଡାର ୪୧ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲା ...

    14438
    Oct 03, 2023
  • ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ହ୍ରାସ
    ଦେଶ-ଦେଶାନ୍ତର

    ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତ ହ୍ରାସ

    13502
    Oct 03, 2023
  • ରାଗିଗଲେ ସାଂସଦ, ଟଏଲେଟ୍ ସଫା କଲେ ଡାକ୍ତରଖାନା ଡିନ୍‌
    ଦେଶ-ଦେଶାନ୍ତର

    ରାଗିଗଲେ ସାଂସଦ, ଟଏଲେଟ୍ ସଫା କଲେ ଡାକ୍ତରଖାନା ଡିନ୍‌

    14211
    Oct 04, 2023
  • ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ
    ଦେଶ-ଦେଶାନ୍ତର

    ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ

    13718
    Oct 04, 2023
  • ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲା
    ଦେଶ-ଦେଶାନ୍ତର

    ନାଣ୍ଡେଡ଼ ଜିଲ୍ଲା ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଲା

    13974
    Oct 04, 2023
  • ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ କୁମ୍ଭୀର
    ଦେଶ-ଦେଶାନ୍ତର

    ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ କୁମ୍ଭୀର

    14052
    Oct 04, 2023
  • ନେପାଳଠୁ ଦିଲ୍ଲୀ ଥରିଲା
    ଦେଶ-ଦେଶାନ୍ତର

    ନେପାଳଠୁ ଦିଲ୍ଲୀ ଥରିଲା

    14004
    Oct 04, 2023
  • ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ
    ଦେଶ-ଦେଶାନ୍ତର

    ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ

    13532
    Oct 03, 2023
  • ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ
    ଦେଶ-ଦେଶାନ୍ତର

    ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

    13835
    Oct 04, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନେପାଳଠୁ ଦିଲ୍ଲୀ ଥରିଲା

    14004
    Oct 04, 2023
  • ଦେଶ-ଦେଶାନ୍ତର

    ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ

    13532
    Oct 03, 2023
  • ଦେଶ-ଦେଶାନ୍ତର

    ଦାଦର ଶିବାଜୀ ପାର୍କ ସୁଇମିଂ ପୁଲରେ କୁମ୍ଭୀର

    14052
    Oct 04, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15234
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15549
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14270
    Apr 03, 2021

ବିଶେଷ

  • ଖୁବ୍‌ ହାନିକାରକ ଲାଲ୍‌ ଲଙ୍କା

    15316
    Oct 03, 2023
  • ଏହି ଅଭ୍ୟାସ କାରଣରୁ ଦେଖାଯାଏ ହାଡ ଜନିତ ସମସ୍ୟା

    13930
    Oct 03, 2023
  • ନ୍ୟାଚୁରାଲ ଜିନିଷରେ ତିଆରି କରନ୍ତୁ ହର୍ବାଲ ସାମ୍ପୁ

    15389
    Oct 02, 2023
  • ଅଫିସରେ କରନ୍ତୁ ନାହିଁ ଏହି ଭୁଲ୍, ଜବ୍‌ ଉପରେ ପଡ଼ିବାରେ ପ୍ରଭାବ

    13661
    Oct 02, 2023
  • କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ ଜାଣନ୍ତୁ....

    14343
    Oct 01, 2023

ବାଣିଜ୍ୟ

ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

ଅକ୍ଟୋବରରେ ୧୮ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ପହିଲାରୁ ଆରମ୍ଭ କରି ମାସ ଶେଷ ଯାଏଁ ପର୍ବପର୍ବାଣୀ ପାଳନ କରିବେ ଭାରତବାସୀ। ଗାନ୍ଧୀ ଜୟନ୍ତୀ, ମହାଳୟା, କଟି ବିହୁ, ଦୁର୍ଗାପୂଜା, ଦଶହରା, ଲକ୍ଷ୍ମୀପୂଜା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଯୋଗୁ ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ।

ତେ ...

  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15007
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14331
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15777
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14147
    Aug 02, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ

    13532
    Oct 03, 2023
  • ନେପାଳଠୁ ଦିଲ୍ଲୀ ଥରିଲା

    14004
    Oct 04, 2023
  • ନ୍ୟୁଜ୍ କ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଗିରଫ

    13718
    Oct 04, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In